ବନ କର୍ମଚାରୀଙ୍କ ଦ୍ବାରା ୧୮ଟି ବାଘ ନଖ,୬ଟି ଦାନ୍ତ ଜବତ, ଜଣେ ଗିରଫ

ମାଲକାନଗିରି,୦୫/୦୧(ପିପିଟି): ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ଜଣେ ଅଭିଯୁକ୍ତ ସାଲିମ ବଜାରରେ ବାଘ ନଖ,ଦାନ୍ତ ଓ ତେଲ ବିକ୍ରୟ କରୁଥିବା ବେଳେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ…
Read More...

ଅଧିକରୁ ଅଧିକ ଲୋକ ମତଦାନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ ।

ମାଲକାନଗିରି, ୦୫/୦୧(ପିପିଟି): ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଫାଇନାଲ ଇଲେକ୍ଟରାଲ ରୋଲକୁ ପ୍ରକାଶ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏବଂ ଅତିରିକ୍ତ…
Read More...

ଫାସୀଓଦା ଡ୍ରାଇଭର ମହା ସଂଘ ତରଫରୁ ସ୍ଟେରିଙ୍ଗ ଛାଡ ଆନ୍ଦୋଳନ।

ବୋଲଗଡ଼,୦୫/୦୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଫାସୀଓଦା ପଞ୍ଚାୟତ ଡ୍ରାଇଭର ମହାସଂଘ ତରଫରୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ଉଦେଶ୍ୟରେ ଆଜି ସ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯାଇଛି l କିଛି ଦିନ ତଳେ…
Read More...

***ମାନବ ଧର୍ମ***

ପୁଳାଏ ମାଉଁସ ହାଡ ଦୁଇ ଖଣ୍ଡି ଧରି କି କରିବ ଗର୍ବ... ଆଞ୍ଜୁଳେ ରକତ ବହେ ଝର ପରି ଆପାଦ ମସ୍ତକ ସର୍ବ....!! ପ୍ରତି ପଲକରେ ପବନ ଚାଳିତ ପିଣ୍ଡକୁ କରେ ଜୀବନ୍ତ .... ନିଃଶ୍ବାସ ପ୍ରଶ୍ବାସ ନାମ ବହିଅଛି ପ୍ରାଣ ବାୟୁଟି…
Read More...

ହରିହରଯୋର ଠାରେ ଇକୋ ଟୁରିଜିମ ପ୍ରକଳ୍ପ ର ଶୁଭାରମ୍ଭ।

ଉଲୁଣ୍ଡା,୦୫/୦୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ହରିହରଯୋର ଡ୍ୟାମ ଠାରେ ସୁବର୍ଣ୍ଣପୁର ବନଖଣ୍ଡ ଦ୍ୱାରା ନିର୍ମିତ ଇକୋ ଟୁରିଜିମ ପ୍ରକଳ୍ପକୁ ଆଜି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅଶ୍ୱିନୀ…
Read More...

ଦାଦନ ଯାଇ ରୋଗାକ୍ରାନ୍ତ ହୋଇଥିଲେ, ଦୁନିଆ ଛାଡିଲେ ।

ବେଲଗୁଣ୍ଠା , ୦୩/୦୧(ପିପିଟି):ବେଲଗୁଣ୍ଠା ଥାନା ବାଲାକିଆରୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମ୍ପର୍କୀୟ ପଡ଼ୋଶୀ ଙ୍କ ହଠାତ ହୃଦଘାତ ରେ ମୃତ୍ୟୁ ଘଟିଛି ।…
Read More...

କଳାକାର ସଂଘ କର୍ମକର୍ତ୍ତା ଦୀକ୍ଷାନ୍ତ ବୈଠକ ଅନୁଷ୍ଠିତ ।

ସୋରଡ଼ା,୦୪/୦୧(ପିପିଟି):କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ସୋରଡ଼ା ଶାଖା କର୍ମକର୍ତ୍ତା ଦୀକ୍ଷାନ୍ତ ବୈଠକ ସଭାପତି ରାଧାକୃଷ୍ଣ ଦାଶଙ୍କ ଅଧ୍ଯକ୍ଷତାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର…
Read More...

ଧାନର ଗୁଣବତ୍ତା ଉପରେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ।

ଭଞ୍ଜନଗର,୦୪/୦୧(ପିପିଟି):ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ RMC ସଭା ଗୃହରେ ଧାନ ର ଗୁଣବତ୍ତା ନିର୍ଣ୍ଣୟ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଖଣ୍ଡ ଅନ୍ତର୍ଗତ ସମସ୍ତ…
Read More...

ପୁଲିସ ବଳପ୍ରୟୋଗ ଓ କମ୍ପାନୀ କର୍ମକର୍ତାଙ୍କ ଧମକ ଦ୍ୱାରା ଆୟୋଜିତ ନକଲି ଗ୍ରାମସଭାର ପ୍ରତ୍ୟାଖ୍ୟାନ ଓ ଖଣି ଲିଜର ବାତିଲ…

ବ୍ରହ୍ମପୁର,୦୪/୦୧(ପିପିଟି): ଗତ ଫେବୃଆରୀ, ୨୦୨୩ରେ ବେଦାନ୍ତ କମ୍ପାନୀକୁ ସିଜିମାଳି ବକ୍‌ସାଇଟ ଖଣି ଲିଜ ଦେବା ପରେ ରାୟଗଡ଼ା ଓ କଳାହାଣ୍ଡି ସୀମାନ୍ତରେ ରହିଥିବା ଆମ ଅଂଚଳ ହଠାତ୍ ଅଶାନ୍ତ ହୋଇଉଠିଛି । ଏହି ଅଞ୍ଚଳରେ ଥିବା…
Read More...

ବେଲଗୁଣ୍ଠାରେ ନୂତନ ସି.ଡ଼ି.ପି.ଓ ଙ୍କ ଯୋଗଦାନ ।

ବେଲଗୁଣ୍ଠା,୦୪/୦୧(ପିପିଟି): ବୁଧବାର ଅପରାହ୍ନରେ ବେଲଗୁଣ୍ଠା ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଠାରେ କେ. ଉଷାଲକ୍ଷ୍ମୀ ନୂତନ ସି.ଡ଼ି.ପି.ଓ ଭାବେ ଯୋଗ ଦେଇଛନ୍ତି। କେ. ଉଷାଲକ୍ଷ୍ମୀ ପୂର୍ବରୁ କଳାହାଣ୍ଡି ଜିଲ୍ଲା…
Read More...