ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ବୃକ୍ଷ ରୋପଣ ଅନୁଷ୍ଟିତ ।

ଜି ଉଦୟଗିରି,୨୫/୦୯ :ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ସମ୍ପଦ କେନ୍ଦ୍ର ନିକଟରେ କରାଗଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ…
Read More...

୧୦ ଦଫା ଦାବୀ ନେଇ ନର୍ସୀଂ କର୍ମଚାରୀଙ୍କ ଧର୍ମଘଟ ।

ଜି.ଉଦୟଗିରି,୨୫/୦୯: ୧୦ ଦଫା ଦାବୀ ନେଇ ଓଡିଶା ନର୍ସୀଂ କର୍ମଚାରୀ ସଂଘର ଆହ୍ବାନକ୍ରମେ ରାଜ୍ୟରେ ନର୍ସୀଂ କର୍ମଚାରୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧର୍ମଘଟରେ ବସିଥିବା ବେଳେ ବୁଧବାର ଦିନ ଜି.ଉଦୟଗିରି ଗୋଷ୍ଟୀ…
Read More...

ଡାକ୍ତର ବିନା ଡାକ୍ତରଖାନା,ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ରୋଗୀ ସେବା ।

ଯାଜପୁର,୨୫/୦୯(ପିପିଟି): ଡାକ୍ତର ବିନା ଡାକ୍ତରଖାନା । କଥା ଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ପୁରା ସତ। ଏଠାରେ ଫର୍ମାସିଷ୍ଟଙ୍କ ଭରସାରେ ଚାଲିଛି ରୋଗୀ ସେବା । ମୋଟ ତିନି ଜଣ କର୍ମଚାରଙ୍କୁ ନେଇ ଚାଲିଛି ସ୍ୱାସ୍ଥ୍ୟ…
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ବନ୍ଧୀୟ ସଚେତନତା ସଭା ।

ଯାଜପୁର,୨୫/୦୯(ପିପିଟି): ଜିଲ୍ଲା ଓ ଦୈରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶୀ୍ରଯୁକ୍ତ ଅମୃତ ରଂଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ବନ୍ଧୀୟ ଏକ ଆଇନ ସଚେତନତା ସଭା ଯାଜପୁର…
Read More...

ଅଜଣା ଗାଡି ଧକ୍କାରେ ଭାଲୁର ମୃତ୍ୟୁ ।

ସମ୍ବଲପୁର,୨୫/୦୯:ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବିନ୍ଧପୁର -ଅଙ୍ଗାବିରା ରାସ୍ତାରୁ ବୁଧୁବାର ସକାଳୁ ଏକ ଭାଲୁର ମୃତ ଦେହ ଉଦ୍ଧାର କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ…
Read More...

୧୬ ନମ୍ବର ଜାତୀୟ ରାଜପଥରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ।

ଯାଜପୁର,୨୫/୦୯(ପିପିଟି): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ସକାଳେ ଜାରକା ନିକଟ କୁମାରୀ ପଞ୍ଚାୟତ ଦେଉଳି ଗାଁ ସମ୍ମୁଖ ୧୬ନମ୍ବର ଜାତୀୟ ରାଜପଥରେ ଯୁବକଙ୍କ…
Read More...

ପାର୍ବଣ ଋତୁ ଆରମ୍ଭ ସହର ଉତ୍ସବମୁଖର।

ବ୍ରହ୍ମପୁର,୨୫/୦୯(ପିପିଟି); ପାର୍ବଣ ଋତୁର ଆଗମନ ପାଇଁ ବ୍ରହ୍ମପୁର ସହର ଉତ୍ସବମୁଖର ହୋଇ ଉଠିବ । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜିପୁର, ପୁରୁଣା ବସଷ୍ଟାଣ୍ଡ,ହିଲପାଟଣା,…
Read More...