ବେଆଇନ କୋଇଲା ଗାଡିକୁ ଧରି ପୋଲିସ ଜିମା ଦେଲେ ଲୋକେ ।

ସିମୁଳିଆ,୧୧/୧୦:ଧାମରା-ଭଦ୍ରକ ରେଳ ଲାଇନରେ ଚଳନ୍ତା ଟ୍ରେନରୁ କୋଇଲା ଚୋରୀ ହୋଇ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଣ୍ଡିମାନ ଖୋଲାଯାଇ ଚୋରା ବିକ୍ରି ଚାଲିଛି । କୋଇଲା ମାଫିଆଙ୍କ ଚ୍ୟାଲେଞ୍ଜ ଓ କିଛି ଅସାଧୁ…
Read More...

ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ।

ବୁଗୁଡା,୧୧/୧୦(ପିପିଟି):ବୁଗୁଡ଼ା ବ୍ଲକ୍ ଗୋଲିଆ ଗ୍ରାମର ରମେଶ ଜେନା ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୋଲସରା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା…
Read More...

ବେଲଗୁଣ୍ଠାରେ ଧୂମଧାମରେ ଚାଲିଛି ଦୂର୍ଗାପୂଜା ।

ବେଲଗୁଣ୍ଠା,୧୧/୧୦(ପିପିଟି):ଆରମ୍ଭ ହୋଇଛି ଜଗଜ୍ଜନନୀ ମାଆ ଦୁର୍ଗାଙ୍କର ଦଶହରା ଉତ୍ସବ । ପୀଠ ଗୁଡିକରେ ମହାଷ୍ଟମୀ ପୂଜା ସରିଥିବା ବେଳେ ମୃଣ୍ମୟୀ ଦେବୀଙ୍କର ମହାସପ୍ତମୀ ପୂଜା ସରିଛି । ଏହି ପ୍ରରିପ୍ରେକ୍ଷୀ ବେଲଗୁଣ୍ଠା…
Read More...

ପୂର୍ବତନ ବିଧାୟକଙ୍କ ସ୍ମୃତିରେ ପୋଲସରା ନାଗରିକ ମଞ୍ଚ ତରଫରୁ ଶୋକସଭା ।

ପୋଲସରା ,୧୧/୧୦(ପିପିଟି) :ଗତ 10 ତାରିଖ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ସ୍ଵର୍ଗାରୋହଣ କରିଥିଲେ ।ତାଙ୍କର ସ୍ମୃତି ରେ ପୋଲସରା ନାଗରିକ ମଞ୍ଚ…
Read More...

ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଶ୍ରଦ୍ଧାଞ୍ଜଳୀ।

ପୋଲସରା,୧୧/୧୦(ପିପିଟି):ପୋଲସରା ପୂର୍ବତନ ବିଧାୟକ ସ୍ଵର୍ଗତ ନିରଞ୍ଜନ ପ୍ରଧାନଙ୍କ ଅକାଳ ବିୟୋଗ ଅନ୍ତିମ ଯାତ୍ରାରେ ପୋଲସରା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ସ୍ଵର୍ଗତ ପ୍ରଧାନଙ୍କ ମର ଶରୀର ଉପରେ ପୁଷ୍ପମାଲ୍ୟ…
Read More...

୨ମାଙ୍କିଡ଼ିଆଙ୍କୁ ଗୋଡ଼ାଇ କାମୁଡ଼ିଲା ଭାଲୁ ।

ବାଲେଶ୍ୱର,୧୦/୧୦ : ବାଲେଶ୍ୱର ଜିଲା, ନୀଳଗିରି ବ୍ଲକ ଛତ୍ରପୁର ପଞ୍ଚାୟତ ଅଧୀନ ମାଙ୍କିଡ଼ିଆସାହିର ୪ଜଣ ମାଙ୍କିଡ଼ିଆ ଛତୁ ତୋଳିବାକୁ କୁଲଡିହା ଜଙ୍ଗଲ ଭିତରକୁ ପଶିଥିଲେ । ସେଠାରେ ଲୁଚି ରହିଥିବା ଏକ ଭାଲୁ ତାଙ୍କୁ ଅଚାନକ…
Read More...

ଜବାନ ହରିଶ ବାରିକଙ୍କ ହୃଦଘାତରେ ମୃତ୍ଯୁ,ଲୁହରେ ଭିଜିଲା କେଶଦୁରାପାଳ ମାଟି ।

କେଶଦୁରାପାଳ,୧୦/୧୦:କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ କେଶଦୁରାପାଳ ଗ୍ରାମର ହରିଶ୍ ବାରିକ୍ ନାସିକ ଠାରେ ଜବାନ ରୂପେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଯାଇଛନ୍ତି । ସୂଚନାରୁ ପ୍ରକାଶ ବୁଧବାର ଦିନ ହରିଶ୍…
Read More...