ସାହିତ୍ୟ ***ଲତା ପାଇଁ ଚିନ୍ତା*** Devasmita mohanty May 30, 2025 0 ରଞ୍ଜାର ସାହାରା ନେଇ ଉପରକୁ ଉଠୁଥିବା ଲତା ତା'ର ଆଖି ଅଛି ଯେ ଦେଖି ଦେଖି ଯିବ ନା ତା'ର ପାଟି ଅଛି ଯେ ପଦେ ମନ କଥା କହିବ ସେମିତି ସେଇଠି ଗୁରୁଣ୍ଡୁ ଥିବ....!! ଲାଉ, କଖାରୁ, ତରଭୁଜ,କାକୁଡି, ପୋଟଳ,କଲରା, ମଟର… Read More...
ଜିଲ୍ଲା ଯାତ୍ରା ଶେଷ ପର୍ଯ୍ୟାୟରେ ମନଛୁଆଁ ଭଜନ ସନ୍ଧ୍ୟା । Devasmita mohanty May 30, 2025 0 ଭଞ୍ଜନଗର, ୩୦/୦୫(ପିପିଟି):ଭଞ୍ଜନଗର ବ୍ଲକ ଲାଲ ସିଙ୍ଗି ଗ୍ରାମରେ ଚାଲିଥିବା ମା' ଠାକୁରାଣୀ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଆଜି ସନ୍ଧ୍ୟାରେ ମା' ସିଂହ ବାହିନୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାର କାର୍ଯ୍ୟକ୍ରମ… Read More...
ଜିଲ୍ଲା ସୁବର୍ଣ୍ଣପୁରରେ ସହରାଞ୍ଚଳ ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ । Devasmita mohanty May 29, 2025 0 ସୁବର୍ଣ୍ଣପୁର ,୨୯/୦୫(ପିପିଟି) : ସୁବର୍ଣ୍ଣପୁର ପୌରାଞ୍ଚଳ ଅଧିନସ୍ଥ ୱାର୍ଡ ନ ୧୨ ଥାନାପତି ପଡା ଅଙ୍ଗନୱାଡି କେନ୍ଦ୍ର ଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସୋନପୁର ଆନୁକୂଲ୍ୟରେ ସନ୍ଧ୍ୟା ୪ଟା ରୁ ୭ ଟା… Read More...
ଜିଲ୍ଲା ସୁବର୍ଣ୍ଣପୁର ଠାରେ ଗୋ ସେବା ପାଳନ କେନ୍ଦ୍ର ର ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ । Devasmita mohanty May 29, 2025 0 ସୁବର୍ଣ୍ଣପୁର ,୨୯/୦୫(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା କୁଲପଡା ଠାରେ ଗୋପାଳଜୀ ଗୋ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୋ ସେବା ପାଳନ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି। ଏହାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ… Read More...
ଜିଲ୍ଲା ଗୋଡି଼ପାଟଣା ମୌଜାରେ ଥିବା ମା’ ସିନ୍ଦୁର ମୁଣ୍ଡି ପୀଠର ଉନ୍ନତି କରଣ ଦାବୀ । Devasmita mohanty May 29, 2025 0 ବୋଲଗଡ,୨୯/୦୫(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କଡ଼ବ ପଞ୍ଚାୟତର ଗୋଡିପାଟଣା ମୌଜା ସ୍ଥିତ ବହୁ ପୁରାତନ ପ୍ରସିଦ୍ଧ ମା' ସିନ୍ଦୂର ମୁଣ୍ଡିଙ୍କ ପୀଠ ଯାହାକି ସର୍ବେଇପାହାଡ ପାଦ ଦେଶରେ ଅବସ୍ଥିତ। ଘଞ୍ଚ ପ୍ରାକୃତିକ… Read More...
ଜିଲ୍ଲା ପୁଣ୍ୟ ଶ୍ଳୋକ ରାଣୀ ଅହିଲ୍ଯାବାଈ ହୋଲକରଙ୍କ ୩୦୦ତମ ଜୟନ୍ତୀ ପାଳିତ । Devasmita mohanty May 29, 2025 0 ମାଲକାନଗିରି,୨୯/୦୫(ପିପିଟି) :ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହ ଠାରେ ଲୋକମାତା ପୁଣ୍ୟ ଶ୍ଲୋକ ଅହିଲ୍ଯାବାଈ ହୋଲକରଙ୍କ ୩୦୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଜୟନ୍ତୀ ରେ ଆବାହକ ଅଶୋକ କୁମାର ପରିଡା,ମୁଖ୍ୟ ଅତିଥି ଭାବେ… Read More...
ଜିଲ୍ଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ସାଇଁକୁଳ ଫାଣ୍ଡି । Devasmita mohanty May 29, 2025 0 କେନ୍ଦୁଝର,୨୯/୦୫: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥ କଡରେ ଥିବା ସାଇଁକୂଳ ଫାଣ୍ଡି ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ୧୯୬୯ ମସିହାରେ ସାଇଁକୂଳ ଠାରେ ଏହି ଫାଣ୍ଡି ସ୍ଥାପନ… Read More...
ଜିଲ୍ଲା ସୁବର୍ଣ୍ଣପୁର ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ; ବାହାରିଲେ ୧୦୮ଭରି ସ୍ଵର୍ଣ୍ଣନାଗ ପ୍ରତିମା । Devasmita mohanty May 29, 2025 0 ସୁବର୍ଣ୍ଣପୁର ,୨୯/୦୫(ପିପିଟି) : ସୁବର୍ଣ୍ଣପୁର ରେ ଆରମ୍ଭ ହେଲା ଶୀତଳ ଷଷ୍ଠୀ ଯାତ୍ରା। ଇଷ୍ଟଦେବ ସୁବର୍ଣ୍ଣମେରୁ ମହାପ୍ରଭୁଙ୍କ ବିବାହ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ୩୦ ତାରିଖ ରାତିରେ ମହାପ୍ରଭୁ ସୁବର୍ଣ୍ଣମେରୁ ଓ… Read More...
ରାଜ୍ୟ ଖବର ଜଗନ୍ନାଥଙ୍କ ପ୍ରତିମା ପାଇଁ ଦାରୁ ବୃକ୍ଷ ଚୟନ । Devasmita mohanty May 29, 2025 0 ଆନନ୍ଦପୁର,୨୯/୦୫:ଘସିପୁରା ବ୍ଲକ ଅନ୍ତର୍ଗତ ତରୁଆଁ ପଞ୍ଚାୟତର ପାଟସୁରା ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ଶ୍ରୀବିଗ୍ରହ ପାଇଁ ଦାରୁଦେବତାଙ୍କ ପୁଜା ଆଧ୍ୟାତ୍ମିକ ପରିବେଶ ପାଳନ ହୋଇଯାଇଛି। ସୁଚନା ଅନୁସାରେ… Read More...
ଅପରାଧ ବୃଦ୍ଧଙ୍କ ନିକଟରୁ ୫୨.୧୫୦ କେଜି ଗଞ୍ଜେଇ ଜବତ । Devasmita mohanty May 29, 2025 0 ବେଲଗୁଣ୍ଠା, ୨୯/୦୫(ପିପିଟି):ଆଜି ଗାଙ୍ଗପୁର ପୋଲିସ ବେଆଇନ୍ ଗଞ୍ଜେଇ ଚାଲାଣ କରୁ୍ଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ପ୍ରକାରେ ଆଜି ମଧ୍ୟାହ୍ନ ସାମୟରେ ଗାଙ୍ଗପୁର ଥାନା ଏସ୍ଆଇ ଅଜୟ… Read More...