ତୃତୀୟ ଲିପୁ ମେମୋରିଆଲ ଭେଟେରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : ଏମସିଏଲ୍ ବୁର୍ଲା ବିଜୟୀ ।

ସୁବର୍ଣ୍ଣପୁର ,୧୭/୦୨(ପିପିଟି) : ସୁରେଶ୍ଵରୀ ଫୁଟବଲ୍ ଏକାଡେମୀ ଦ୍ଵାରା ଆୟୋଜିତ ସୋନପୁର କଲେଜ ପଡିଆରେ ଆୟୋଜିତ ଏକଦିବସୀୟ ଅଲ୍ ଓଡ଼ିଶା ତୃତୀୟ ଭେଟେରାନ୍ ଫୁଟବଲ୍ ଟୂର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ଏମସିଏଲ୍…
Read More...

ଦେଶି ବିଦେଶୀ ମଦ ଜବତ; ଜଣେ କୋର୍ଟଚାଲାଣ ।

ବେଲଗୁଣ୍ଠା, ୧୭/୦୨(ପିପିଟି) : ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ସନାତନ ପ୍ରଧାନ କେନ୍ଦୁପଦର କଲେଜ୍ ନିକଟସ୍ଥ ପାଣି ଟାଙ୍କି ନିକଟରେ ମଦ ବିକୁଥିବା ନେଇ ଗାଙ୍ଗପୁର ପୋଲିସ୍ କୁ ଖବର ମିଳିଥିଲା । ଖବର ପାଇ ଆଜି…
Read More...

ମେଣ୍ଡା ଗ୍ରାମକୁ ନୂତନ ବ୍ଲକ ଗଠନ ଦାବିରେ ବୈଠକ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୧୭/୦୨(ପିପିଟି) : ରାଜ୍ୟରେ ନୂତନ ବ୍ଲକ ପୁନଃର୍ଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ବିଭିନ୍ନ ସ୍ଥାନରେ ନୂତନ ବ୍ଲକ ଗଠନ ନେଇ ଦାବି ଉଠିଛି । ଏହି କ୍ରମରେ ସୁବର୍ଣ୍ଣପୁର…
Read More...

ନୂତନ ଆଇଆଇସିଙ୍କୁ ୟୁଜେଏ ପକ୍ଷରୁ ସମ୍ବର୍ଦ୍ଧନା ।

ଭଞ୍ଜନଗର, ୧୭/୦୨(ପିପିଟି) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘ,ଭଞ୍ଜନଗର ଶାଖା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।…
Read More...

ସୁମଣ୍ଡଳ ସତସଙ୍ଗ ବିହାରର ଉଦବୋଧନ ମହୋତ୍ସବ ପାଳିତ ।

କୋଦଳା,୧୬/୦୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସତସଙ୍ଗ ବିହାର ପରିସରରେ ରବିବାର ଦିନ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ମହୋତ୍ସବ ତଥା ସୁମଣ୍ଡଳ ସତସଙ୍ଗ ବିହାରର…
Read More...

ସ୍ବର୍ଗତ ନିରଞ୍ଜନ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ସ୍ମରଣିକା ଉନ୍ମୋଚନ।

ପୋଲସରା,୧୬/୦୨(ପିପିଟି) :ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଏଵଂ ଆରଏମସି ଖଲ୍ଲିକୋଟର ପୂର୍ବତନ ମହାବିଦ୍ୟାଳୟ ଅଧ୍ୟକ୍ଷ ସ୍ବର୍ଗତ ନିରଞ୍ଜନ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଜଗନ୍ନାଥସାହି ସ୍ଥିତ ବାସଭବନ ଠାରେ ପୋଲସରା…
Read More...

କୁନି ତୀରନ୍ଦାଜ ଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡା ସଂସ୍ଥା ସମ୍ପାଦକ ।

କେନ୍ଦୁଝର୧୬/୦୨:କେନ୍ଦୁଝର ରବୀନ୍ଦ୍ର ବିଦ୍ୟାନିକେତନ ର ତୃତୀୟ ଷ୍ଟାଣ୍ଡାର୍ଡ ଛାତ୍ର ଦଶମିନ ଦେବୀ ବୀରଭଦ୍ରମଙ୍କ ସବ ଜୁନିଅର ତୀରନ୍ଦାଜ ସଫଳତା ନିମନ୍ତେ ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ଡ଼ଃ ଜନାର୍ଦନ ଦାଶ…
Read More...

ସଡକ ସୁରକ୍ଷା ଓ ମୋଟରଯାନ ଆଇନ ସଚେତନତା କାର୍ଯ୍ୟକ୍ରମ ।

ଭଞ୍ଜନଗର, ୧୬/୦୨(ପିପିଟି) :  ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକା ଆଇନ ସେବା କମିଟି ଅଧ୍ୟକ୍ଷ ଦେବଦତ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ସଡ଼କ…
Read More...

ଅଙ୍ଗାରଗାଁ ରେ ହାତୀ ଉପଦ୍ରବ, ଧାନ ସହିତ ଫସଲ ନଷ୍ଟ ।

କୋଦଳା,୧୬/୦୨(ପିପିଟି): ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମରେ ବଣୁଆ ହାତୀ ର ଉପଦ୍ରବ ଫଳରେ ବ୍ୟାପକ ଶୁଖିଲା ଧାନ ଓ ମକା ,ଆଦି ଫସଲ ନଷ୍ଟ ହୋଇଛି । ସୂଚନା ଅନୁଯାଇ ସେହି ଗ୍ରାମର ବାଉରି…
Read More...