ବିଧାୟକଙ୍କ ଦ୍ୱାରା ଡ୍ରାଇଭର ମହାସଙ୍ଘର ନୂତନ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।

ବେଲଗୁଣ୍ଠା,୦୮/୦୧(ପିପିଟି) :ବେଲଗୁଣ୍ଠା ବ୍ଲକ ଡ୍ରାଇଭର ମହାସଂଘର ନୂତନ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ମହାସଂଘର ସଦସ୍ୟ ମାନଙ୍କ ଦ୍ୱାରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା…
Read More...

ଆବର୍ଜନା ମୁକ୍ତ ସହର ନିମନ୍ତେ, ଜାତୀୟ ସ୍ତରରେ ପ୍ରଶଂସିତ ହେବ ବେଲଗୁଣ୍ଠା ।

ବେଲଗୁଣ୍ଠା, ୦୮/୦୧(ପିପିଟି) :ସହରକୁ ସ୍ବଚ୍ଛ ସୁନ୍ଦର କରିବା ଦିଗରେ ବେଲଗୁଣ୍ଠା ସହରରେ ବହୁ ବିଧି ପଦକ୍ଷେପ ଗ୍ରହଣ କରାଯାଇଛି। ପରିମଳ ଠାରୁ ଆରମ୍ଭ କରି ସର୍ବନିମ୍ନ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ…
Read More...

ଗୃହହୀନ ଓ ଭୂମିହୀନ ଦଳିତ ଓ ଆଦିବାସୀମାନଙ୍କୁ ଜମି ଓ ଜଙ୍ଗଲ ଅଧିକାର ଦାବିରେ ବିଶାଳ ଗଣବିକ୍ଷୋଭ ଓ ରାଲି ।

ବ୍ରହ୍ମପୁର,୦୮/୦୧(ପିପିଟି): ଅଖିଳ ଭାରତ କିଶାନ୍ ମଜଦୂର ସଭା (ଏଆଇକେଏମଏସ୍) ପକ୍ଷରୁ ଆଜି ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ବାସହୀନ ଓ ଭୂମିହୀନ ଦଳିତ ତଥା ଆଦିବାସୀ ଲୋକଙ୍କ ଏକ ଗଣବିକ୍ଷୋଭ ସ୍ଥାନୀୟ ଉପଜିଲ୍ଲାପାଳଙ୍କ…
Read More...

ବିମାନ ଉଡାଣ ପରୀକ୍ଷଣ ଶେଷ, ୯ତାରିଖରେ ଉଦଘାଟନ ।

ମାଲକାନଗିରି,୦୭/୦୧(ପିପିଟି) : ଆଜି ମାଲକାନଗିରି ନିକଟସ୍ଥ ନବ ନିର୍ମିତ ବିମାନ ଚଳାଚଳ ପଡ଼ିଆରେ ଭୁବନେଶ୍ୱରରୁ ଆସି ଥିବା ଭିଟି-୧୦୦ ବିମାନକୁ ଟ୍ରାଏଲ ବେସିସରେ ଉଡାଣ କରାଯାଇଛି। ଉଡାଜାହାଜ ପଡିଆର ରନ୍ ୱେ ପ୍ରସ୍ଥ ୩୦ ମିଟର…
Read More...

ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୫ ବେଚର ବନ୍ଧୁମିଳନ ।

ବେଲଗୁଣ୍ଠା,୦୬/୦୧(ପିପିଟି): ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ 1995 ମାଟ୍ରିକ ବେଚର ବନ୍ଧୁମିଳନ ଆଜି ବାଲିପଦର ନିକଟସ୍ଥ ମା ଶାଙ୍କୁଳେଇ ପୀଠ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି 15 ତମ ବାର୍ଷିକ…
Read More...

ବିଏସକେୱାଇ -ନବୀନ କାର୍ଡ ପ୍ରଚାର ରଥ ଉଦଘାଟିତ ।

ମାଲକାନଗିରି,୦୭/୦୧(ପିପିଟି):ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କ କରକମଳରେ ବିଏସକେୱା ଇ-ନବୀନ କାର୍ଡ ପ୍ରଚାର ରଥକୁ ଅନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ…
Read More...

ହିଞ୍ଜିଳିରେ ଶୁଭାରମ୍ଭ ହେଲା ଜଗନ୍ନାଥ ଅର୍ପଣ ରଥ ।

ହିଞ୍ଜିଳିକାଟୁ , ୦୬/୦୧ ( ପିପିଟି )ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଓ ପ୍ରଚାର ପ୍ରସାର, ଓଡିଶା ସରକାରଙ୍କ “ ଆମ ଓଡିଶା ନବୀନ ଓଡିଶା “ ଯୋଜନା ର ଅନ୍ଯତମ ଅଂଶବିଶେଷ । ଏହି କ୍ରମରେ ଓଡ଼ିଶାର ମାନ୍ୟବର…
Read More...

ଓଡିଶା ଡ୍ରାଇଭର ମହାସଂଘର ପାଇଁ ଷ୍ଟିଅରିଂ ଛାଡ ଆନ୍ଦୋଳନ ।

ବେଲଗୁଣ୍ଠା,୦୬/୦୧(ପିପିଟି):ପ୍ରାୟ ନଅ ମାସ ପରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ବେଲଗୁଣ୍ଠା ଅଞ୍ଚଳ ଗୋଶାଳା ଛକ ନିକଟରେ ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ବ୍ଲକର ପ୍ରାୟ ଶତାଧିକ ଚାଳକ ଏକତ୍ରିତ…
Read More...

ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

ମାଲକାନଗିରି, ୦୬/୦୧(ପିପିଟି): ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ଆଜି ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
Read More...

ଅଗ୍ନିକାଣ୍ଡ ରେ ଜଳିଗଲା ୫ ବଖରା ।

ବେଲଗୁଣ୍ଠା , ୦୬/୦୧(ପିପିଟି):ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ଅରଖପଲ୍ଲୀ ଗାଁ ରେ ଅଗ୍ନିକାଣ୍ଡ ଘଟି ପାଞ୍ଚ ପରିବାର ର ପାଞ୍ଚ ବଖରା ଜଳି ପୋଡି ପାଉଁଶ ହୋଇଯାଇଛି । ସକାଳୁ ସକାଳୁ ହଠାତ ଚାଳ ଉପରେ ଧୁଆଁ ଦେଖାଯିବା…
Read More...