ବେଲଗୁଣ୍ଠା ଥାନା ତରଫରୁ ଟ୍ରାଫିକ୍ ନିୟମ ସଚେତନତା କାର୍ଯ୍ୟକ୍ରମ ; ଗୋଲାପ ଫୁଲ ଦେଇ ଗାଡ଼ି ଚାଳକଙ୍କୁ ସଚେତନ ।

ବେଲଗୁଣ୍ଠା,୧୧/୧୨(ପିପିଟି):ବିଭିନ୍ନ ସମୟରେ ଟ୍ରାଫିକ୍ ନିୟମ ନମାନି ବହୁ ଲୋକ ଦୂର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଉଥିବା ବେଳେ କିଛି ଲୋକ ଗୁରୁତର ଆହତ ହୋଇ ଅକର୍ମଣ୍ୟ ହୋଇଯାଇଥାନ୍ତି । ଏହି ଦୁର୍ଘଟଣାକୁ ଜନ ସଚେତନତା…
Read More...

ସୁବର୍ଣ୍ଣ ଲୋକ ମହୋତ୍ସବ ର ସାଂସ୍କୃତିକ କମିଟି ବୈଠକ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୧୧/୧୨(ପିପିଟି):ଜାନୁୟାରୀ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରାମେଶ୍ବର ଷ୍ଟାଡିୟମ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ…
Read More...

ଦେଓଗାଁ ରେଳ ଷ୍ଟେସନ ହତ୍ୟାକାଣ୍ଡ ଦୁଇ ଗିରଫ;ସିନ ଦେଖାଇଲେ ହତ୍ୟାକାରୀ ।

ଦେଓଗାଁ,୧୧/୧୨:ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଦେଓଗାଁ ରେଳ ଷ୍ଟେସନ ନିକଟ ରେ ଘଟିଥିବା ହତ୍ୟାକାଣ୍ଡରେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦେଓଗାଁ ପୁଲିସ। ଏନେଇ ହତ୍ୟା କାରୀ କେମିତି ଭାବରେ ହତ୍ୟା…
Read More...

ରାସ୍ତା କାମ ବିଳମ୍ବ ହେତୁ ଦାନା ବାନ୍ଧୁଛି ଜନ ଅସନ୍ତୋଷ।

ବୋଲଗଡ଼,୧୧/୧୨(ପିପିଟି):ସରକାରଙ୍କର ସମସ୍ତ ନିୟମକୁ ଫୁ କରିଛି ଠିକାଦାର,ନା ଭୟ ଅଛି ପ୍ରଶାସନକୁ ନା ଭୟ ଅଛି ସାଧାରଣ ଜନତା କୁ ସବୁ ନିୟମକୁ ବେଖାତିର କରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଠିକାଦାର କାମ କରିଚାଲିଛି ନାଅଛି…
Read More...

ଡୁଙ୍ଗୁରିପାଲି ଠାରେ ଧାନମଣ୍ଡି ଉଦଘାଟନ କଲେ ଉପ ଜିଲ୍ଲାପାଳ ।

ସୁବର୍ଣ୍ଣପୁର ,୧୧/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଆର.ଏମ.ସି ପରିସରରେ ଡୁଙ୍ଗୁରିପାଲି କୃଷି ସମବାୟ ସମିତି ପକ୍ଷରୁ ତଥା ବ୍ଲକର ସମସ୍ତ ସମବାୟ ସମିତିରେ ଧାନ କିଣା ପାଇଁ ଉପଜିଲ୍ଲାପାଳ ଶ୍ରୀମତୀ…
Read More...

୧୯୧୭ ଜଣ ପ୍ରବାସୀ ଓଡିଆଙ୍କୁ ରାଶନ କାର୍ଡ ବଣ୍ଟନ କଲେ ମନ୍ତ୍ରୀ

ପୋଲସରା ୧୦/୧୨(ପିପିଟି) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ୧୯୧୭ ଜଣ ପ୍ରବାସୀ ଓଡ଼ିଆଙ୍କୁ ନୂତନ ରାଶନ କାର୍ଡ ଡିସେମ୍ବର ୧୦ ତାରିଖ ଦିନ ବଣ୍ଟନ କରାଯାଇଛି। ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନୀଙ୍କ…
Read More...

୧୬ତମ ସର୍ବ ଭାରତୀୟ ରାମଧୁନ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ।

ସୁବର୍ଣ୍ଣପୁର ,୧୦/୧୨(ପିପିଟି):ସୁବର୍ଣ୍ଣପୁର ସହରର ଅଗ୍ରଣୀ ଅନୁଷ୍ଠାନ ରାମଧୁନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ୧୬ତମ ସର୍ବ ଭାରତୀୟ ରାମଧୁନ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ସ୍ଥାନୀୟ ମଝିପଡ଼ା କାଳୀପୂଜା…
Read More...

ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ତ୍ରିଦିବସୀୟ ଶିକ୍ଷା ଓ ତାଲିମ ଶିବିର ।

ସୁବର୍ଣ୍ଣପୁର ,୧୦/୧୨(ପିପିଟି)  ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ତ୍ରିଦିବସୀୟ ଶିକ୍ଷା ଓ ତାଲିମ ଶିବିର ଡୁଙ୍ଗୁରିପାଲି ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଉଦ୍‌ଘାଟିତ ହୋଇ…
Read More...

ମହିଳା ଏବଂ ବାଳିକା ହିଂସା ବିରୋଧିପକ୍ଷ ।

ଯାଜପୁର,୧୦/୧୨(ପିପିଟି): ଯାଜପୁର ଜିଲ୍ଲାରେ ମହିଳାମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟରତ ୱାନ୍ ଗ୍ରୁପ୍ ସେଣ୍ଟର୍ (ସଖୀ) ଓ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ସହାୟତାରେ ଷୋହଳ ଦିବସୀୟ ମହିଳା ହିଂସା ବିରୋଧୀ…
Read More...

ବିଜେଡି ଛାଡି ବିଜେପିରେ ମିଶିଲେ ବେଲଗୁଣ୍ଠl ପଞ୍ଚାୟତ ସମିତି ଅଧ୍ୟକ୍ଷା ।

ଭଞ୍ଜନଗର, ୧୦/୧୨(ପିପିଟି) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା ପ୍ରଧାନ ଓ ତାଙ୍କ ସ୍ୱାମୀ ତଥା ଆମ୍ବପୁଆ ପଞ୍ଚାୟତର ପୁର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ,ବିଜେଡି ତ୍ୟାଗ କରି ବିଜେପି ତଥା…
Read More...