ବୋଲସର ପଞ୍ଚାୟତରେ ନାଳ ନିର୍ମାଣ ନକରି ୧୬ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ।
କବିସୂର୍ଯ୍ୟନଗର,୧୯/୦୨(ପିପିଟି): କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୋଲସର ପଞ୍ଚାୟତରେ ବ୍ଯାପକ ଦୁର୍ନୀତି ହୋଇଥିବା ନେଇ ଗ୍ରାମରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିଲା। ବୋଲସର ପଞ୍ଚାୟତରେ ମନରେଗା ରେ ବ୍ଯାପକ ଦୁର୍ନୀତି…
Read More...
Read More...