ଏଆଇକେଏମଏସ୍ ପକ୍ଷରୁ ପଟାଙ୍ଗୀ ତହସିଲ ଅଫିସ୍ ସମ୍ମୁଖରେ ବିକ୍ଷୋଭ ।

ପଟାଙ୍ଗୀ,୧୧/୦୩(ପିପିଟି):ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ଆଜି ଆଠ ଦଫା ଦାବି ନେଇ ପଟାଙ୍ଗୀ ବ୍ଳକ୍ ଓ ତହସିଲ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଗଠନର ବ୍ଳକ୍ ସଭାପତି ମୁସରୀ ରାମୁଙ୍କ…
Read More...

୬୩୦ କେଜି ଗଞ୍ଜେଇ ଜବତ , ଅଭିଯୁକ୍ତ ଫେରାର ।

ମାଲକାନଗିରି ,୧୧/୦୩(ପିପିଟି) :କାଲିମେଳା ବ୍ଲକ ଅନ୍ତର୍ଗତ କୁର୍ମାନୁର ଅଞ୍ଚଳରେ କାଲିମେଳା ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ମାଝିପାକା ଗ୍ରାମ ଜଙ୍ଗଲ ନିକଟରେ ୬୩୦ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛନ୍ତି।…
Read More...

ଶିକ୍ଷକ ସଂଘ ତରଫରୁ ଦୁଇ ଦଫା ଦାବିପତ୍ର ପ୍ରଦାନ ।

ମାଲକାନଗିରି । ତା:୧୧/୦୩ ମାଲକାନଗିରି ଜିଲ୍ଲା ନୂତନ ପେନଶନ ଭୁକ୍ତ ଯୋଜନା ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ସଂଘ, ମାଲକାନଗିରିର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜର ଦୁଇ ଦଫା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ…
Read More...

ପରିବେଶ ସୁରକ୍ଷା ବାର୍ତ୍ତା ନେଇ ମାଲକାନଗିରିରେ ପହଞ୍ଚିଲେ ନେଦରଲାଣ୍ଡର ଦମ୍ପତି ।

ମାଲକାନଗିରି ,୧୦/୦୩(ପିପିଟି) : ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଆଜି ମାଲକାନଗିରି ସଦର ମହକୁମାରେ ପହଞ୍ଚିଲେ ନେଦରଲାଣ୍ଡର ଦମ୍ପତି।ମାଲକାନଗିରି ଜିଲ୍ଲା ଦେଇ ଆଜି ନେଦରଲାଣ୍ଡର ଏକ ଦମ୍ପତି ଦିଲ୍ଲୀ ଅଭିମୁଖେ ସାଇକେଲ…
Read More...

ନେହେରୁ ଯୁବ କେନ୍ଦ୍ର ତରଫରୁ ମୋ ଭାରତ ବିକଶିତ ଭାରତ କାର୍ଯ୍ୟକ୍ରମ ।

ବେଲଗୁଣ୍ଠା,୧୦/୦୩(ପିପିଟି):ନାରୀ ଶକ୍ତିର ବିକାଶରେ ହିଁ ରାଷ୍ଟ୍ରର ପ୍ରକୃତ ବିକାଶ ହୋଇଥାଏ I ଏହି ବାର୍ତ୍ତାକୁ ନେଇ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଏବଂ ବିବେକାନନ୍ଦ ଯୁବକ…
Read More...

***ରାଜନୀତି***

ଯଦି ରାଜନୀତି କରିବ ଟାଉଟର ବୁଦ୍ଧି ଧରିବ ସଚ୍ଚୋଟ ପଣକୁ ଛାଡିବ ତେବେ ତୁମେ ନେତା ହୋଇବ....!! ରାଜନୀତି ଯେବେ କରିବ ମିଛ ଯେତେ ପାର କହିବ ମିଠା କଥା କହି ମୋହିବ ମୁଚୁକୁନ୍ଦା ହସ ହସିବ.....!! ପ୍ରତିଶ୍ରୁତି ସବୁ…
Read More...

ଜିଲ୍ଲା ସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ଶିବିର ।

ମାଲକାନଗିରି, ୧୦/୦୩(ପିପିଟି) :ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ ଏକସ୍ପେଣ୍ଡିଚର ଓବଜରଭର (ଏ ଇ ଓ), ଭିଡିଓ…
Read More...

ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ଡେମ୍ ହେଲେ ନଦୀ ଶୁଖିଯିବ;ଋଷିକୂଲ୍ୟା ନଦୀ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଗଠିତ ।

ବ୍ରହ୍ମପୁର,୦୯/୦୩(ପିପିଟି): ଓଡ଼ିଶା ସରକାର ଛତ୍ରପୁର ନିକଟରେ ଥିବା ଶିଳ୍ପ କରିଡରର ଘରୋଇ କମ୍ପାନୀମାନଙ୍କ କଳକାରଖାନାକୁ ପାଣି ଯୋଗାଇବାକୁ ଇତି ମଧ୍ୟରେ ଏକ ହଜାର କୋଟି ଟଙ୍କା ବ୍ୟୟରେ ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କା…
Read More...

ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

ମାଲକାନଗିରି,୦୯/୦୩(ପିପିଟି) : କୁଡୁମୁଲୁଗୁମ୍ମା ସ୍ଥିତ ସୋମନାଥପୁର ପଞ୍ଚାୟତର କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା…
Read More...