କୋଦଳା ଏନ୍ଏସି ରେ ଅର୍ପଣ ରଥ; ଯେଉଁଆଡ଼େ ଦେଖିବ ଶୁଭୁଛି ଜୟଜଗନ୍ନାଥ ନାରା ।

କୋଦଳା,୦୯/୦୧(ପିପିଟି): କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ ସହଯୋଗରେ ପ୍ରତ୍ୟେକ ଘରୁ" ଗୁଆ ଗୋଟେକୁ ଚାଉଳ ମୁଠେ "ସଂଗ୍ରହ କରିବା ପାଇଁ ଜୟ ଜଗନ୍ନାଥ ଅର୍ପଣ ରଥ ଦ୍ଵିତୀୟ ଦିନରେ ପଦାର୍ପଣ କରିଛି । ମଙ୍ଗଳବାର ଦ୍ଵିତୀୟ…
Read More...

ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ଗଡିଲା ବେଲଗୁଣ୍ଠା ରେ ।

ବେଲଗୁଣ୍ଠା,୦୯/୦୧(ପିପିଟି):ଆସନ୍ତା ୧୭ ତାରିଖରେ ମହାପ୍ରଭୁଙ୍କ ପରିକ୍ରମା ଲୋକାର୍ପଣ ଶୁଭ କାର୍ଯ୍ୟକ୍ରମ ପାଇଁ ଆଜି ବେଲଗୁଣ୍ଠାରେ ଏନ ଏ ସି ତରଫରୁ ଅର୍ପଣ ରଥ ପରିକ୍ରମା ତିନଟି ୱାର୍ଡରେ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ମାଲକାନଗିରି ବିମାନ ବନ୍ଦର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ।

ମାଲକାନଗିରି,୦୯/୦୧(ପିପିଟି) : *ରୂପାନ୍ତର ପଥେ ମାଲକାନଗିରି । *ଆକାଶପଥରେ ଯୋଡିହେଲା ମାଲକାନଗିରି । *୨୩୩ ଏକର ପରିବ୍ୟାପ୍ତ ଅଞ୍ଚଳରେ ରନୱେ ନିର୍ମିତ, ୭୦ କୋଟି ଟଙ୍କା ଖର୍ଚ୍ଚ । *ମାଲକାନଗିରି ଜିଲ୍ଲାରେ ସପ୍ତଧାରା…
Read More...

ପାଣି ପଞ୍ଚାୟତ ପକ୍ଷ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ।

ଭଞ୍ଜନଗର,୦୯/୦୧(ପିପିଟି) : ଭଞ୍ଜନଗର ଜଳସେଚନ ବିଭାଗ ଅଧୀନରେ ପାଣି ପଞ୍ଚାୟତ ପକ୍ଷ ୨୦୨୩/୨୪ ପାଳନ ଅବସରରେ ଡିଭିଜନ ସ୍ତରରେ ଥିବା ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ…
Read More...

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ପୋଲସରା, ୦୯/୦୧(ପିପିଟି) :ସ୍ଥାନୀୟ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଗତକାଲି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ପୋଲସରା…
Read More...

ବୀରମହାରାଜପୁର ବ୍ଲକ ରେ ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ।

ଉଲୁଣ୍ଡା ,୦୮/୦୧(ପିପିଟି) : ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି…
Read More...

କ.ନୂଆଗାଁରେ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ମୁଦ୍ରଣ ନିମନ୍ତେ ପ୍ରସ୍ତୁତି ବୈଠକ ।

ବାଲିଗୁଡା ,୦୮/୦୧:(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବଜାର ଠାରେ ନିର୍ମାଣଧୀନ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବ ପାଇଁ ପରିଚାଳନା କମିଟି ପକ୍ଷରୁ କଞ୍ଜାମେଣ୍ଡି ପଞ୍ଚାୟତର…
Read More...

ବୀରମହାରାଜପୁର ଠାରେ ଆହାର କେନ୍ଦ୍ର ଖୋଲିବାକୁ ଜିଲ୍ଲାପାଳଙ୍କ ଠାରେ ଦାବି ।

ଉଲୁଣ୍ଡା ,୦୮/୦୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଘର ସଭାପତି ଡ଼. ପ୍ରଫୁଲ୍ଲ ରଥଙ୍କ ନେତୃତ୍ବରେ…
Read More...

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ।

ବ୍ରହ୍ମପୁର ,୦୮/୦୧(ପିପିଟି):ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
Read More...

ଗଡ଼ିଲା “ଅର୍ପଣ ରଥ “ପ୍ରତି ଘରୁ ମିଳିଲା ଗୁଆ ଓ ଚାଉଳ,ପ୍ରତି ୱାର୍ଡ ରେ ସ୍ୱାଗତ ସମ୍ବର୍ଦ୍ଧନା ।

କୋଦଳା,୦୮/୦୧(ପିପିଟି): କୋଟି କୋଟି ଓଡିଶାବାସୀଙ୍କ ମଉଡମଣୀ ବିଶ୍ୱ ନିୟନ୍ତା ଜଗତର ନାଥ ଜଗନ୍ନାଥଙ୍କ ନୂତନ ଭାବେ ନିର୍ମିତ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭବ୍ୟ ଲୋକାର୍ପଣ ଉତ୍ସବ ଆସନ୍ତା ୧୭ ତାରିଖ ରେ ହେବାକୁ…
Read More...