ପୋଲସରା ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ।

ପୋଲସରା,୨୯/୦୪(ପିପିଟି):ପୋଲସରା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପୋଲସରା ଏନ୍.ଏ.ସି ଓ ବ୍ଲକ୍ ସ୍ତରୀୟ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୋଲସରା ଏନ୍.ଏ.ସି ପୂର୍ବତନ ଉପାଧ୍ୟକ୍ଷ ନିବାସୀ ପରିଡ଼ା ଏବଂ…
Read More...

ଗୋପାଳପୁର ବିଧାନସଭା ନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ ମଇଦାନରେ ।

ବ୍ରହ୍ମପୁର,୨୯/୦୪(ପିପିଟି):ଗୋପାଳପୁର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ଯାହାର ଶେଷ ହେବା ପରେ ନିର୍ବାଚନ ମଇଦାନରେ ୧୦ ପ୍ରାର୍ଥୀ ରହିଛନ୍ତି। ପି.ନୀଳକଣ୍ଠ ରେଡୀ ଆପ୍,ବିକ୍ରମ କୁମାର ପଣ୍ଡା ବିଜେଡି, ଶ୍ଯାମ…
Read More...

ଦିଗପହଣ୍ଡି ବିଧାନସଭା ନିର୍ବାଚନ ପାଇଁ ୧୩ ଜଣ ପ୍ରାର୍ଥୀ ମଇଦାନରେ ।

ବ୍ରହ୍ମପୁର,୨୯/୦୪(ପିପିଟି): ଦିଗପହଣ୍ଡି ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ଯାହାର ଶେଷ ହେବା ପରେ ନିର୍ବାଚନ ମଇଦାନରେ ୧୩ ପ୍ରାର୍ଥୀ ରହିଛନ୍ତି। ନୀଳମାଧବ ମିଶ୍ର ବିଏସପି, ପି.ମନୋଜ କୁମାର ଆପ୍,ବିପ୍ଳବ ପାତ୍ର…
Read More...

ଚାରି ଗିରଫ,୫୨୫ କିଲୋ ଗଞ୍ଜେଇ ଜବତ ।

ମାଲକାନଗିରି ,୨୯/୦୪(ପିପିଟି) :ଓର୍କେଲ ପୋଲିସ ଦ୍ବାରା ୪ ଜଣ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ ହୋଇ ଥିବା ବେଳେ ସେମାନଙ୍କ ନିକଟରୁ ୫୨୫ କିଲୋ ଗଞ୍ଜେଇ ଜବତ ହୋଇଛି। ଚିତ୍ରକୋଣ୍ଡା ଅଞ୍ଚଳରୁ ସିରିପାଲ୍ଲୀ ଘାଟି ଦେଇ ଏକ ଅଟୋ…
Read More...

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି, ସେଥିପାଇଁ ସବୁ ଯୋଜନା ଏଠାରୁ ହିଁ ଶୁଭାରମ୍ଭ କରନ୍ତି -ପାଣ୍ତିଆନ ।

ମାଲକାନଗିରି ,୨୯/୦୪(ପିପିଟି) :ଆଜି ମାଲକାନଗିରି ଜିଲ୍ଲାରେ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ମାଲକାନଗିରି କାଲିମେଳାରୁ ଆଜିର ପ୍ରଚାର ଆରମ୍ଭ କରି ବିଜେଡିକୁ ଅଧିକ ସଶକ୍ତ କରି ବିକାଶର…
Read More...

ମା’ ବ୍ରାହ୍ମଣ ଦେବୀ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ।

ଭଞ୍ଜନଗର, ୨୯/୦୪(ପିପିଟି) : ଭଞ୍ଜନଗର ଭେଜିପୁଟ ଠାରେ ମା' ବ୍ରାହ୍ମଣ ଦେବୀ ଠାକୁରାଣୀ ଯାତ୍ରା ନିମନ୍ତେ ଆଜି ବଡଦାଣ୍ଡ ଠାରେ ରୀତିନୀତି ଅନୁସାରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି।ପ୍ରତି ୩ବର୍ଷରେ ଅନୁଷ୍ଠିତ ହେଉଥିବା…
Read More...

***ନିରବ ଝଡ଼***

ଓଠ ସିନା ଗୋରୀ କହେ ନାହିଁ କଥା ନିରବ ନିଶବ୍ଦ ଭାବ.... ମନଟା ତୁମକୁ ମରୁଥାଏ ଝୁରି ନିରବେ କଲ୍ଲୋଳ ରାବ...!! ତୁମକୁ ଦେଖିଲା ପରେ ହୃଦୟରେ ବହୁଛି ନିରବ ଝଡ଼.... ତୁମେ ଯଦି ଗୋରୀ ହସି ଦେବ ଚାହିଁ ଫୁଟି ଯିବ ଫୁଲ…
Read More...

ଜୋରଦାର ଲଢେଇ ହେବ ବିଜେଡି ଓ କଂଗ୍ରେସ ମଧ୍ୟରେ।

ବୋଲଗଡ଼,୨୭/୦୪(ପିପିଟି):ଦିର୍ଘଦିନର ପ୍ରତୀକ୍ଷାପରେ ଅନ୍ତ ଘଟିଛି ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେଡିର ପ୍ରାର୍ଥୀ ଘୋଷଣା । ଶନିବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ…
Read More...

ମାଲକାନଗିରି ବିଜେପିର ସାମ୍ବାଦିଳ ସମ୍ମିଳନୀ ।

ମାଲକାନାଗିରି ,୨୭/୦୪(ପିପିଟି) :ମାଲକାନଗିରି ବିଜେପିର ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ ଯୋଗ ଦେଇ ପୂର୍ବତନ ସାଂସଦ ବଳଭଦ୍ର ମାଝୀ କହିଲେ ଯେ,୨୫ ବର୍ଷ ଶାସନ କାଳରେ ବିଜେଡି ସରକାର ଲୋକଙ୍କୁ କେବଳ…
Read More...

***ସରିନି ପ୍ରେମ***

ଫୁଲ ହସେ କି ନାହିଁ ଜଣା ନାହିଁ ଫୁଟି ଗଲେ ହସ ହସ ଲାଗେ ଫୁଲ ଡାକେ କି ନ ଡାକେ ଜଣା ନାହିଁ ଭଅଁର ଆପେ ଆପେ ଆସେ ଏମିତି ନିରବରେ ପ୍ରେମ ଚାଲିଛି ପରସ୍ପର ନା ଅଛି ଆପତ୍ତି ନା ଅଭିଯୋଗ....!! ମଣିଷର ପ୍ରେମ ବ୍ୟତିକ୍ରମ…
Read More...