ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୦୫/୦୫(ପିପିଟି): ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ପି. ଅନ୍ଵେଷା…
Read More...

ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ ।

ବାସୁଦେବପୁର,୦୫/୦୫:ପୁଣି ଗଡିଲା ଦାଦନଶ୍ରମିକର ମୁଣ୍ଡ । ରବିବାର ରାତିରୁ ନିଖୋଜ ଓ ସୋମବାର ସକାଳ ସମୟରେ କ୍ଷତବିକ୍ଷତ ମରଶରୀର ଉଦ୍ଧାର ଘଟଣାକୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନା ମୁତାବକ,…
Read More...

ପୁରୁଣାକଟକକୁ ଏନ.ଏ.ସି ଘୋଷଣା ଦାବିରେ ଶୋଭାଯାତ୍ରା।

ହରଭଙ୍ଗା,୦୫/୦୫: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ଦାବିନେଇ ଏନ.ଏ.ସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ସନ୍ଧ୍ୟାରେ ଆବାହକ ରବି ନାରାୟଣ ପ୍ରଧାନଙ୍କ…
Read More...

କାଜୁ ଜଙ୍ଗଲରୁ ମିଳିଲା ମା’ବ୍ୟାଘ୍ରଦେବୀଙ୍କ ଚୋରି ସାମଗ୍ରୀ ।

ଭଞ୍ଜନଗର, ୦୫/୦୫(ପିପିଟି):ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ତଳ ବ୍ୟାଘ୍ରଦେବୀ ମନ୍ଦିରରୁ ଗତ ୨୫ତାରିଖ ରାତିରେ ଚୋରି ହୋଇଥିଲା।ଏହି ଘଟଣାର ସୋମବାର ପର୍ଦ୍ଦାଫାଶ କରିଛି ପୋଲିସ। ଦେବୀଙ୍କ ୩୫ଟି ରୂପା ଆଖି, ୩ଟି ସୁନା ଚିତା,…
Read More...

ବିଶ୍ଵ ଶାନ୍ତି ଶିଖର ସମ୍ମିଳନୀରେ ଯୋଗ ଦେବେ ଗଞ୍ଜାମ କବି ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ ।

ବେଲଗୁଣ୍ଠା ,୦୫/୦୬(ପିପିଟି):କଳା ଓ ସଂସ୍କୃତିର ଜିଲ୍ଳା ଗଞ୍ଜାମ ପାଇଁ ଗୌରବ ହେବାକୁ ଯାଉଛନ୍ତି କବିସୂର୍ଯ୍ୟନଗରର ବିଶିଷ୍ଟ କଵି ଓ ଲେଖକ ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ । କବି ଡକ୍ଟର୍ ଦଳାଇଙ୍କୁ ଯୁକ୍ତ ରାଷ୍ଟ୍ର…
Read More...

ପୋଲସରା ୧୦ମ ଶ୍ରେଣୀ ବ୍ଲକ୍ ଟପରଙ୍କୁ ସମ୍ବର୍ଦ୍ଧନା।

ପୋଲସରା ,୦୪/୦୫(ପିପିଟି) :ଚଳିତ ବର୍ଷ ୨୦୨୪-୨୫ ଦଶମ ଶ୍ରେଣୀ ପରୀକ୍ଷାରେ ୫୬୦ ନ° ରଖି ପୋଲସରା ବ୍ଲକ୍ କଳମ୍ବ ଗ୍ରାମସ୍ଥିତ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଲିଜା ଜେନା ବ୍ଲକରେ ଶୀର୍ଷ ସ୍ଥାନ ଅଧିକାର କରି…
Read More...

ବରିଷ୍ଠ ନାଗରିକ ମଞ୍ଚର ବୈଠକ ।

ଭଞ୍ଜନଗର, ୦୪/୦୫(ପିପିଟି) : ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ମଇ ମାସ ବୈଠକ ସ୍ଥାନୀୟ ବନ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ଥାୟୀ ସଭାପତି ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକ ଆରମ୍ଭରେ ପହଲଗାମରେ…
Read More...

***ଫେରେଇ ଦେଏ***

(କବି କେଶବ ଚନ୍ଦ୍ର ନାୟକ) .................................... ଫେରେଇ ଦେଏ....(୨) ମୋର ନିଦ ଟିକକ.... ଯାହା ତୁ ମୋ ନେଇଥିଲୁ ଲୁଚି ଲୁଚି ମନ ଟିକକ....!! ତୋ ପାଇଁ ମୋ ସବୁ ଦିନ ସମୟ ଗଲା ତୋ କଥା…
Read More...

ଆଜିଠାରୁ କାର୍ଯ୍ୟକ୍ଷମ ହେଲା ଭଞ୍ଜନଗର ୱାଟର ପାର୍କ ।

ଭଞ୍ଜନଗର, ୦୪/୦୫(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ଗତ ୨୦୨୪ ମସିହା ଜାନୁୟାରୀ ୨୬ ତାରିଖରେ ଆରମ୍ଭ ହୋଇଥିବା ୱାଟର ପାର୍କ ଯାନ୍ତ୍ରିକ ତ୍ରୁଟି ସକାଶେ ବନ୍ଦ ଥିଲା। ରାଜ୍ୟର ପ୍ରଥମ…
Read More...

ରଣପୁର ଡ୍ରପଆଉଟ ବାଳିକା ଓ ମହିଳା ବିଦ୍ୟାର୍ଥୀଙ୍କର ଦଶମ ଶ୍ରେଣୀରେ ୯୯% ସଫଳତା।

ରଣପୁର,୦୪/୦୫(ପିପିଟି):ସର୍ବଭାରତୀୟ ସ୍ତରରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଶିକ୍ଷା ଅନୁଷ୍ଠାନ ପ୍ରଥମ ଓଡ଼ିଶା ସେକେଣ୍ଡ ଚାନ୍ସ ପ୍ରୋଗ୍ରାମ ତରଫରୁ ଶିକ୍ଷା କ୍ଷେତ୍ରରେ ପଛୁଆ ରହିଥିବା ଅଞ୍ଚଳରେ ମାଟ୍ରିକ ପାସରୁ ବଞ୍ଚିତ ହେଉଥିବା…
Read More...