ଏସିଆନ୍ ମାର୍ସଲଆର୍ଟର ଟାଏକୋଣ୍ଡୋ ପ୍ରତିଯୋଗିତାରେ ବିଶ୍ୱରଞ୍ଜନଙ୍କୁ କାଂସ୍ୟ ପଦକ ।

ଖୋର୍ଦ୍ଧା;୨୦/୦୫(ପିପିଟି): ନେପାଳର କାଠମାଣ୍ଡୁ ଠାରେ ମେ ୧୬ ରୁ ମେ ୧୮ ତାରିଖ ପର୍ଯ୍ୟନ୍ତ ଏସିଆନ୍ ମାର୍ସଲଆର୍ଟ ର ଟାଏକୋଣ୍ଡୋ ପ୍ରତିଯୋଗୀତାରେ ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମର ବିଶ୍ବ ରଞ୍ଜନ କାଂସ୍ୟ ପଦକ ହାସଲ କରି ଭାରତକୁ…
Read More...

ଡିଆଁଘାଟ ମହାନଦୀ ଘାଟରୁ ଚାଲିଛି ବାଲି ଚୋରାଚାଲାଣ;ଟେର ପାଉନି ଖଣି ବିଭାଗ ।

ହରଭଙ୍ଗା,୨୦/୦୫:ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ଚୋରି ଉପରେ କଡା କାର୍ଯ୍ୟାନୁଷ୍ଠାନ ଅଭାବରୁ ହରଭଙ୍ଗା ତହସିଲ ଅର୍ନ୍ତଗତ ଡିଆଁଘାଟ ମହାନଦୀ ଘାଟରୁ ରାତିରେ ବ୍ୟାପକ ପରିମାଣରେ ବାଲି ଚୋରାଚାଲାଣ ଚାଲିଥିବା ଦେଖିବାକୁ ମିଳିଛି ।…
Read More...

ଯୁବ ବିଜେଡି କର୍ମୀଙ୍କୁ ପୋଲିସ ଉପସ୍ଥିତିରେ ମାଡ଼ ମାରି ଅପହରଣ, ୬ ଘଣ୍ଟା ପରେ ଥାନା ସମ୍ମୁଖରେ ଫୋପାଡ଼ି ଦେଲେ ।

ଯାଜପୁର,୨୦/୦୫(ପିପିଟି): ନିର୍ବାଚନ ପରଠାରୁ ଅଶାନ୍ତ ହୋଇ ପଡିଛି ସୁକିନ୍ଦା । ବିଗତ ଦିନରେ ବିଜେପି କର୍ମୀ ବିଭିନ୍ନ ବ୍ୟକ୍ତିଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି । ସୁକିନ୍ଦାରେ ଆଜି ବିଜେପି କର୍ମୀଙ୍କ ଗୁଣ୍ଡାରାଜ…
Read More...

ଅଗ୍ନିକାଣ୍ଡରେ ସାତଦିନ ବିତିଯାଇଥିଲେ ମଧ୍ୟ କୌଣସି ସହାୟତା ପାଇନାହାନ୍ତି ମାନସ।

ବୋଲଗଡ,୧୯/୦୫(ପିପିଟି) ବୋଲଗଡ ବ୍ଲକ ଅନ୍ତର୍ଗତ କଳାଙ୍ଗ ପଞ୍ଚାୟତ ଗୋବର୍ଦ୍ଧନପୁର ଗ୍ରାମର ଚାଷୀ ମାନସ କୁମାର ମନ୍ତ୍ରୀ(୩୮)ଙ୍କର ଗତ ସପ୍ତାହରେ ୧୩ତାରିଖ ଦିନ ସକାଳ ୮ ଟା ସମୟରେ ସର୍ଟ ସର୍କେଟ ଯୋଗୁଁ ରହିବା ଘରେ କୌଣସି…
Read More...

ସାଂସଦ ଓ ମନ୍ତ୍ରୀଙ୍କ ଜନଶୁଣାଣୀ ଶିବିର ।

ପୋଲସରା ,୧୯/୦୫(ପିପିଟି) : ପୋଲସରା ବ୍ଲକ ବଡ଼ପଂକଳବାଡ଼ି ପଞ୍ଚାୟତ ରେ ସୋମବାର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି |ଏହି ଜନଶୁଣାଣୀ ଶିବିରରେ ଓଡିଶା ସରକାର ଙ୍କ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ…
Read More...

ସଂକୀର୍ତ୍ତନ କଳାକାରମାନେ ମୋକ୍ଷ ପ୍ରଦାୟୀ : ମହାସଂଘ ଉପଦେଷ୍ଟା ।

ବେଲଗୁଣ୍ଠା,୧୯/୦୫(ପିପିଟି):କଳା ଓ କଳାକାର ହିତୈଷୀ ମହାମଞ୍ଚ " ନିଖିଳ ଓଡ଼ିଶା କଳାକାର ମହାସଂଘ"ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ଲୁଦୁଲୁଦି ଚତୁର୍ବିଂଶ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପନୀ ସଭାରେ ସଂକୀର୍ତ୍ତନ…
Read More...

ଚାନ୍ଦବାଲିରେ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ।

ଭଦ୍ରକ,୧୯/୦୫:ଚଳିତ ମାସର ତୃତୀୟ ସୋମବାର ଚାନ୍ଦବାଲି ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ, ଭଦ୍ରକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି।…
Read More...

ସୁକିନ୍ଦା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୧୯/୦୫(ପିପିଟି):ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ସୁକିନ୍ଦା ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ପି.ଅନ୍ଵେଷା…
Read More...

ନିକାଞ୍ଚନ ରାସ୍ତାରେ ଦମ୍ପନ୍ତିଙ୍କୁ ଲୁଟିଲେ ଦୁର୍ବୁତ୍ତ।

ଖୋର୍ଦ୍ଧା,୧୯/୦୫(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧୀନ ଗଡ଼ମାଣତ୍ରୀ ରାମଚଣ୍ଡି ପୀଠ ନିକଟ ଆମ୍ବ ତୋଟା ମାଳ ନିକଞ୍ଚନ ରାସ୍ତାରେ ୧୭/୫ଶନିବାର ଅପରାହ୍ନ ୪:୩୦ମିନିଟି ସମୟରେ ଏକୁଟିଆ ଦେଖୀ ଦମ୍ପନ୍ତିଙ୍କ ଠାରୁ…
Read More...

ଜନହିତରେ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ ।

ଭଞ୍ଜନଗର, ୧୯/୦୫(ପିପିଟି) :ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗଞ୍ଜାମ ଜିଲ୍ଲାପାଳ…
Read More...