ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ।

ପୋଲସରା,୨୧/୦୩(ପିପିଟି): ଆଜି ଗଂଜାମ ଜିଲ୍ଲା ପୋଲସରା ସ୍ଥିତ ଗୋପବନ୍ଧୁ ହାଇସ୍କୁଲ୍ ପ୍ରାଙ୍ଗଣରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଡ଼ିଓ ଶଶୀଭୂଷଣ ମହାପାତ୍ରଙ୍କ…
Read More...

ପବିତ୍ର ମହାବାରୁଣୀ ମେଳା ଆୟୋଜନ ଓ ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ।

ଯାଜପୁର,୨୦/୦୩(ପିପିଟି) : ଆଜି ଅପରାହ୍ନରେ ପବିତ୍ର ମହାବାରୁଣୀ ମେଳା ଆୟୋଜନ ଓ ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି…
Read More...

ସରକାରୀ ବସ ଚକା ତଳେ ଗଲା ଶ୍ରମିକର ଜୀବନ ।

ଭଞ୍ଜନଗର, ୨୦/୦୩(ପିପିଟି):ସରକାରୀ ବସ ଚକ ତଳେ ଚାପି ହୋଇ ଜଣେ ଶ୍ରମିକର ମୃତ୍ୟୁ ଘଟିଛି।ଶ୍ରମିକ ଜଣଙ୍କ ଭଞ୍ଜନଗର ବସ୍‌ଷ୍ଟାଣ୍ଡରେ ଶୋଇଥିବା ବେଳେ ଚଢ଼ିଗଲା ବସ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ…
Read More...

ଓଡ଼ିଆ ଜାତିର ଗର୍ବ ପଖାଳକୁ ମିଳୁ G I Tag , ବିଶ୍ଵ ପଖାଳ ଦିବସରେ ସ୍ୱର ଉଠାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।

କେନ୍ଦ୍ରାପଡା,୨୦/୦୩: ଓଡ଼ିଆ ଜାତିର ଖାଦ୍ୟ ପରମ୍ପରାରେ ପଖାଳର ସ୍ୱତନ୍ତ୍ର ପରିଚୟ ରହିଛି । କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନାଥଙ୍କ ପ୍ରିୟ ଷାଠିଏ ପଉଟି ଭୋଗ ନୈବେଦ୍ୟ ମଧ୍ୟରେ ପଖାଳ ଅନ୍ୟତମ । ଏମିତି…
Read More...

ସିଡିଏମଓଙ୍କ ଅଚାନକ କୋଦଳା ମେଡିକାଲ ଗସ୍ତ,ଡାକ୍ତରଙ୍କ ଅନୁପସ୍ଥିତକୁ ନେଇ ଉଦବେଗ ।

କୋଦଳା,୨୦/୦୩(ପିପିଟି):ଗୁରୁବାର ଅପରାହ୍ନ ରେ ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲା ଚିକିତ୍ସା ଅଧିକାରୀ ବିଜୟ କୁମାର ପଣ୍ଡା । ପରିଦର୍ଶନ ସମୟରେ ମେଡିକାଲ ପରିସର ର…
Read More...

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସମୀକ୍ଷା ।

ମାଲକାନଗିରି, ୨୦/୦୩(ପିପିଟି) :ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ମାଲକାନଗିରି ଗସ୍ତରେ ଆସି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା…
Read More...

ଆଜି ପଖାଳ ଦିବସ ରେ କୁଡିଆଘର ଠାରୁ ହୋଟେଲ ପର୍ଯ୍ୟନ୍ତ ଜମିଛି ପଖାଳ ଆସର।

ବୋଲଗଡ଼,୨୦/୦୩(ପିପିଟି):ଓଡିଆଙ୍କ ଜନ ଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୂରାତନ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ। ଆମ ଓଡ଼ିଶା ର ଗ୍ରାମାଞ୍ଚଳରେ ଶୀତଦିନେ ପଖାଳ ଖାଇବା ନିଆରା ଅଟେ,…
Read More...

ସ୍ବର୍ଗତ କୃଷ୍ଣ ମୋହନ ପାଲଟାସିଂହଙ୍କ ସ୍ମୁତି ଚାରଣ ସଭା ।

ବୋଲଗଡ଼ , ୧୯/୦୩ (ପିପିଟି): ବୋଲଗଡ଼ ଅଂଚଳର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ବୋଲଗଡ଼ ରତ୍ନ ସ୍ବର୍ଗତ କୃଷ୍ଣ ମୋହନ ପାଲଟାସିଂହଙ୍କ ଦ୍ଵାଦଶହ ଅବସରରେ ବୋଲଗଡ଼ ସଦର ମହକୁମାସ୍ଥ ନିଜ ବାସଭବନ ଠାରେ ବୁଧବାର ସନ୍ଧ୍ୟାରେ…
Read More...

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,୧୯/୦୩:ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ । ଏହା ଆମର ପରିଚୟ। ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ। ହଜାର ହଜାର ହସ୍ତତନ୍ତ କାରିଗରମାନକୁ ଏହା କେବଳ ଜୀବନ ଜୀବିକା ଯୋଗାଇନି ବରଂ ସ୍ୱାବଲମ୍ବୀ ହେବାର କଳା…
Read More...

ଯାଞ୍ଚ ବେଳେ ଧରା ପଡିଲା ବିପୁଳ ପରିମାଣର ମଦ ।

ସିମୁଳିଆ,୧୯/୦୩:ସିମୁଳିଆ ପୋଲିସର ବଡ଼ ସଫଳତା । ଗୋଡ଼ାଇ ଗୋଡ଼ାଇ ଧରିଲା ବୋଲେରୋ ସହ ଦେଶୀ ମଦ । ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି । ସୂଚନାରୁ ପ୍ରକାଶ ସିମୁଳିଆ ନୂତନ ଥାନାଅଧିକାରୀ ଶ୍ରବଣ କୁମାର…
Read More...