ବିଦ୍ୟାଳୟ ସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ।

ବୋଲଗଡ଼,୧୦/୦୪ (ପିପିଟି): ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମ୍ପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ବିଦ୍ୟାଳୟ ସ୍ତରୀୟ…
Read More...

ଲେହେଡି ଗାଁରେ ମାଁ ନାରାୟଣୀ ଙ୍କ ସ୍ତମ୍ଭ ପ୍ରତିଷ୍ଠା ଉତ୍ସବ ।

ସୁବର୍ଣ୍ଣପୁର ,୧୦/୦୪(ପିପିଟି): ସୁବର୍ଣ୍ଣପୁର ଜିଲ୍ଲାରେ ଚୈତ୍ର ମାସରେ ଶକ୍ତି ଆରାଧନା କାହିଁ କେତେ ପୁରୁଣା।ପ୍ରାୟ ସପ୍ତମ ଅଷ୍ଟମ ଶତାବ୍ଦୀରୁ ଆରମ୍ଭ କରି ଆଜିଯାଏଁ ଆଶ୍ୱିନ ଓ ଚୈତ୍ର ମାସରେ ଶକ୍ତି ଆରାଧନା କରାଯାଏ।ତେବେ…
Read More...

***ସମର୍ପଣ***

ମୁଁ ତଡାଗର କଇଁ ଆକାଶକୁ ଚାହିଁ ତୁମେ ଆସବ କି ନାହିଁ ସମର୍ପିଛି ଦେହ ମନ ଏକ ହେବା ପାଇଁ...!! ତୁମେ ଆସିବ ବୋଲି ଚାହେଁ ପାଖୁଡ଼ା ମେଲି ସଜାଏ ମୋ ତନୁ ଶ୍ରୀ ପ୍ରତି ନିଶି ଆଗମନେ ହୃଦୟ ଖୋଲି....!! ତୁମେ ନୀଳ ନଭେ…
Read More...

ଜାଗୁଳେଇଙ୍କ ପୀଠରେ ଆରମ୍ଭ ହେଲା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ।

ଖୋର୍ଦ୍ଧା,୧୦/୦୪(ପିପିଟି):ଜଟଣୀ ପୌର ପରିଷଦ ଅଧିନ କୁଦିଆରି ର ଗ୍ରାମଦେବୀ ମା' ଜାଗୁଳାଇଙ୍କ ପୀଠରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ। ମଙ୍ଗଳବାର ସକାଳୁ ମାନସିକ ବ୍ରତଧାରୀ ମହିଳା…
Read More...

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୧୦/୦୪(ପିପିଟି):ଗତକାଲି ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିର କୁ ସୁବର୍ଣ୍ଣପୁର ଏସପି ଶ୍ରୀ ୟସ୍ ପ୍ରତାପ…
Read More...

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ, ମେ ୨୨ ରୁ ରବି ଧାନ କ୍ରୟ ଆରମ୍ଭ ।

ସୁବର୍ଣ୍ଣପୁର ,୧୦/୦୪(ପିପିଟି): ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଙ୍କ…
Read More...

ଗାଙ୍ଗପୁର ବନାଞ୍ଚଳରେ ରଥ କାଠ ଚିହ୍ନଟ ।

ବେଲଗୁଣ୍ଠା, ୦୯/୦୪(ପିପିଟି):ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ତଥା କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ବନାଞ୍ଚଳବାସୀଙ୍କ…
Read More...

“ଉଠ ଓଡ଼ିଆ” ସଙ୍ଗଠନ ପକ୍ଷରୁ ଓଡ଼ିଶା କୁ ସ୍ୱାବଲମ୍ବୀ ଓ ସମୃଦ୍ଧ କରିବା ଲକ୍ଷ୍ୟ ନେଇ ସାମ୍ବାଦିକ…

ଖୋର୍ଦ୍ଧା,୦୯/୦୪(ପିପିଟି): ଉଠ ଓଡ଼ିଆ ସଙ୍ଗଠନ ତରଫରୁ ପ୍ରଗତି ନର୍ସିଂ ହୋମ ୨ୟ ମହଲା ରେ ଏକ ସାମ୍ବାଦିକ ସମ୍ମିଳନୀର କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଓଡିଆ ଅସ୍ମିତାକୁ ପୁନଃ ପ୍ରତିଷ୍ଠା କରି…
Read More...

୩୮ କିଲୋ ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ ।

ମାଲକାନଗିରି,୦୮/୦୪(ପିପିଟି) :ଆଜି ଓର୍କେଲ ପୋଲିସ ସଦଳ ବଳେ ପେଟ୍ରୋଲଂ କରୁଥିବା ବେଳେ ଚିତ୍ରକୋଣ୍ଡା ଛକ ନିକଟରେ ଠିଆ ହୋଇଥିବା ସନ୍ଦିଗ୍ଧ ତିନି ଜଣ ବ୍ୟକ୍ତି ପୋଲିସ ଦେଖି ଧାଇଁବାକୁ ଉଦ୍ଯମ କରିଥିଲେ। ପୋଲିସ ସୋମାନଙ୍କୁ…
Read More...

ମୋ ସ୍କୁଲ ଟଙ୍କା ହଡପ ଅଭିଯୋଗରେ ସୋରଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ ।

ବ୍ରହ୍ମପୁର, ୦୮/୦୪ (ପିପିଟି ) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡା ବ୍ଳକ୍,ସୋରଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ "ମୋ ସ୍କୁଲ" ଟଙ୍କା ହଡପ କରି ହେରଫେର କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଗଞ୍ଜାମ…
Read More...