ଉଲୁଣ୍ଡା ବ୍ଲକ ଜିଲ୍ଲା ପରିଷଦ ୨ ନମ୍ୱର ଜୋନ ରେ ବିଜେଡ଼ିର ବିଶାଳ ସମାବେଶ, ଯୋଗ ଦେଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ ।

ସୁବର୍ଣ୍ଣପୁର ,୨୨/୦୪(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଲୁଣ୍ଡା ବ୍ଲକର ଜିଲ୍ଲା ପରିଷଦ ୨ ନମ୍ୱର୍ ଜୋନ ର ତିକୁଡ଼ା ଗ୍ରାମ ଝରିଆ ଠାରେ ବିଜୁ ଜନତା ଦଳର ର ନେତା ଓ…
Read More...

ମୌଳିକ ସୁବିଧାରୁ ବଞ୍ଚିତ ଡଡିଗୁଡା ବାସିନ୍ଦା ,ଭୋଟ ବର୍ଜନ ପାଇଁ ଚେତାବନୀ ।

ମାଲକାନଗିରି ,୨୨/୦୪(ପିପିଟି) :ଗାଁ କୁ ରାସ୍ତା ନାହିଁ। ପାନୀୟ ଜଳର ସୁବ୍ୟବସ୍ଥା ନାହିଁ। ହାତକୁ କାମ ନାହିଁ। ଆଉ ବିଦ୍ୟାଳୟରେ ପାଚେରୀ ନାହିଁ। ନାହିଁ ନାହିଁ ର ଆଦିବାସୀ ଗାଁ ଡଡିଗୁଡା । କହିବାକୁ ଗଲେ ନିର୍ବାଚନ ଆସୁଛି…
Read More...

ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ସଂମପୁର ରେ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ।

ବୋଲଗଡ଼,୨୨/୦୪(ପିପିଟି): ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଙ୍କ ତିରୋଧାନ ତଥା ଆନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ବୋଲଗଡ଼ ଶିକ୍ଷା ବ୍ଲକ ଅଧିନସ୍ଥ ସଂମପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ…
Read More...

ବିଶ୍ବ ଭାରତୀ ଚିନ୍ତନ ଶିକ୍ଷା ନିକେତନ ବିଦ୍ୟାଳୟର ୧୪ ତମ ପ୍ରତିଷ୍ଠା ଦିବସ ପାଳିତ ।

ସୁବର୍ଣ୍ଣପୁର ,୨୧/୦୪(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଳକ ପିପିଲିପାଲି ସ୍ଥିତ ବିଶ୍ଵ ଭାରତୀ ଚିନ୍ତନ ଶିକ୍ଷା ନିକେତନ ର ୧୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସୋନପୁର ଜିଲ୍ଲାର ପ୍ରଥମ…
Read More...

କବି ଆର୍ତତ୍ରାଣ ବାବୁଙ୍କ ଲିଖିତ “ସୁବର୍ଣ୍ଣ ଐତିହ୍ୟ” ଏବଂ “ସୁବର୍ଣ୍ଣ ସମ୍ଭାର” ପୁସ୍ତକ…

ସୁବର୍ଣ୍ଣପୁର ,୨୧/୦୪(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀ ଗୋପାଳଜୀ ଯୋଗାଶ୍ରମ ଠାରେ କବି ଆର୍ତ୍ତତ୍ରlଣ ବାବୁ ଙ୍କ ଲିଖିତ ଦୁଇଟି ପୁସ୍ତକ 'ସୁବର୍ଣ୍ଣ ଐତିହ୍ୟ' ଓ 'ସୁବର୍ଣ୍ଣ ସମ୍ଭାର' ର ସମୀକ୍ଷା ଓ ଲୋକାର୍ପଣ ଉତ୍ସବ…
Read More...

ବେଲଗୁଣ୍ଠା ଅସହ୍ୟ ଗୁଳି ଗୁଳୀ ସାଙ୍ଗକୁ ପାୱାର କଟ ।

ବେଲଗୁଣ୍ଠା,୨୧/୦୪(ପିପିଟି):ବେଲଗୁଣ୍ଠା ସହର ରେ ତାପ ମାତ୍ରା ଦିନକୁ ଦିନ ବଢି ଚାଲିଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀ ରେ ପହଞ୍ଚି ଥିଲା। ସକାଳ 8 ଟା ରୁ ଗୁଳୁ ଗୁଳି ସାଙ୍ଗକୁ ଝାଞ୍ଜି ପବନ ମାଡ ମଧ୍ୟ ଜନ…
Read More...

ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଶକ୍ତି ପଦର୍ଶନ କଲା କଂଗ୍ରେସ।

ବୋଲଗଡ଼,୨୧/୦୪(ପିପିଟି): ଆଗାମୀ ସାଧାରଣ ନିର୍ବାଚନ ପାଇଁ ବେଗୁନିଆ- ୧୧୬ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ତାର ସେନାପତି ଚୟନ କରିସାରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ପୁତ୍ର…
Read More...

ନିମ୍ନମାନର ସାମଗ୍ରୀରେ ଚାଲିଛି ରାସ୍ତା ନିର୍ମାଣ ।

ମାଲକାନଗିରି ,୨୧/୦୪(ପିପିଟି) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତର ପୋଲୁର ଭଳି ଦୁର୍ଗମ ଗ୍ରାମାଞ୍ଚଳକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସରକାରଙ୍କ ବିକାଶ ମୁଖୀ ଯୋଜନାରେ ସାମିଲ୍…
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀ ଜୟନ୍ତୀ ପାଳିତ ।

ମାଲକାନଗିରି ,୨୧/୦୪ପିପିଟି):ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ପାଳିତ…
Read More...

ବିଜେଡି ଉପଦେଷ୍ଟାଙ୍କ ନିଳମ୍ବିନ ଆଦେଶ ପ୍ରତ୍ୟାହୃତ ।

ମାଲକାନଗିରି,୨୧/୦୪(ପିପିଟି) : ମାଲକାନଗିରି ଜିଲ୍ଲା ବିଜେଡ଼ି ଉପଦେଷ୍ଟା କେଶବ ଚନ୍ଦ୍ର ନାୟକଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହୃତ କରାଯାଇଛି। ମାଲକାନଗିରି ଜିଲ୍ଲା ବିଜେଡ଼ି ସଭାପତି ମାନସ ମାଡକାମୀ ଶ୍ରୀ ନାୟକଙ୍କ ନିଳମ୍ବନ…
Read More...