ଶ୍ରମିକ ବିରୋଧି ୪ ଶ୍ରମ ସଂହିତାକୁ ବାତିଲ କରିବା ଓ ସର୍ବନିମ୍ନ ମଜୁରି ମାସିକ ୨୬,୦୦୦ ଟଙ୍କା ପାଇଁ ଆଇଏଫଟିୟୁର ଦାବୀ ।
ବ୍ରହ୍ମପୁର,୩୦/୦୯(ପିପିଟି): କେନ୍ଦ୍ର ସରକାର ଦେଶୀ ବିଦେଶୀ କର୍ପୋରେଟମାନଙ୍କ ସ୍ଵାର୍ଥରେ ଶ୍ରମିକମାନଙ୍କ ପାଇଁ ରହିଥିବା ୪୪ ଟି ଶ୍ରମ ଆଇନକୁ ଉଚ୍ଛେଦ କରି ଚାରୋଟି ଶ୍ରମ ସଂହିତା ଆଣିବାର ଇତି ମଧ୍ୟରେ ଚାରି ବର୍ଷ ପୁରିଛି ।…
Read More...
Read More...