କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟସାମଗ୍ରୀ ବଣ୍ଟନ କଲେ ଯୁବଛାତ୍ର ନୀଳାମ୍ବର ।

ସୁବର୍ଣ୍ଣପୁର ,୦୫/୧୦(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଯୁବଛାତ୍ର ତଥା ସମାଜ ସେବୀ ନୀଳାମ୍ବର ଦାଶ ଙ୍କ ଦ୍ଵାରା ବିଦ୍ୟାଳୟ ରେ ପଢୁଥିବା ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟସାମଗ୍ରୀ ବଣ୍ଟନ କରିଥିବା…
Read More...

ବିରଞ୍ଚିପୁର ଓ ବି.ବ୍ରହ୍ମପୁର ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ।

ବୁଗୁଡା,୦୫/୧୦(ପିପିଟି): ବୁଗୁଡ଼ା ବ୍ଲକ୍ ବିରଞ୍ଚିପୁର ଓ ବି.ବ୍ରହ୍ମପୁର ଗ୍ରାମ ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୋଲସରା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ଜନ ସମ୍ପର୍କ ପଦଯାତ୍ରା ରେ…
Read More...

ଯାଜପୁର ଠାରେ ଆଗାମୀ କାଳୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ।

ଯାଜପୁର,୦୫/୧୦(ପିପିଟି): କାଳୀପୂଜା ଯାଜପୁର ଜିଲ୍ଲାରେ ଏକ ଗଣପର୍ବ ହୋଇଥିବାରୁ ତାହାକୁ ଶାନ୍ତି ଶୃଙ୍ଖଳା ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ…
Read More...

ନବରାତ୍ରିର ତୃତୀୟ ଦିବସରେ ଆଜି ମାଁ ଭଗବତୀଙ୍କ ଚନ୍ଦ୍ରଘଣ୍ଟା ବେଶ ଏବଂ ମାଁ ସୁରେଶ୍ୱରୀଙ୍କ ତ୍ରିପୁରା ସୁନ୍ଦରୀ ବା…

ସୁବର୍ଣ୍ଣପୁର ,୦୫/୧୦(ପିପିଟି):ଅଷ୍ଟଚଣ୍ଡୀ ଙ୍କ ପୀଠ ସୁବର୍ଣ୍ଣପୁର ରେ ଏବେ ସମସ୍ତ ଦେବୀପୀଠରେ ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ହେବାସହ ଏବେ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ।ସେହି କ୍ରମରେ ଆଜି ମାଁ ଭଗବତୀ…
Read More...

କିସିଣ୍ଡା ବନାଞ୍ଚଳ ସ୍ତରୀୟ ବିଶ୍ବ ବନ୍ୟ ପ୍ରାଣୀ ସପ୍ତାହ ।

ନାକଟିଦେଉଳ,୦୫/୧୦: ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ଜିଲ୍ଲା ଖଳାଶୁଣି ବନ୍ୟ ପ୍ରାଣୀ ଅଭୟାରଣ୍ୟ ବାମରା ବନ୍ୟପ୍ରାଣୀ ବନଖଣ୍ଡ କିସିଣ୍ଡା ରେଞ୍ଜ ପକ୍ଷରୁ ଶନିବାର ଦିନ…
Read More...

ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ମାନବିକତା ଆଗରେ ହାରିଗଲା ରାଜନୀତି ।

ଯାଜପୁର,୦୫/୧୦(ପିପିଟି): ଇଂ ପ୍ରୀତିରଞ୍ଜନ ଘଡାଇ । ଶ୍ରଦ୍ଧା ନାମ ଡ୍ୟାନି । ପ୍ରୀତିରଞ୍ଜନ ଅପେକ୍ଷା ଡ୍ୟାନି ଭାବେ ସାରା ରାଜ୍ୟରେ ଖୁବ ପରିଚିତ । ରାଜ୍ୟର ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ…
Read More...

ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ।

ଭଞ୍ଜନଗର, ୦୫/୧୦(ପିପିଟି): ଆଜିକାଲି ସମସ୍ତେ ନିଜ ଜନ୍ମଦିନକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିବା ସହ ଅଧିକ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।ସେହିପରି ରକ୍ତ ଅଭାବ କୁ ଦୂରୀକରଣ…
Read More...

ବନ୍ଦେ ଭାରତ ଟ୍ରନ ଉପରକୁ ଟେକା ମାଡ଼ ।

ଅମର୍ଦ୍ଦାରୋଡ଼,୦୪/୧୦: ଦକ୍ଷିଣ ପୂର୍ବ ରେଳପଥର ଜଳେଶ୍ବର-ଅମର୍ଦ୍ଦାରୋଡ଼ ରେଳଷ୍ଟେସନ ମଧ୍ୟବର୍ତ୍ତୀ ପାଞ୍ଚବାଟିଆ ରେଳଫାଟକ ନିକଟରେ ପୁରୀ ହାଓ୍ବଡ଼ା ଯାଉଥିବା ପୁରୀ ହାଓ୍ବଡ଼ା ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଟେକା ମାଡ଼ ହୋଇଛି।…
Read More...