ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ।

ଦୋବଲ,୩୦/୧୧: ଭଦ୍ରକ ଜିଲ୍ଲା ଧାମନଗର ବନାଞ୍ଚଳର ୨ଟି ସ୍ଥାନରେ ଚାଲିଥିବା ବେଆଇନ କରତ କଳ ଉପରେ ବନ ବିଭାଗ ଟାସ୍କ ଫୋର୍ସ ଚଢ଼ଉ କରିଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ଯର କାଠ…
Read More...

ତୋଷାଳୀ କ୍ଳବ୍ କୋଡିନେଟର ଙ୍କୁ ଦିବ୍ୟ ଉର୍ଜା ଯୋଗ ସେବା ସମିତି ପକ୍ଷରୁ ସମ୍ବର୍ଦ୍ଧନା ।

ସୁବର୍ଣ୍ଣପୁର ,୨୯/୧୧(ପିପିଟି) : ଡ଼ଃ ଶ୍ୟମା ପ୍ରସାଦ ମୁଖାର୍ଜୀ ପାର୍କ ଭୁବନେଶ୍ବର ଠାରେ ପ୍ରତିଷ୍ଠା ହୋଇଥିବା ତୋଷାଳୀ ୱାକର୍ସ କ୍ଲବ୍ ଭୁବନେଶ୍ବର ର କୋଡିନେଟର ଶ୍ରୀ ସୁରେଶ୍ୱର ପାଣିଗ୍ରାହୀ ଙ୍କୁ ଆଜି ଦିବ୍ୟ ଉର୍ଜା ଯୋଗ…
Read More...

ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୨୯/୧୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହlରାଜପୁର ବ୍ଲକ ସୁବଳୟା ଗ୍ରାମ ପଂଚାୟତ ସଭାଗୃହ ଠାରେ ରେଆର ସୋନପୁର ତରଫରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ସହାୟତା ରେ ଗ୍ରାମ ପଂଚାୟତ…
Read More...

ଦୁଇ ଲକ୍ଷ ପୁରସ୍କାର ରାଶି ଘୋଷିତ କ୍ୟାଡ଼ର ମହିଳା ମାଓବାଦୀ ଗିରଫ ।

ମାଲକାନଗିରି, ୨୯/୧୧(ପିପିଟି) :ଦୁଇ ଲକ୍ଷ ପୁରସ୍କାର ଘୋଷିତ ଛତିଶଗଡି କ୍ୟାଡ଼ର ମହିଳା ମାଓବାଦୀ ଆନ୍ତି ମାଡବି(୨୯) ଓରଫ ଲାକେକୁ ମାଲକାନଗିରି ଜିଲ୍ଲା ପୋଲିସ ଗିରଫ କରିଛି। ଏହି ମହିଳା କ୍ୟାଡ଼ର ମାଓବାଦୀ ଏମଭି -୭୯ ଥାନା…
Read More...

କୋରୁକୋଣ୍ଡା ଶୈବ ପୀଠରୁ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ।

ମାଲକାନଗିରି, ୨୯/୧୧(ପିପିଟି) :କୋରକୁଣ୍ଡା ସ୍ଥିତ ଜଳେଶ୍ବର ଶୈବ ପୀଠରୁ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ,…
Read More...

ସାନପଦର ଗ୍ରାମପଞ୍ଚାୟତରେ ହିତାଧିକାରୀଙ୍କୁ ନୂଆ ରାସନକାର୍ଡ ବଣ୍ଟନ।

ବୋଲଗଡ,୨୯/୧୧(ପିପିଟି): ବୋଲଗଡ ସ୍ଥିତ ସାନପଦର ଗ୍ରାମପଞ୍ଚାୟତରେ ଆଜି ଯୋଗ୍ୟହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଛି ।ପୂର୍ବରୁ ଇଶ୍ରମ କାର୍ଡ ପାଇଥିବା ହିତାଧିକାରୀମାନଙ୍କର ତାଲିକା ବ୍ଲକକୁ ଆସିଥିଲା । ସେହି…
Read More...

ବ୍ୟାସନଗର ସହରରେ ସବ୍‌-ଡିଭିଜନ୍ ପ୍ରତିଷ୍ଠା ପାଇଁ ବିଧାନସଭାରେ ଉପସ୍ଥାପନ କଲେ କୋରେଇ ବିଧାୟକ ଆକାଶ ଦାସନାୟକ ।

ଯାଜପୁର,୨୯/୧୧(ପିପିଟି): ଆଜି ବିଧାନସଭାରେ କୋରେଇର ମାନ୍ୟବର ବିଧାୟକ ଆକାଶ ଦାସନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂପର୍କରେ ମାନ୍ୟବର ବାଚସ୍ପତି ମହୋଦୟାଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ଜିଲ୍ଲା ଗଠନକୁ ଅନେକ…
Read More...

ବ୍ରହ୍ମପୁର ଶଶୀ ଭୂଷଣ ରଥ ମହିଳା ମହାବିଦ୍ୟାଳୟରେ ସ୍ଵତନ୍ତ୍ର ଭୋଟର ତାଲିକା ଅଭିଯାନ-୨୦୨୫

ବ୍ରହ୍ମପୁର,୨୯/୧୧(ପିପିଟି): ବ୍ରହ୍ମପୁର ଶଶୀ ଭୂଷଣ ରଥ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ଭୋଟର ତାଲିକା ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସ୍ଵତନ୍ତ୍ର ଭୋଟର ତାଲିକା ପଞ୍ଜୀକରଣ…
Read More...

ଜଙ୍ଗଲ ଜମିରେ କୁକୁଡ଼ା ଫାର୍ମ , ଅଭିଯୋଗ ଆଣିଲା କେପିଟି ବନସୁରକ୍ଷା ସମିତି ।

ବେଲଗୁଣ୍ଠା,୨୯/୧୧(ପିପିଟି):ଜଙ୍ଗଲ ଜମି ଉପରେ ଏବେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି । ସାମାନ୍ୟ ସୁଯୋଗ ପାଇଲେ ସରକାରୀ ଜାଗା ହେଉ ବା ଜଙ୍ଗଲ ଜମି ହାତେଇ ନେଉଛନ୍ତି ।ପରମୁହୂର୍ତରେ କିଛି ସରକାରୀ ବାବୁଙ୍କୁ ମୋଟା ଅଙ୍କ ର…
Read More...

ମାଲ୍ୟବନ୍ତ ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ମାଲକାନଗିରି, ୨୮/୧୧(ପିପିଟି) :ମାଲ୍ୟବନ୍ତ ମହୋତ୍ସବ -୨୦୨୪ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବରେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିବା…
Read More...