“ହିମାଦ୍ରି” ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ।

କୋଦଳା,୦୫/୦୩(ପିପିଟି):ନବେ ଦଶକର ତ୍ରୟ ମାସିକ ସାହିତ୍ୟ ପତ୍ରିକା ହିମାଦ୍ରି ଯାହାକୁ ଦକ୍ଷିଣ ଓଡ଼ିଶାର ଝଙ୍କାର କୁହାଯାଉଥିଲା ଆଜି ସ୍ଥାନୀୟ ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇ ଯାଇଛି। ନବବର୍ଷ ସଂଖ୍ୟା ୨୦୨୪ର…
Read More...

ନୂଆଁ ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ।

କୋଦଳା,୦୫/୦୩(ପିପିଟି):ମଙ୍ଗଳବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱ ରେ ନୂଆଁ ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି…
Read More...

ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି,୯ମ ଦିନ ସକାଳେ ଧାରଣା ସ୍ଥଗିତ ଘୋଷଣା ।

ଭଞ୍ଜନଗର,୦୫/୦୩(ପିପିଟି): ଗାଁକୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ର ସର୍ବନିମ୍ନ ମୌଳିକ ସୁବିଧା ଦାବୀରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା(ଏ.ଆଇ.କେ.କେ.ଏସ୍)…
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀପାଳନ।

ଖୋର୍ଦ୍ଧା,୦୫/୦୩(ପିପିଟି):ଜଣେ ଅଭିଜ୍ଞ ରାଜନୀତିଜ୍ଞ, ସୁଦକ୍ଷ ବୈମାନିକ, ସଫଳ ଶିଳ୍ପ ଉଦ୍ୟୋଗୀ ଓ ସ୍ୱାଭିମାନୀ ଓଡିଆ ଭାବରେ ସେ ପ୍ରତିଟି ଓଡିଆ ପ୍ରାଣରେ ଭିନ୍ନ ଭିନ୍ନ ଭାବନାରେ ସ୍ଥାନିତ । ସେ ହେଉଛନ୍ତି କୋଟି ଓଡିଆଙ୍କ…
Read More...

***ଗରିବ***

ଅଭାବି ଘରେ ଜନମ ହେଲେ ସବୁତ ନାହିଁ ନାହିଁ ହାଣ୍ଡିରେ ଭାତ ନଥାଏ କେବେ ତୁଣ କି ଲୁଣ ନାହିଁ....!! ଚୁଲିରେ କେବେ ନଥାଏ କାଠ ରାନ୍ଧିବା ପାଇଁ ଭାତ କେବେ ନଥାଏ ଚାଉଳ ଖୁଦ ବ୍ୟାକୁଳ ହୁଏ ଚିତ୍ତ.....!! ପନି ପରିବା…
Read More...

ବିଜୁ ଜୟନ୍ତୀରେ ସାଇକେଲ ଶୋଭାଯାତ୍ରା ଓ ରୋଗୀମାନଙ୍କୁ ଫଳ ବଣ୍ଟନ।

ବୁଗୁଡା,୦୫/୦୩(ପିପିଟି):ବୁଗୁଡ଼ା ଏନ୍.ଏ.ସି ବସଷ୍ଟାଣ୍ଡ ଠାରେ ଓଡ଼ିଶାର ଭୂମିପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଦିବସ ଉପଲକ୍ଷେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଉପରେ ବିଧାୟକ ପୋଲସରା ଶ୍ରୀକାନ୍ତ…
Read More...

ଚୋରି ଅଭିଯୋଗରେ ୭ ଆନ୍ତଃରାଜ୍ୟ ମହିଳା ଗିରଫ ।

ମାଲକାନଗିରି ,୦୪/୦୩(ପିପିଟି) : କାଲିମେଳା ବ୍ଲକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଗୋଦାମ ଗୃହରେ ତାଲା ଭାଙ୍ଗି ଚୋରି କରୁଥିବା ୭ ଆନ୍ତଃରାଜ୍ୟ ମହିଳା ପୋଲିସ ଗିରଫ କରିଛି । ସେମାନେ ମୁଣ୍ଡର ଚୁଟି ନେଇ ତା…
Read More...

ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକଙ୍କ ଯୋଗଦାନ ।

ବ୍ରହ୍ମପୁର,୦୪/୦୩(ପିପିଟି): ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାପାତ୍ର ଆଜି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ…
Read More...

ଘୁମସର ଗାନ୍ଧୀ ସତ୍ୟାଗ୍ରହୀ ଦୀନବନ୍ଧୁ ବେହେରାଙ୍କ ୧୧୮ ତମ ଜୟନ୍ତୀ ସମାରୋହ। ‌

ଘୁମୁସୁର,୦୪/୦୩(ପିପିଟି) : ପ୍ରାଚୀନ ରାଜଧାନୀ ଜୟନ୍ତୀଗଡ ନିକଟସ୍ଥ ପବିତ୍ର ରଘୁନାଥ ସ୍ଵାମୀଙ୍କ ପୀଠ ନେଟଙ୍ଗାସ୍ଥିତ ରତ୍ନପୁର ଠାରେ ତଥା ଦୀନଵନ୍ଧୁ ବେହେରାଙ୍କ ଜନ୍ମ ଭବନ(ଏଣ୍ଟୁଡିଶାଳ )ଠାରେ ତାଙ୍କର ୫ ଫୁଟର ଏକ…
Read More...

ବିଧାୟକଙ୍କ ଦ୍ବାରା କମ୍ଯୁନିଟି ଗୃହ ଉଦ୍‌ଘାଟନ।

ବୁଗୁଡା,୦୪/୦୩(ପିପିଟି):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଉଦୟପୁର ଶ୍ରୀ କପିଳେଶ୍ୱର ସ୍ଵାମୀ ମନ୍ଦିର ଠାରେ କମ୍ୟୁନିଟି ଗୃହକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦ୍‌ଘାଟନ କରିବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ…
Read More...