ତିକୁଡାରେ ଦୁଇ ଦିନିଆ ଡୁମାଲ ସମାଜର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ ।

ସୁବର୍ଣ୍ଣପୁର ,୧୦/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ତିକୁଡା ଝର ତପୋବନ ପଡିଆ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଡ଼ୁମାଲ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତକାଲି ହିଙ୍ଗମା ମାହେଶ୍ୱରୀ…
Read More...

ତିକୁଡାରେ ଡ଼ୁମାଲ ସମାଜ ତରଫରୁ ରକ୍ତଦାନ ଶିବିର ୨୦ ୟୁନିଟ ରକ୍ତ ସଂଗ୍ରହ ।

ସୁବର୍ଣ୍ଣପୁର ,୧୦/୦୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ତିକୁଡା ଝର ତପୋବନ ପଡିଆ ରେ ଆଜି ଆମ ଓଡିଶା ସମ୍ବାଦ ଓ ଜିଲ୍ଲା ଡ଼ୁମାଲ ସମାଜ ସୁବର୍ଣ୍ଣପୁର ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ଆସନ୍ତାକାଲି ଠାରୁ ବିନିକା ପାପକ୍ଷୟ ଲୋକ ମହୋତ୍ସବ ।

ସୁବର୍ଣ୍ଣପୁର ,୧୦/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଲୋକ ମହୋତ୍ସବ ଆସନ୍ତାକାଲି ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଦୀର୍ଘ ୪ଦିନ ଧରି ହେବାକୁ ଥିବା ଲୋକକଳା ପର୍ବରେ ସହର/ଗ୍ରାମାଞ୍ଚଳ,…
Read More...

ସୁବର୍ଣ୍ଣପୁରରେ ଜାତୀୟ କୃମିନାଶକ ଦିବସ ପାଳନ ସହ ଜାତୀୟ କୃମିନାଶକ ଔଷଧ ସେବନର ଶୁଭାରମ୍ଭ ।

ସୁବର୍ଣ୍ଣପୁର ,୧୦/୦୨(ପିପିଟି) : ଜିଲ୍ଲା ସ୍ବାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ଦ୍ୱାରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିପଡ଼ା ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁଙ୍କ…
Read More...

ସାଙ୍କୁଡା ସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଷୋଡଶ ତମ ବାର୍ଷିକଉତ୍ସବ ଅନୁଷ୍ଠିତ ।

କୋଦଳା,୧୦/୦୨(ପିପିଟି) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଷୋଡଶ ତମ ବାର୍ଷିକ ଉତ୍ସବ ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…
Read More...

କନିଆରୀ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକଉତ୍ସବ ଏବଂ କ୍ଲଷ୍ଟର ସ୍ତରୀୟ ନିପୂଣ ମେଳା ।

ପୋଲସରା ୧୦/୦୨/୨୦୨୫:- ପୋଲସରା ବ୍ଲକ ନିକଟସ୍ଥ କଳିଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ କନିଆରୀର ୪୩ ତମ ବାର୍ଷିକ ଉତ୍ସବ ଏବଂ କନିଆରୀ କ୍ଲଷ୍ଟର୍ ସ୍ତରୀୟ ନିପୂଣ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହରିବନ୍ଧୁ ସାହୁଙ୍କ…
Read More...

ଜିଲ୍ଲା ଷ୍ଟେଟ ସିଲେକ୍ସନ ବୋର୍ଡ଼ର ବନ୍ଧୁ ମିଳନ ।

ଭଞ୍ଜନଗର, ୦୯/୦୨(ପିପପିଟି):ଗଞ୍ଜାମ ଜିଲ୍ଲା ଷ୍ଟେଟ ସିଲେକସନ ବୋର୍ଡ ପି.ଜି.ଟି ସଂଘ (OSPA)ତରଫରୁ ଆଜି ଏକ ବନ୍ଧୁମିଳନ ଓ ସାଂଗଠନିକ ଆଲୋଚନା ସଭା ଆସ୍କା ନିକଟସ୍ଥ ମା' କରଞ୍ଜେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର…
Read More...

ରାମପୁରରେ ବରିଷ୍ଠ ଦେୱାନୀ ଜଜ୍ କୋର୍ଟ ଉଦଘାଟିତ ।

ସୁବର୍ଣ୍ଣପୁର ,୦୯/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଠାରେ ଆଜି ବହୁ ପ୍ରତିକ୍ଷୀତ ବରିଷ୍ଠ ଦେୱାନି ଜଜ୍ କୋର୍ଟ ଉଦଘାଟିତ ହୋଇଯାଇଛି। ଓଡିଶା ହାଇକୋର୍ଟର ବିଚାରପତି ଆନନ୍ଦଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ…
Read More...

ଜିଲ୍ଲାର ଯୋଗ ଶିକ୍ଷକ ମାନକୁ ନେଇ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୦୯/୦୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାର ସଦର ସ୍ମାର୍ଟ ପାର୍କ ରେ ପତଞ୍ଜଳି ଯୋଗ ପୀଠ ହରିଦ୍ଵାର ର ନିର୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଯୋଗ ଶିକ୍ଷକଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇ ଯାଇଛି । ଏହି…
Read More...

ସମସ୍ୟା ଘେରରେ ପିକିନିକି ର ମୁଖ୍ୟସ୍ଥଳୀ ପାଲଟିଥିବା ପାଟବନ୍ଧ ଡ୍ୟାମ ଓ ମା ବୁଢୀ ଦେଇ ଙ୍କ ପୀଠ।

ଖୋର୍ଦ୍ଧା, ୦୯/୦୨ (ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ସାଗର ଗାଁ ଞ୍ଚାୟତର ପାଟବନ୍ଧ ସ୍ଥିତ ବହୁ ପୁରାତନ ପ୍ରସିଦ୍ଧ ମା ବୁଢ଼ିଦେଇ ପୀଠ ଯାହାକି ସିଂହନାଦ ପାଦ ଦେଶରେ ଅବସ୍ଥିତ। ଏହା ପିକିନିକି ର ମୁଖ୍ୟ ସ୍ଥଳୀ…
Read More...