ଜିଲ୍ଲା ଆମ ପୋଲିସ ସମିତି ବୈଠକ । Devasmita mohanty Mar 23, 2025 0 ଭଞ୍ଜନଗର, ୨୩/୦୩(ପିପିଟି) : ଆସନ୍ତା ଏପ୍ରିଲ ପହିଲାରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚ ପରିବେଷଣ ହେବ। ଏହିଭଳି ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ହେବ। ତେଣୁ ରବିବାର… Read More...
ରାଜ୍ୟ ଖବର ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ;ବିଭିନ୍ନ ବ୍ଯକ୍ତିତ୍ବ ସମ୍ବର୍ଦ୍ଧିତ । Devasmita mohanty Mar 23, 2025 0 ବ୍ରହ୍ମପୁର,୨୩/୦୩(ପିପିଟି): ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ବ୍ରହ୍ମପୁର ସ୍ଥିତ କେ.ସି.ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବାଷିର୍କ ଉତ୍ସବର ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବରେ… Read More...
ଜିଲ୍ଲା ୬ସ୍ଥାନରେ ଚୋରି ଘଟଣାରେ ୫ଗିରଫ: ଟଙ୍କା,ମୋବାଇଲ ଓ କାର ଜବତ । Devasmita mohanty Mar 23, 2025 0 ଭଞ୍ଜନଗର,୨୩/୦୩(ପିପିଟି):ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା।ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବିଦେଶୀ ମଦ ଦୋକାନରୁ ଲୁଟ କରୁଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ଗତ ୮ ତାରିଖରେ ଭଞ୍ଜନଗର ମୁଖ୍ୟ… Read More...
ସାହିତ୍ୟ ***ସ୍ବାଭିମାନ*** Devasmita mohanty Mar 23, 2025 0 ପ୍ରତ୍ୟେକ ମଣିଷର କିଛି ନା କିଛି ସ୍ବାଭିମାନ ରହିଛି। ସ୍ବାଭିମାନ ହେଉଛି ମଣିଷର ପୁଞ୍ଜି। ଯାହାର ସ୍ବାଭିମାନ ନାହିଁ, ସମାଜରେ କିଛି ପରିବର୍ତ୍ତନ ହେବ ନାହିଁ। କିବା ଗତାନୁଗତିକ ରୀତିରେ ଚାଲିଥିବା ଚଳଣି ର ପରିମାର୍ଜି ହେବ… Read More...
ଜିଲ୍ଲା ଶରଣ ଶ୍ରୀକ୍ଷେତ୍ର ମାରଦାରେ ‘ବ୍ରହ୍ମ ଶରଣମ୍’ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ । Devasmita mohanty Mar 22, 2025 0 ପୋଲସରା ୨୨/୦୩(ପିପିଟି):ପୋଲସରା ବ୍ଳକ ଅନ୍ତର୍ଗତ ଶିଳ୍ପଗ୍ରାମ ମଥୁରା ନିକଟସ୍ଥ ଲୀଳା କ୍ଷେତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା ପରିସରରେ ' ବ୍ରହ୍ମ ଶରଣମ୍ ' ଜାତୀୟ ଚିତ୍ରଶିଳ୍ପୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥଙ୍କ… Read More...
ରାଜ୍ୟ ଖବର ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଆଜାଦ୍ ହିନ୍ଦ ବାହିନୀ ଓଡ଼ିଶା ପକ୍ଷରୁ ୧୦ ଅପ୍ରେଲରେ ଦିଲ୍ଲୀ ଚଲୋ ଅଭିଯାନ । Devasmita mohanty Mar 22, 2025 0 ଭୁବନେଶ୍ୱର,୨୨/୦୩ : କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଏବଂ (୧) ଓଡ଼ିଶାରେ ଥିବା "ଇଷ୍ଟ୍ କୋଷ୍ଟ୍ ରେଳପଥ ଜୋନ’କୁ ବିକଳାଙ୍ଗ କରି ଏହା ଅଧୀନରେ ଥିବା ୱାଲ୍ଟିଅର ରେଳ ଡିଭିଜନକୁ ଭାଙ୍ଗି… Read More...
ଜିଲ୍ଲା ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ। Devasmita mohanty Mar 22, 2025 0 ପୋଲସରା,୨୨/୦୩(ପିପିଟି): ପୋଲସରା ବ୍ଲକ୍ ବଡ଼ପଙ୍କଳବାଡ଼ି ପଞ୍ଚାୟତ ପି.ନୂଆଁଗାଁ ଗ୍ରାମର ହୀନ ସାହୁ (ବୟସ - ୪୦) ସୁରାଟ ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି ।ଖବର ପାଇ ପୂର୍ବତନ… Read More...
ଜିଲ୍ଲା ପିପଳପଙ୍କା ଡ୍ୟାମ୍ ବନ୍ଦ ଦାବିରେ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ପୁରୁଷୋତ୍ତମପୁର ବ୍ଳକରେ ପହଞ୍ଚିଲା । Devasmita mohanty Mar 22, 2025 0 ବ୍ରହ୍ମପୁର,୨୨/୦୩(ପିପିଟି): ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍ ନିର୍ମାଣକୁ ବାତିଲ କରିବା ତଥା ନଦୀଶଯ୍ୟାରୁ ଅବାଧ ବାଲି ଚାଲାଣ ବନ୍ଦ କରିବା ଦାବିରେ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ଆଜି… Read More...
ଜିଲ୍ଲା ପାହାଡ଼ ତଳୁ ନର କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ । Devasmita mohanty Mar 22, 2025 0 ଭଞ୍ଜନଗର, ୨୨/୦୩(ପିପିଟି) : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ ଖଜୁରୀପଲ୍ଲୀ ଗାଁ ନିକଟ କେଟାମଣି ପାହାଡ଼ ତଳୁ ଶନିବାର ଏକ ନର କଙ୍କାଳ ଠାବ ହୋଇଛି। ଖବର ପାଇ ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନର କଙ୍କାଳ ଜବତ କରିବା… Read More...
ଜିଲ୍ଲା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ। Devasmita mohanty Mar 21, 2025 0 କୋଦଳା,୨୧/୦୩(ପିପିଟି): କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି । ଏଥିରେ… Read More...