ବଡ଼ ବଡୁଆ ଅନ୍ଧାରରେ ଆସି ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ି ଆମ୍ଭମାନଙ୍କୁ ଅମୃତ ଦୃଷ୍ଟିରେ ଚାହିଁଥା”।
ବୋଲଗଡ଼,୨୦/୧୦(ପିପିଟି):ପ୍ରତେକ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଆଲୋକରପର୍ବ ଦୀପାବଳି ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଉଛି।ଏହି ଆଲୋକର ପର୍ବ ପ୍ରତ୍ୟେକ ଓଡ଼ିଆଜାତି ଉଦ୍ଦୀପନାର ସହିତ ପାଳନ…
Read More...
Read More...