ଅଧ୍ୟାପକ ଉଦ୍ଧବ ପଧାନଙ୍କୁ ଜାତୀୟସ୍ତରୀୟ ବିଲ୍ଡ ଭାରତ ଲିଡରସିର୍ପ ଆୱାର୍ଡ ।

ସୁବର୍ଣ୍ଣପୁର ,୧୨/୧୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କାଦୋଦର ସ୍ଥିତ ମାଁ ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆଇଟି ଅଧ୍ୟାପକ ତଥା ଯାଦୁଗର ଉଦ୍ଧବ ପଧାନ ଙ୍କୁ ବିଲ୍ଡ ଭାରତ ଲିଡର…
Read More...

ଜାତୀୟ ସ୍ତରୀୟ ଦୌଡ ପ୍ରତିଯୋଗୀତାକୁ ପ୍ରିତିମୟୀ ମନୋନୀତ ।

ସୁବର୍ଣ୍ଣପୁର ,୧୨/୧୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ଗ୍ରାମର ପ୍ରିତିମୟୀ ଭୁକ୍ତା ରାଜ୍ୟ ଦୌଡ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ହୋଇଛନ୍ତି। କେନ୍ଦୁଝର ଠାରେ…
Read More...

ଜିଲ୍ଲା ସ୍ତରୀୟ ବିଶ୍ଵ ନିମୋନିଆ ଦିବସ ପାଳିତ ।

ସୁବର୍ଣ୍ଣପୁର ,୧୨/୧୧(ପିପିଟି) : ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ସେମିନାର ହଲ ଠାରେ ବିଶ୍ଵ ନିମୋନିଆ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରଦୀପ…
Read More...

ବିଭିନ୍ନ ଦେବୀପୀଠରେ କଳାସୀ ଯାତ୍ରା ।

ସୁବର୍ଣ୍ଣପୁର ,୧୨/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ବିଭିନ୍ନ ଦେବୀପୀଠରେ କଳାସୀ ଯାତ୍ରା ବହୁ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ମଙ୍ଗଳା କୁଠି,କଳାସୀ କୁଠି,ରୁଢିଘର ଗୁଡିକରେ…
Read More...

ଗୋକର୍ଣ୍ଣେଶ୍ୱର ମନ୍ଦିର ଆକାଶଦୀପ ମହିମା ।

ଯାଜପୁର,୧୨/୧୧(ପିପିଟି):ଧର୍ମଶାଳା ବ୍ଲକର ପ୍ରାଚୀନ ଶୈବପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆବାହନ କାଳରୁ ଆକାଶ ଦୀପ ଉତ୍ତୋଳନ ପରମ୍ପରା ରହି ଆସିଛି । ଏହି…
Read More...

ବିଧାୟକଙ୍କ ଦ୍ଵାରା ବିଜେଡ଼ି ଡିଜିଟାଲ ସଭ୍ୟ ସଂଗ୍ରହ ପ୍ରଶିକ୍ଷଣ କର୍ମଶାଳା ଶିବିର ।

ଖୋର୍ଦ୍ଧା,୧୩/୧୧ (ପିପିଟି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତାଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅକ୍ଟୋବର ରୁ ଆରମ୍ଭ ହୋଇଥିବା ବିଜେଡିର ସ୍ବତନ୍ତ୍ର ଡିଜିଟାଲ ସଭ୍ୟ ସଂଗ୍ରହ କର୍ମଶାଳା ଖୋର୍ଦ୍ଧା…
Read More...

ଭଞ୍ଜନଗରରେ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ।

ଭଞ୍ଜନଗର, ୧୨/୧୧(ପିପିଟି) :ଭଞ୍ଜନଗର ବସ ଷ୍ଟାଣ୍ଡ ନିକଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ଠାରେ ଆଜି ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି।ଏହି ମେଳା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭଞ୍ଜନଗର…
Read More...

***ଅଜଣା ସଂପର୍କ***

ବର୍ଷା ଅବିଶ୍ରାନ୍ତ ଗତିରେ ଚାଲିଛି।ମାଲ୍ଯବନ୍ତ ପାହାଡରୁ ଜଳ ସ୍ରୋତ ପ୍ରଖର ଗତିରେ ପ୍ରବାହିତ ହେଉଛି। ପାହାଡରୁ ଶୁଖିଲା କାଠ ପତ୍ର ଭାସି ଆସୁଛି । ଏହି ସମୟରେ ଜଗା ହାତରେ ଛତା ଧରି ମାଲ୍ଯବନ୍ତ ପାହାଡ ପାଦ ଦେଶରେ ପହଞ୍ଚି…
Read More...

ଜୁନିୟର ରେଡ କ୍ରସ ପରାମର୍ଶ ଦାତା କର୍ମଶାଳା ଅନୁଷ୍ଠିତ।

ସୁବର୍ଣ୍ଣପୁର ,୧୧/୧୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ବିନିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବିନିକା ଓ ଡୁଙ୍ଗୁରିପାଲି ବ୍ଳକ ର ସମସ୍ତ ଜୁନିୟର ରେଡକ୍ରସ ପରାମର୍ଶ ଦାତାଙ୍କ କର୍ମଶାଳା ଅନୁଷ୍ଠିତ…
Read More...

ବୀରମହାରାଜପୁର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୧୧/୧୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ…
Read More...