ଗୁରୁକୃପା ଆବାସିକ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ ।

ଭଞ୍ଜନଗର, ୨୫/୧୨(ପିପିଟି): ଭଞ୍ଜନଗର କଲେଜ ରୋଡ଼ରେ ଥିବା ଗୁରୁକୃପା ଆବାସିକ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମ୍ମାନିତ…
Read More...

ଜାଲ୍ ସାର୍ଟିଫିକେଟରେ ଚାକିରୀ, ଶିକ୍ଷକ ଦମ୍ପତିଙ୍କ ନାମରେ ଥାନାରେ ମାମଲା ରୁଜୁ ।

କବିସୂର୍ଯ୍ୟନଗର,୨୫/୧୨(ପିପିଟି):କବିସୂର୍ଯ୍ୟନଗର ଥାନାରେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ ଘଟଣାରେ ଶିକ୍ଷକ ଦମ୍ପତିଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଜଣାପଡିଛି ଯେ ପୋଲସରା ବ୍ଲକ ଅନ୍ତର୍ଗତ…
Read More...

ଆଦିବାସୀ ସମାଜର ପୂଜାରୀ,ଶୀରା, ୱାଡେଙ୍କ ସମସ୍ୟାକୁ ନେଇ ବୈଠକ ।

ମାଲକାନଗିରି,୨୫/୧୨(ପିପିଟି):ମାଲକାନଗିରି ପାରି ପାହାନ୍ଦୀ କୁପ୍ପାର ଲିଙ୍ଗ ୱାଡେ ଆଦିବାସୀ ସମାଜ ତରଫରୁ ୱାଡେ,ଶୀରା ଓ ପୂଜାରୀ ମାନଙ୍କୁ ନେଇ ମାଲକାନଗିରି ସଦର ମହକୁମା ନିକଟସ୍ଥ ଏମଭି-୨ ର ଏକ ଆମ୍ବ ବଗିଚା ପ୍ରାଙ୍ଗଣରେ ଏକ…
Read More...

ସପ୍ତସ୍ବର କଳାକେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ବରିଷ୍ଠ କଳାକାର ସଂଘର ନିଷ୍ପତ୍ତି ।

ବେଲଗୁଣ୍ଠା,୨୪/୧୨(ପିପିଟି):ବେଲଗୁଣ୍ଠା ବ୍ଳକ୍ ବରିଷ୍ଠ କଳାକାର ସଂଘ ତରଫରୁ ଏକ କାର୍ଯ୍ୟନିର୍ବାହୀ କମିଟି ବୈଠକ ସଂଘ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଗୋବରା ସ୍ଥିତ ସ୍ବାମୀ ବୈକୁଣ୍ଠନାଥ ମନ୍ଦିର ପ୍ରାଙ୍ଗଣରେ…
Read More...

ମାଲକାନଗିରିରୁ ଅଯୋଧ୍ୟା ଅଭିମୁଖେ ଦୁଇ ଯୁବକ ପଦଯାତ୍ରାରେ ଗମନ ।

ମାଲକାନଗିରି ,୨୪/୧୨(ପିପିଟି): ଆଜି ମାଲକାନଗିରି ସଦର ମହକୁମାରୁ ଦୁଇ ଜଣ ଯୁବକ ପଦ ବ୍ରଜରେ ଅଯୋଧ୍ୟା ଅଭିମୁଖେ ଆଗମନ କରିଛନ୍ତି। ସେହି ଦୁଇ ଜଣ ରାମ ଭକ୍ତ ହେଲେ ୧୧୯ କଲୋନୀର ଦିନେଶ ପଟ୍ଟନାୟକ ଏବଂ ଭଗବାନ ଡୁରୁକା। ଆଉ…
Read More...

ରାତି ପାହିଲେ ବଡ଼ଦିନ, ଉତ୍ସବ ପାଳନ ପାଇଁ କନ୍ଧମାଳ ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

କନ୍ଧମାଳ।, ୨୪/୧୨:(ପିପିଟି): ରାତି ପାହିଲେ ବଡ ଦିନ। ଏହାକୁ ଧୁମଧାମରେ ପାଳନ କରିବା ପାଇଁ ଚାଲିଛି ବିଭିନ୍ନ ସ୍ଥାନରେ ପ୍ରସ୍ତୁତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଖ୍ରୀଷ୍ଟ ଧର୍ମୀଙ୍କ ଦ୍ୱାରା ସମସ୍ତ…
Read More...

ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।

ଉଲୁଣ୍ଡା ,୨୪/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ଜେଜେଏସସି ଆନୁକୁଲ୍ୟରେ ହେଉଥିବା ୨୭ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍…
Read More...

ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ଚାଷୀ ମାନଙ୍କୁ ନେଇ ଗୁରୁତ୍ବ ପୁର୍ଣ ବୈଠକ।

ବୋଲଗଡ଼,୨୪/୧୨(ପିପିଟି): ବୋଲଗଡ଼ ବ୍ଳକ ଅନ୍ତର୍ଗତ ପିଚୁକୁଳି କଲ୍ୟାଣ ମଣ୍ଡପ ଠାରେ ନବନିର୍ମାଣ ସଂଗଠନର ଗୁରୁତ୍ବ ପୁର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ନବନିର୍ମାଣ କୃଷକ ସଙ୍ଗଠନ ର ସଂପାଦକ ଅକ୍ଷୟ କୁମାର ରାଉତରାୟ ଚାଷୀ ସରକାର…
Read More...

କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଦୁଇ ଏସଓଜି ଯବାନ ଗୁରୁତର ।

ବାଲିଗୁଡା,୨୪/୧୨(ପିପିଟି): କିଛି ଦିନର ନୀରବତା ପରେ ପୁଣି ପୁଲିସ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । କୁମ୍ବିଂ ଅପରେସନ ବେଳେ ଘଟିଛି ଅଘଟଣ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ହୋଇଛନ୍ତି ଦୁଇ ଏସଓଜି ଯବାନ। ଏପରି ଏକ…
Read More...

ସ୍ୱତନ୍ତ୍ର ଶୀତକାଳୀନ ସେବା ଶିବିର ଅନୁଷ୍ଠିତ ।

କୋଦଳା,୨୩/୧୨(ପିପିଟି):ଶୁକ୍ରବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କୁ ନେଇ ପୋଷ୍ୟ ଗ୍ରାମ ଏସ ରାମଚନ୍ଦ୍ର ପୁର ଗ୍ରାମଠାରେ "ସ୍ୱତନ୍ତ୍ର ଶୀତକାଳୀନ ସେବା ଶିବିର "ସେବା ଶିବିର ପ୍ରୋଗ୍ରାମ…
Read More...