ମୃତକଙ୍କ ବାସଭବନକୁ ଯାଇ ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ।

ବୁଗୁଡା,୧୪/୦୧(ପିପିଟି): ବୁଗୁଡ଼ା ବ୍ଲକ୍ ବେଲପଡ଼ା ଗ୍ରାମର ଶୁକଦେବ ସ୍ୱାଇଁ (ବୟସ - ୨୭) ସୁରାଟ ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଖବର ପାଇ ପୂର୍ବତନ ମନ୍ତ୍ରୀ…
Read More...

ଶିଶୁକୁ ନିଜର ୭୪ତମ ରକ୍ତଦାନ କଲେ ସାମ୍ବାଦିକ ଜୟକୃଷ୍ଣ ।

ଭଞ୍ଜନଗର, ୧୪/୦୧(ପିପିଟି):ପେଷା ସାମ୍ବାଦିକତା ହେଲେ ନିଶା ସମାଜସେବା।ଏଭଳି ଜଣେ ବ୍ୟକ୍ତି ହେଲେ ରିଓ ଚ୍ୟାନେଲର ଉପଖଣ୍ଡ ପ୍ରତିନିଧି ଜୟକୃଷ୍ଣ ପଟ୍ଟନାୟକ।ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ।ସମାଜସେବା ବ୍ୟତୀତ ସେ ଜଣେ…
Read More...

ଭଞ୍ଜନଗର ପୋଲିସ ପେଟ୍ରୋଲିଂ ବେଳେ ଧରିଲା ଗଞ୍ଜେଇ ।

ଭଞ୍ଜନଗର, ୧୪/୦୧(ପିପିଟି):ଗତକାଲି ମଧ୍ୟରାତ୍ରୀରେ ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି,ଏଏସଆଇ ରୁଦ୍ର ପ୍ରସାଦ କହ୍ନର ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ମୁଜାଗଡ଼ ପାଖରେ ପେଟ୍ରୋଲିଂ ଏବଂ ଗାଡି ଚେକିଂ କରୁଥିବାବେଳେ…
Read More...

ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ।

ବ୍ରହ୍ମପୁର,୧୪/୦୧(ପିପିଟି):ଫକୀର ମୋହନ ସେନାପତି ଓଡିଶା ସାହିତ୍ୟ ଜଗତ ର ଅମୁଲ୍ୟ ରତ୍ନ ଥିଲେ, ତାଙ୍କର ରଚିତ ଛ ମାଣ୍ ଆଣ୍ଠ ଗୁଣ୍ଠ, ରେବତୀ, ସୁନା ବୋହୁ, ଡାକ ମୁନୁସୀ, ଧୁଳିଆ ବାବା ଇତ୍ୟାଦି ଅନେକ ଉପନ୍ୟାସ ଆଜିବି ଅମୁଲ୍ୟ…
Read More...

ଝୁମ୍ପୁରାରେ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

କେନ୍ଦୁଝରଗଡ,୧୫/୦୧:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଝୁମ୍ପୂରା ଠାରେ ଏକ ନବନିର୍ମିତ ସେତୁର ଉଦଘାଟନ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝରରେ ଏକ ମେଗା…
Read More...

ଆୟାନୀ ଡାନ୍ସ ଏକାଡେମୀ ତରଫରୁ ଡିସେମ୍ବର ଧମାକା ୨୦୨୫ ସାଂସ୍କୃତିକ ଉତ୍ସବ ।

ବ୍ରହ୍ମପୁର,୧୪/୦୧(ପିପିଟି):ଆଇଟିଆଇ ଅଡିଟରିଅମ୍ ଠାରେ ଆୟାନୀ ଡାନ୍ସ ଏକାଡେମୀ ଓ ରେନବୋ ପ୍ଲେ ସ୍କୁଲ ତରଫରୁ ଆୟୋଜିତ ଡ଼ିସେମ୍ବର ଧମାକା ୨୦୨୫ ସାଂସ୍କୃତିକ ଉତ୍ସବ ଦର୍ଶକ ମାନଙ୍କୁ ଅଧିକ ଉତ୍ସାହିତ କରିଛି, । ଏକାଡେମୀ ର…
Read More...

ମୁରବି ବିହୀନ ପରିବାର,ସହାୟତା ପାଇଁ ନିବେଦନ କଲେ ବେସାହାରା ଯମୁନା ।

କୋଦଳା,୧୪/୦୧(ପିପିଟି): ବିଧିର ବିଧାନ କେ କରିବ ଆନ। ମୃତ୍ୟୁ ସମସ୍ତଙ୍କ ଜୀବନରେ ଆସେ କିନ୍ତୁ ଏହା ଯେ ଏମିତି ବିଚିତ୍ର ଭାବରେ ଆସେ ତାହା ସମସ୍ତଙ୍କୁ ଚକିତ କରିଦେବ। ସ୍ୱାମୀ ମରିବାର ଦଶ ଦିନରେ ଏକ ମାତ୍ର ପୁଅ ଆରପାରିକୁ…
Read More...

ସନ୍ତାନଟିଏ ପାଇଁ କୁଆକୁଣ୍ଡରୁ ଗୁଆ ଖୋଜନ୍ତି ନିଃସନ୍ତାନ ମହିଳା।

ଖୋର୍ଦ୍ଧା,୧୪/୦୧ (ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅଟ୍ରି ଠାରେ କେଉଁ ପୁରାତନ କାଳରୁମକର ମେଳା ଅନୁଷ୍ଠିତ ହେଉଛି , ଚଳିତବର୍ଷ ପ୍ରଭୂ ହଟେକେଶ୍ଵରଙ୍କ ପିଠ ଠାରୁ ତପ୍ତପାଣି ପର୍ଯ୍ୟନ୍ତ…
Read More...

ଉତ୍କଳ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଫକୀରମୋହନ ଜୟନ୍ତୀ ପାଳିତ ।

ମାଲକାନଗିରି,୧୪/୦୧(ପିପିଟି) :ମାଲକାନଗିରି ଉତ୍କଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୧୮୨ତମ କଥା ସମ୍ରାଟ ବ୍ଯାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇ ଯାଇଛି। ଏହି…
Read More...