ବେଲଗୁଣ୍ଠା ବ୍ଳକ୍ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଦୁଇ ଶିକ୍ଷକଙ୍କ ଅବସର ଗ୍ରହଣ ।

ବେଲଗୁଣ୍ଠା,୦୩/୦୧, ଆଜି ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଦୁଇ ଜଣ ଶିକ୍ଷକ ଅବସର ଗ୍ରହଣ କରିଥିବା ବେଳେ ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ…
Read More...

ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଚାନକ୍ ମଣ୍ଡି ପରିଦର୍ଶନ; କାର୍ଯ୍ୟରେ ଅବହେଳା ଯୋଗୁଁ କାରଣ ଦର୍ଶାଅ ନୋଟିସ୍ ।

ଭଞ୍ଜନଗର, ୦୩/୦୧(ପିପିଟି):ବର୍ତ୍ତମାନ ଭଞ୍ଜନଗର ଉପଖଣ୍ଡ ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଖରିଫ୍ ଧାନ କିଣା ଜାରି ରହିଛି। ଚାଷୀଙ୍କ ଠାରୁ ଯେପରି ସୁରୁଖୁରୁରେ ଧାନ କିଣା ଯିବ ସେନେଇ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯାଉଛି।…
Read More...

ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ବୈଠକ ଏଵଂ ଦାବିପତ୍ର ପ୍ରଦାନ।

ପୋଲସରା,୦୩/୦୧ (ପିପିଟି) :ଋଷିକୂଲ୍ୟା ରୟତ ମହାସଭା ପୋଲସରା ଶାଖା ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ସାହିସ୍ଥିତ ଦଧିବାମନ ସ୍ବାମୀଙ୍କ ମନ୍ଦିର ଠାରେ ପୋଲସରା ଅଞ୍ଚଳର ଚାଷୀମାନଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଏକ…
Read More...

ପୋଲସରା ବିଜ୍ଞାନ ମହାବିଦ୍ୟାଳୟ – ୧୯୯୮-୯୯ ବ୍ୟାଚର ବନ୍ଧୁମିଳନ।

ପୋଲସରା ,୦୩/୦୧(ପିପିଟି) :ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୧୯୮୯-୯୯ ଶିକ୍ଷା ବର୍ଷରେ ଯୁକ ତିନିରେ ଅଧ୍ୟୟନ କରିଥିବା ଛାତ୍ର ଓ ଛାତ୍ରୀମାନଙ୍କ ପାରିବାରିକ ବନ୍ଧୁମିଳନ ହୋଇଥିଲା। ସହର ସ୍ଥିତ ମା" କନ୍ଧୁଣିଦେବୀଙ୍କ ପୀଠରେ…
Read More...

ଯାଜପୁର ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଯାଜପୁର,୦୨/୦୧(ପିପିଟି): ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲା ମହୋତ୍ସବ "ଯଯାତି-୨୦୨୬" ଓ ସ୍ୱଦେଶୀ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।…
Read More...

ଧାନସଂଗ୍ରହରେ ସ୍ୱଚ୍ଛତା ପାଇଁ ପଞ୍ଜିକୃତ ଜମିର ଉପଗ୍ରହ ମାଧ୍ୟମରେ ସର୍ବେକ୍ଷଣ ।

ଭୁବନେଶ୍ୱର,୦୨/୦୧:ରାଜ୍ୟରେ ବର୍ତ୍ତମାନ ଖରିଫ୍‌ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି…
Read More...

ଓୟୁଜେ ପକ୍ଷରୁ ରକ୍ତଦାନ ଶିବିର।

ପୋଲସରା ,୦୨/୦୧(ପିପିଟି) :ନବବର୍ଷ ଆଗମନକୁ ନିଆରା ଢଙ୍ଗରେ ସ୍ବାଗତ ଜଣାଇଛି ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ)। ଓୟୁଜେର ଛତ୍ରପୁର ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଉପଖଣ୍ଡ…
Read More...

ନୁଆଁ ବର୍ଷରେ ଅଘଟଣ ; ସଡ଼କ ଦୂର୍ଘଟଣାରେ ଇଞ୍ଜିନିୟରିଙ୍ଗ୍ ଛାତ୍ରଙ୍କ ଅକାଳ ବିୟୋଗ ।

ବେଲଗୁଣ୍ଠା, ୦୨/୧୨, ନୂତନ ବର୍ଷକୁ ଅଭିନନ୍ଦନ ଜଣାଇବା ଅବସରରେ ଚାରି ଆଡ଼େ ଖୁସିର ମାହୋଲ୍ ଚାଲିଥିବା ବେଳେ ବର୍ଷର ପ୍ରଥମ ଦୀନ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ବେଲଗୁଣ୍ଠା ଅଞ୍ଚଳର ଜଣେ ଇଞ୍ଜିନିୟରିଙ୍ଗ୍…
Read More...

ଏସ ଡ଼ି ପି ଦାନ କଲେ ଆଶିଷ,ଦୀପକ ଓ ସନ୍ତୋଷ;ବଞ୍ଚିଲା କେନ୍ସର ପୀଡ଼ିତ ।

କୋଦଳା,୦୨/୦୧(ପିପିଟି): ବର୍ତ୍ତମାନ ପରିସ୍ଥିତି ରେ କ୍ୟାନ୍ସର ରୋଗୀଙ୍କ ପାଇଁ ପ୍ଲେଟଲେଟ ବହୁଳ ପରିମାଣରେ ଆବଶ୍ୟକ ପଡୁଥାଏ,ଏଥିପାଇଁ ଏସ ଡ଼ି ପି ଦାନ କରିବା ପାଇଁ ସ୍ବେଛାସେବୀଙ୍କ ଆବଶ୍ୟକତା ପଡିଥାଏ । ଗଞ୍ଜାମ ଜିଲ୍ଲାରେ…
Read More...

ରାମଚରିତ ମାନସ ପାରାୟଣ ଓ ପ୍ରବଚନ ପାଇଁ ପ୍ରସ୍ତୁତି ।

ଭଞ୍ଜନଗର, ୦୨/୦୧(ପିପିଟି):ଭଞ୍ଜନଗର ସହରରେ ଥିବା ଅବସ୍ଥିତ ଏଲ୍.ଆଇ ସି କଲୋନୀ ଠାରେ ଶ୍ରୀ ଶ୍ରୀ ଶ୍ରୀ ରାମଚରିତ ମାନସ ପାରାୟଣ, ପ୍ରବଚନ ଓ ଯଜ୍ଞର ପ୍ରସ୍ତୁତି ବୈଠକ ଶେଷ ହୋଇଯାଇଛି।ସର୍ବସମ୍ମତି କ୍ରମେ ଆସନ୍ତା ୨୫ତାରିଖ…
Read More...