ନୌବାଣିଜ୍ୟ ପରମ୍ପରା,ପରିବାର ସଂମ୍ପର୍କ ଉତ୍କଳ ଇତିହାସର ବାର୍ତ୍ତା ପ୍ରଚାର କରେ ଖୁଦୁରୁକୁଣୀ ଓଷା।
ବୋଲଗଡ଼,୧୫/୦୯(ପିପିଟି): ଖୁଦୁରଙ୍କୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା। ବିଭିନ୍ନ ସ୍ଥାନରେ ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବରେ ମଧ୍ୟ ପରିଚିତ,ଭାଇ ଓ ଭଉଣିର ସମ୍ପର୍କକୁ ମନେ ପକାଇବା ପାଇଁ ଏହି ଓଷା ପାଳନ…
Read More...
Read More...