ରାଜସ୍ବ ପ୍ରଶାସନ କ୍ଷେତ୍ରରେ ଯାଜପୁର ଜିଲ୍ଲା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।
ଯାଜପୁର,୦୬/୦୬(ପିପିଟି): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭୁବନେଶ୍ୱର ଠାରେ ଦୁଇଦିନିଆ ରାଜସ୍ବ ଅଧିକାରୀ ମାନଙ୍କର ସମ୍ମିଳନୀ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ…
Read More...
Read More...