ଜେଜେ ବାପାର ଶୁଦ୍ଧିକ୍ରିୟା ଦିନ ନାତୁଣି ପୋଖରୀରେ ବୁଡ଼ି ମୃତ୍ୟୁ ।

ବେଲଗୁଣ୍ଠା, ୧୬/୦୨(ପିପିଟି) : ବେଲଗୁଣ୍ଠା ବ୍ଳକ୍ ଜିଲିବା ଗ୍ରାମରେ ଜେଜେ ବାପାର ଶୁଦ୍ଧିକ୍ରିୟା ଦିନ ଛଅ ବର୍ଷର ନାତୁଣି ନିଖୋଜ ହୋଇଯିବା ଏବଂ ଆଜି ତାର ଶବ ଗାଆଁ ପୋଖରୀରୁ ମିଳିବା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।…
Read More...

ଦିବ୍ୟଶକ୍ତି ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ।

ଭଞ୍ଜନଗର, ୧୬/୦୨(ପିପିଟି) : ଭଞ୍ଜନଗର ବାଗ୍ ଦେବୀ ରୋଡ଼ରେ ଥିବା ଦିବ୍ୟଶକ୍ତି ଇଂରାଜୀ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବରିଷ୍ଠ ଶିକ୍ଷା ଅଧିକାରୀ ଏସ.…
Read More...

ସନ୍ଥ ଭକ୍ତଚରଣ ପୁସ୍ତକ ଓ଼ ପଲିଶ୍ରୀମେଳାର ତୃତୀୟ ଦିବସ ପାଳିତ।

ବୋଲଗଡ଼, ୧୬/୦୨ (ପିପିଟି)ସାହିତ୍ୟ,ସଂସ୍କୃତି ପରମ୍ପରା ଶାନ୍ତି, ମୈତ୍ରୀ,ପ୍ରଗତି, ବ୍ୟବସାୟୀକ ପେଣ୍ଠ ଓ଼ ରାଜସୁନାଖଳା ପୁସ୍ତକ ଓ଼ ପଲିଶ୍ରୀମେଳା ମଙ୍ଗଳବାର ଦିନ ଉଦଘାଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଏହି…
Read More...

ବିଭିନ୍ନ ଦାବି ପୂରଣ ଲାଗି କୃଷି କର୍ମଚାରୀଙ୍କ ଆନ୍ଦୋଳନ ।

ମାଲକାନଗିରି,୧୬/୦୨(ପିପିଟି): ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଆହ୍ବାନ କ୍ରମେ ମାଲକାନଗିରି ଜିଲ୍ଲା ଶାଖା କୃଷି କର୍ମଚାରୀ ମାନେ ଗତ ୧୩ ତାରିଖ ଠାରୁ ଜିଲ୍ଲା କୃଷି କାର୍ଯ୍ୟାଳୟ…
Read More...

କବିସୂର୍ଯ୍ୟନଗର ଠାରେ ଗ୍ରାମୀଣ ଭାରତ ବନ୍ଦ ଡାକରା ରେ ରାସ୍ତା ରୋକ।

କବିସୂର୍ଯ୍ୟନଗର,୧୬/୦୨(ପିପିଟି):କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ନୀତି ବିରୋଧରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୁକ୍ରବାର ଦିନ ଗ୍ରାମୀଣ ଭାରତ ବନ୍ଦ ଡାକରା ଦେଇଛନ୍ତି। ୪ଟି ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ,ଡଃ…
Read More...

ରାଣୀ ମା ମନ୍ଦିର ମୁଖ୍ୟଦ୍ଵାର ଭୂମି ପୂଜନ ।

ବୁଗୁଡା,୧୫/୦୨(ପିପିଟି):ବୁଗୁଡ଼ା ବ୍ଲକ ଅନ୍ତର୍ଗତ କୁଞ୍ଜବନ ଗ୍ରାମ ଠାରେ ରାଣୀ ମା ମନ୍ଦିର ମୁଖ୍ୟଦ୍ଵାର ଭୂମି ପୂଜନ କାର୍ଯ୍ୟକ୍ରମରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗଦେବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ…
Read More...

କଣଛାଇ ଠାରେ “ଆମ ଓଡ଼ିଶା ନବୀନ ଓଡ଼ିଶା”କାର୍ଯ୍ୟକ୍ରମ ଅନୁଷ୍ଠିତ।

ପୋଲସରା,୧୫/୦୨(ପିପିଟି):ପୋଲସରା ବ୍ଲକ୍ ଅନ୍ତର୍ଗତ କଣଛାଇ ଗ୍ରାମ ଠାରେ " ଆମ ଓଡ଼ିଶା ନବୀନ ଓଡ଼ିଶା " ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ସଚେତନତା…
Read More...

ମାଳତେନ୍ତୁଳିଆ ଠାରେ “ଆମ ଓଡ଼ିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ।

ପୋଲସରା,୧୫/୦୨(ପିପିଟି):ପୋଲସରା ବ୍ଲକ୍ ଅନ୍ତର୍ଗତ ମାଳତେନ୍ତୁଳିଆ ଗ୍ରାମ ଠାରେ " ଆମ ଓଡ଼ିଶା ନବୀନ ଓଡ଼ିଶା " ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ…
Read More...

ରାଜସୁନାଖଳାରେ ସନ୍ଥ ଭକ୍ତଚରଣ “ପୁସ୍ତକ ଓ ପଲ୍ଲୀଶ୍ରୀ” ମେଳା ।

ରାଜସୁନାଖଳା,୧୪/୦୨(ପିପିଟି): ରାଜସୁନାଖଳାରେ ବୈଷ୍ଣବ ଧର୍ମର ସାଧନା କରିଥିବା ଭକ୍ତ ଚରଣ ଦାସ ଜୀବନ କାଳରେ ବହୁ କବିତା ରଚନା କରିଯାଇଛନ୍ତି। ୧୭୨୯ରେ ଜନ୍ମ ଲାଭ କରିଥିବା ସ୍ୱର୍ଗତ ଦାସଙ୍କ ପୁସ୍ତକ ପ୍ରତି ରହିଥିବା ଭଲପାଇବା…
Read More...

ପୁଲୱାମା ବିସ୍ଫୋରଣରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ

ମାଲକାନଗିରି,୧୫/୦୨(ପିପିଟି) :ହେଲ୍ପ ଫର୍ ନିଡ୍ ପିପୁଲ୍ ଫାଉଣ୍ଡେସନ ତରଫରୁ ମାଲକାନଗିରି ଶହୀଦ ଲକ୍ଷ୍ମଣ ନାୟକ ଛାତ୍ରାବାସ ଠାରେ ପୁଲାୱମା ବିସ୍ଫୋରଣରେ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ…
Read More...