ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନାଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୦୪/୧୧(ପିପିଟି) : ସୁବର୍ଣ୍ଣପୂର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ। ଠାରେ ଜଙ୍ଗଲ ଓ ପରିବେଶ ବିଭାଗ ଆହ୍ୱାନ ରେ ଇକୋ କ୍ଲବ ତରଫରୁ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର…
Read More...

ବୋଲେରୋ ଧକ୍କାରେ ବୃଦ୍ଧ ଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ।

ସୁବର୍ଣ୍ଣପୁର ,୦୪/୧୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ‌ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ବୁଲାଣି ରାସ୍ତାରେ ରବିବାର ସକାଳୁ ଏକ ବୋଲେରୋ ଗାଡ଼ି ଧକ୍କା ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି…
Read More...

ସୁବର୍ଣ୍ଣ ସମ୍ବଳ ମହୋତ୍ସବରେ ବଲାଙ୍ଗୀର ତହଁକ କୁଟୁମ୍‌ର କୋସଲି କବିତା ଆସର।

ସୁବର୍ଣ୍ଣପୁର ,୦୪/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଦେଉଳଝରି ସିଦ୍ଧେଶ୍ଵର ପୀଠ ଠାରେ ସୁବର୍ଣ୍ଣ ସମ୍ବଳ ମହୋତ୍ସବ ଅବସରରେ ତହଁକ କୁଟୁମ୍‌ ତରଫରୁ ଏକ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି ।…
Read More...

ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଉଛନ୍ତି : ବାମପନ୍ଥୀ ଦଳର ତଥ୍ୟାନୁସନ୍ଧାନ କମିଟିଘଟଣା ପାଇଁ ସରକାରୀ ଦାୟିତ୍ବହୀନତା…

ଭୁବନେଶ୍ୱର,୦୪/୧୧(ପିପିଟି): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅଜଣ ଚିକିତ୍ସିତ ହେଉଛନ୍ତି । ଲିଭର ସଂକ୍ରମିତ ହୋଇଥବବାରୁ ଦୁଇଜଣ…
Read More...

ତ୍ରିଧାରା ସାହିତ୍ୟ ସଂସଦର କବିତା ପାଠୋତ୍ସବ ଓ ବାର୍ଷିକ ଉତ୍ସବର ସଜବାଜ।

ବ୍ରହ୍ମପୁର,୦୪/୧୧(ପିପିଟି): ସ୍ଥାନୀୟ ଉତ୍କଳ ଆଶ୍ରମ ର ପାଠାଗାର ଗୃହରେ ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ଆୟୋଜିତ ମାସିକ ସାହିତ୍ୟ ଆସରରେ ଉମାଚରଣ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବରେ…
Read More...

ମିଳିଲାନି ଅନୁମତି, ବନ୍ଦ ହେଲା ରାବଣ ପୋଡ଼ି ମହୋତ୍ସବ ପୋଡ଼ିବା ପରିବର୍ତ୍ତେ ରାବଣକୁ ପୋତିଲେ ।

ଅମର୍ଦ୍ଦାରୋଡ଼,୦୪/୧୧: ବସ୍ତା ଥାନା, କୁଡିଆ ପଞ୍ଚାୟତ ଅନ୍ତର୍ଗତ ବେଲା ଗ୍ରାମରେ ଘଟିଥିବା ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମରେ ରାବଣ ପୋଡ଼ି ମହୋତ୍ସବ ହେବାର ଥିଲା। ଏଥ‌ି ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ସମସ୍ତେ…
Read More...

ମା’କାଳୀଙ୍କ ଆଶୀର୍ବାଦ ଲାଭ କଲେ ୨ବିଧାୟକ ।

ଭଞ୍ଜନଗର, ୦୩/୧୧(ପିପିଟି) : ଭଞ୍ଜନଗର ହାର୍ଟ ନଗର ଠାରେ ଘୁମୁସର ସମ୍ମିଳିତ ବନବିଭାଗ ତରଫରୁ ବେଶ ଆଡ଼ମ୍ବର ସହକାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା' ଶ୍ୟାମା କାଳୀଙ୍କ ପୂଜାର ଆୟୋଜନ କରାଯାଇଛି।ଏଠାରେ ମା'ଙ୍କର ସମସ୍ତ…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ହକି ପ୍ରତିଯୋଗିତା ।

ଯାଜପୁର,୦୩/୧୧(ପିପିଟି): ଯାଜପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋ ବର ୨୮ ତାରିଖ ରୁ ଆରମ୍ଭ ହୋଇ ନଭେମ୍ବର ୩ ତାରିଖରେ ସମାପ୍ତ ହୋଇଯାଇଛି। ଆଜି ଶେଷ ଦିବସରେ ସ୍ଥାନୀୟ ହକି ଷ୍ଟାଡିୟମ ଠାରେ…
Read More...

ମାଣ୍ଡିପଙ୍କା ଆମ୍ବ ଟାକୁଆ ଖାଇ ମୁତ୍ୟୁ ଘଟଣା,ସରକାରୀ ଦାଇତ୍ୱହୀନତାର ନଗ୍ନ ନମୁନା : ବାମପନ୍ଥୀ ଦଳ ପ୍ରତିନିଧି ମଣ୍ଡଳୀ…

କନ୍ଧମାଳ,୦୩/୧୧(ପିପିଟି):କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ର ଜାଉ ଖାଇ ଦୁଇ ଜଣ ମହିଳାଙ୍କର ମୃତ୍ଯୁ ହୋଇଥିବା ବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି । ଗତକାଲି ଠାରୁ ଅଲ ଇଣ୍ଡିଆ…
Read More...

ଲେମନଗ୍ରାସ ଚାଷରେ କୋଟି କୋଟି ଟଙ୍କାର ଦୁର୍ନୀତି ।

ମାଲକାନଗିରି,୦୩/୧୧(ପିପିଟି):ଆଦିବାସୀ ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ମାଲକାନଗିରି ଆଇଟିଡିଏ ସଂସ୍ଥା ତରଫରୁ ଲେମନ ଗ୍ରାସ୍ ଚାଷ ନାମରେ କୋଟି କୋଟି ଟଙ୍କା ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି।…
Read More...