ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ଆଇନ ସଚେତନତା କାର୍ଯକ୍ରମ ।

ଭଞ୍ଜନଗର, ୧୧/୦୨(ପିପିଟି) : ଭଞ୍ଜନଗର ଏନଏସି ଟାଉନ ହଲ ଠାରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ଭଞ୍ଜନଗର ସହାୟତାରେ ଆଇନ ସଚେତନତା କାର୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର…
Read More...

ଆଲୁରୁ ମୁଠା ମାଉଲୀ ମା’ ଯାତ୍ରା ଆରମ୍ଭ ।

ମାଲକାନଗିରି ,୧୧/୦୨(ପିପିଟି) :ଚାଲାଣଗୁଡା ଠାରେ ଆୟୋଜିତ ଆଲୁରୁ ମୁଠା ମାଉଲୀ ମା'ଙ୍କ ଯାତ୍ରା ଆଜି ଦ୍ୱିତୀୟ ଦିନ ରେ ପହଞ୍ଚିଛି । ମାଘ ମାସ ଶୁକ୍ଳ ଦଶମୀ ତିଥି ସୋମବାର ସନ୍ଧ୍ଯାରେ ମାଉଲୀ ମା'ଙ୍କୁ ନୂଆଗୁଡା ଠାରୁ…
Read More...

ଉଜ୍ୱଳପଲ୍ଲୀରେ ନବ ରାତ୍ର ନାମ ଯଜ୍ଞର ପୂର୍ଣ୍ଣାହୁତି ।

କୋଦଳା,୧୧/୦୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏସ. ଛଚିନା ପଞ୍ଚାୟତ ଉଜ୍ୱଳପଲ୍ଲୀ ଗ୍ରାମରେ ନବ ରାତ୍ର ନାମ ଯଜ୍ଞ ନଅ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ସକାଳେ ସୂର୍ଯ୍ୟ ପୂଜା ନୈଷ୍ଠୀକ…
Read More...

ଖଲିଆପାଲି ଭୀମଭୋଇ ମହିମା ପୀଠରେ ମାଘ ମେଳା ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୧୧/୦୨(ପିପିଟି):ମହିମା ଧର୍ମର ଅନନ୍ୟ ପୀଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲିର ଭୀମଭୋଇ ସମାଧି ପୀଠରେ ଆରମ୍ଭ ହୋଇଥିବା ପବିତ୍ର ମାଘମେଳାରେ ମହିମାଧର୍ମୀ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ପୀଠସ୍ଥଳୀ…
Read More...

ଗୌରାଦେଇପୁର ରେ ୨୪ ପ୍ରହର ନାମଯଜ୍ଞ ଉଦଯାପିତ ।

କୋଦଳା,୧୧/୦୨(ପିପିଟି):ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ରେ କୋଦଳା ଏନଏସି ୱାର୍ଡ ନଂ ୧୩ ଗୌରାଦେଇପୁର ଗ୍ରାମରେ ୨୪ ପ୍ରହର ନାମଯଜ୍ଞ ଶନିବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଗ୍ରାମବାସୀଙ୍କ ଦ୍ୱାରା ନାମ…
Read More...

ବିଶିଷ୍ଟ ସମାଜସେବୀ ଭାସ୍କର ବିଷୋୟୀଙ୍କ ଦେହାନ୍ତ; ହଜାରେରୁ ଉର୍ଦ୍ଧ୍ବ ଶବ ଦାହ ।

ଭଞ୍ଜନଗର, ୧୧/୦୨(ପିପିଟି) : ଭଞ୍ଜନଗର ଭେଜିପୁଟ ବାଲି ସାହିରେ ରହୁଥିବା ବିଶିଷ୍ଟ ସମାଜସେବୀ ଭାସ୍କର ବିଷୋୟୀଙ୍କ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳ ୭ଟା ୧୫ମିନିଟ ସମୟରେ ଦେହାନ୍ତ…
Read More...

ତିକୁଡାରେ ଦୁଇ ଦିନିଆ ଡୁମାଲ ସମାଜର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ ।

ସୁବର୍ଣ୍ଣପୁର ,୧୦/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ତିକୁଡା ଝର ତପୋବନ ପଡିଆ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଡ଼ୁମାଲ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତକାଲି ହିଙ୍ଗମା ମାହେଶ୍ୱରୀ…
Read More...

ତିକୁଡାରେ ଡ଼ୁମାଲ ସମାଜ ତରଫରୁ ରକ୍ତଦାନ ଶିବିର ୨୦ ୟୁନିଟ ରକ୍ତ ସଂଗ୍ରହ ।

ସୁବର୍ଣ୍ଣପୁର ,୧୦/୦୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ତିକୁଡା ଝର ତପୋବନ ପଡିଆ ରେ ଆଜି ଆମ ଓଡିଶା ସମ୍ବାଦ ଓ ଜିଲ୍ଲା ଡ଼ୁମାଲ ସମାଜ ସୁବର୍ଣ୍ଣପୁର ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ଆସନ୍ତାକାଲି ଠାରୁ ବିନିକା ପାପକ୍ଷୟ ଲୋକ ମହୋତ୍ସବ ।

ସୁବର୍ଣ୍ଣପୁର ,୧୦/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଲୋକ ମହୋତ୍ସବ ଆସନ୍ତାକାଲି ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଦୀର୍ଘ ୪ଦିନ ଧରି ହେବାକୁ ଥିବା ଲୋକକଳା ପର୍ବରେ ସହର/ଗ୍ରାମାଞ୍ଚଳ,…
Read More...

ସୁବର୍ଣ୍ଣପୁରରେ ଜାତୀୟ କୃମିନାଶକ ଦିବସ ପାଳନ ସହ ଜାତୀୟ କୃମିନାଶକ ଔଷଧ ସେବନର ଶୁଭାରମ୍ଭ ।

ସୁବର୍ଣ୍ଣପୁର ,୧୦/୦୨(ପିପିଟି) : ଜିଲ୍ଲା ସ୍ବାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ଦ୍ୱାରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିପଡ଼ା ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁଙ୍କ…
Read More...