ଦୁଇ ଫେରାର ଆସାମୀ ୱାରେଣ୍ଟି ବଳରେ ଗିରଫ ।

ବାଲିଗୁଡା,୨୩/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ପୁଲିସ ମଙ୍ଗଳବାର ଦୁଇ ଜଣ ଫେରାର ଆସାମୀକୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ୨୦୦୮ କନ୍ଧମାଳ ଦଙ୍ଗା…
Read More...

ରାଜମିସ୍ତ୍ରୀ କୁ ନିର୍ମମ ହତ୍ୟା ଘଟଣା : ତିନିଦିନ ପରେ ମଧ୍ୟ ପୁଲିସ ର ହାତ ଖାଲି ।

ବାଲିଗୁଡ଼ା,୨୩/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପଣସପଡ଼ି ସାହିର ପ୍ରଶାନ୍ତ ପୂଜାରୀ ନାମକ ଜଣେ ରାଜମିସ୍ତ୍ରୀ କୁ ଏକ ନିର୍ମାଣାଧୀନ କୋଠା ମଧ୍ୟରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା କୁ ମଙ୍ଗଳବାର…
Read More...

ହାବିଲଦାର କନେଷ୍ଟବଳ ସଂଘର ନିର୍ବାଚନ ଘୋଷଣା।

ମାଲକାନଗିରି,୨୩/୦୧(ପିପିଟି):ମାଲକାନଗିରି ହାବିଲଦାର କନେଷ୍ଟବଳ ସଂଘର ନିର୍ବାଚନ ଫଳାଫଳ ଆଜି ଘୋଷଣା ହୋଇଯାଇଛି। ଆଜି ସଭାପତି ଭାବେ ପ୍ରଶାନ୍ତ କୁମାର ବେହେରା ଜୟଯୁକ୍ତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖ…
Read More...

ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଏକବିଂଶତମ ସ୍ଵନକ୍ଷତ୍ର ଦିବସ ।

ବେଲଗୁଣ୍ଠା,୨୩/୦୧(ପିପିଟି) : ସୋମବାର ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଏହିଭଳି ଏକ ପବିତ୍ର ଦିବସରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଏକବିଂଶତମ…
Read More...

ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ।

କୋଦଳା,୨୨/୦୧(ପିପିଟି):ପବିତ୍ର ଅଯୋଧ୍ୟା ଧାମ ଠାରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ମାଲ୍ଯବନ୍ତ ଆର୍ଟିଷ୍ଟ ଆସୋସିଏସନ୍ ତରଫରୁ ସାମାଜିକ କାର୍ଯ୍ୟ ।

ମାଲକାନଗିରି,୨୨/୦୧(ପିପିଟି):ମାଲ୍ୟବନ୍ତ ଆର୍ଟିଷ୍ଟ ଆସୋସିଏସନ ତରଫରୁ ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ଗ୍ରାମ ପଞ୍ଚାୟତ ସ୍ଥିତ ଭଇରକୁଣ୍ଡ ଗ୍ରାମରେ ବିଭିନ୍ନ ସାମାଜିକ କାର୍ଯ୍ୟ କରାଯାଇଛି। ଉକ୍ତ ଗ୍ରାମ ରେ ଥିବା…
Read More...

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବୋଲଗଡ଼ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ।

ବୋଲଗଡ଼,୨୨/୦୧(ପିପିଟି):ଯେତେବେଳେ ରାଜା ରାମଚନ୍ଦ୍ର ପିତୃ ସତ୍ୟ ପାଳନ କରିବାକୁ ଯାଇ ୧୪ ବର୍ଷ ବନବାସ କରି ଅଯୋଧ୍ୟା ଫେରିଥିଲେ ସେତେବେଳେ ସାରା ଅଯୋଧ୍ୟା ଦୀପ ଜାଳି ତାଙ୍କର ସ୍ୱାଗତ କରିଥିଲେ। ଆଜି ଯେତେବେଳେ ଦିର୍ଘ ୫୦୦…
Read More...

***ମଦ,ମଦ୍ଯପ ଓ ସରକାର ***

ମଦକୁ ସୋମରସ କୁହାଯାଏ ।ଋଗ୍ ବେଦରେ ସୋମରସ ବର୍ଣ୍ଣନା ପଢିବାକୁ ମିଳେ । ଦେବତାଙ୍କ ପ୍ରିୟ ପାନୀୟ ଭାବେ ଯଜ୍ଞ ରେ ଆହୂତି ପ୍ରଦାନ କରାଯାଏ ।ତେଣୁ ମଦର ଅନ୍ୟନାମ ସୁରା ।ଏହାକୁ ସୁରମାନେ ପାନ କରୁଥଲେ,ଏଣୁ ସୁରା ନାମରେ ନାମିତ।…
Read More...

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ।

ବେଲଗୁଣ୍ଠା,୨୧/୦୧(ପିପିଟି):ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ବେଲଗୁଣ୍ଠା ବଡ଼ଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନ ସଭାପତି ମାଧବ ଚନ୍ଦ୍ର…
Read More...

ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସମାରୋହ ।

ମାଲକାନଗିରି,୨୦/୧(ପିପିଟି):ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଏମଭି- ୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷା ସାହିତ୍ୟ ସୃଜନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...