ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନର ଶୁଭାରମ୍ଭ ।

ମାଲକାନଗିରି,୧୧/୦୪(ପିପିଟି) :ଆଜି ମାଲକାନଗିରି ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ମାଲକାନଗିରି ବିଧାୟକ ନରସିଂହ ମାଡକାମି ପଦ୍ମଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଭାରମ୍ଭ…
Read More...

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନାର ଶୁଭାରମ୍ଭ ।

ତିର୍ତ୍ତୋଲ,୧୧/୦୪(ପିପିଟି):ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ,ଓଡିଶା ସରକାରଙ୍କ ଦ୍ଵାରା ସାମୁହିକ ଶୁଭାରମ୍ଭ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ…
Read More...

ପିପଳପଙ୍କା ଡ଼େମ୍ ସମ୍ପର୍କରେ ସରକାରୀ ଅଧିକାରୀମାନଙ୍କ ବକ୍ତବ୍ୟ ବିଭ୍ରାନ୍ତିକର ।

ବ୍ରହ୍ମପୁର,୧୧/୦୪(ପିପିଟି): ରାଜ୍ୟ ସରକାର ଗୋପାଳପୁର ଓ ଛତ୍ରପୁର ଶିଳ୍ପ କରିଡ଼ରରେ ଥିବା ଟାଟା ଓ ଆଦାନୀ ପରି ଘରୋଇ କମ୍ପାନୀମାନଙ୍କୁ ପାଣି ଯୋଗାଇବାକୁ ସରକାରୀ ଅର୍ଥରେ ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ…
Read More...

ଜମାଲପୁର ରେ ବୋମାମାଡ, ଜଣେ ଗୁରୁତର ।

ପିପିଲି,୧୧/୦୪ : ପିପିଲି ଥାନା ଅନ୍ତର୍ଗତ ଜମାଲପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ବୋମାମାଡ ହୋଇଛି । ଏଥିରେ ରାଜକିଶୋର ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ଶିଶୁ ସମେତ ଅନ୍ୟ ଦୁଇ ଜଣ…
Read More...

ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାର ଶୁଭାରମ୍ଭ ।

ବେଲଗୁଣ୍ଠା, ୧୧/୦୪, ଆଜି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆଁ ଏକକ କାର୍ଡ୍ ବିତରଣ ଏବଂ ଆୟୁଷ୍ମାନ୍ ବୟୋ ବନ୍ଦନା…
Read More...

କୋଡିଙ୍ଗା ମାଳିକୁ ନେଇ କଳି, ଚାଲୁଛି ଶୋଭାଯାତ୍ରା,ବାଦ ପ୍ରତିବାଦ ।

ଲକ୍ଷ୍ମୀପୁର,୧୧/୦୪: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରେ ଥିବା କୋଡିଙ୍ଗା ମାଳି କୁ ନେଇ ବ୍ଯକ୍ତି ମାନଙ୍କ ପକ୍ଷରୁ କିଛି ଦିନ ହେଲା ବାଦ ପ୍ରତିବାଦ ଲାଗିରହିଛି। ଯାହାକୁ ନେଇ ଅଞ୍ଚଳରେ ବାତାବରଣ କିଛିଦିନ ହେଲା ସରଗରମ…
Read More...

ଅପ୍ରେଲ ୧୧ ସବୁଠି ଜମିଲା ବିଶ୍ୱ ଛେନାପୋଡ଼ ଦିବସର ଆସର।

ରାଜସୁନାଖଳା,୧୧/୦୪(ପିପିଟି): ସବୁଠି ଜମିଲା ବିଶ୍ୱ ଛେନାପୋଡ଼ ଦିବସ। ଛେନା ପୋଡ଼ କଥା ଆସିଲେ ନିଶ୍ଚିତ ଭାବେ ପାଟିରୁ ଲାଳ ଗଡିଥାଏ। ଛେନା ପୋଡ଼କୁ ଦେଖିଲେ ମନ ହୁଏ ଖାଇବା ପାଇଁ।ଦେଶୀଗାଇ କ୍ଷୀର ଛେନା,ଚିନି ଏବଂ ଅନ୍ୟାନ୍ୟ…
Read More...

ମାରଦା ମନ୍ଦିର ପରିଚାଳନା ପରିଷଦର ବୈଠକ ।

ପୋଲସରା, ୧୦/୦୪(ପିପିଟି):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଚାଳନା ପରିଷଦର ଏକ ବୈଠକ ଏପ୍ରିଲ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା ପରିଷଦର ଉପ ସଭାପତି…
Read More...

ସିଦ୍ଧାର୍ଥ ଡିଗ୍ରୀ କଲେଜରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୧୦/୦୪(ପିପିଟି ):ସାରା ରାଜ୍ୟରେ ଏପ୍ରିଲ ୧ରୁ୧୪ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର…
Read More...

ନକଲି ନୋଟ ଜବତ; ୨ ଗିରଫ ।

ଟିଟିଲାଗଡ,୧୦/୦୪: ଟିଟିଲାଗଡ଼ ଥାନା ଅଞ୍ଚଳରେ ପୂର୍ବରୁ ବହୁବାର ନକଲି ନୋଟ ଜବତ ହୋଇଥିବା ବେଳେ ଆଜି ପୁଣି ଥରେ ନକଲି ନୋଟ ଜବତ ହେବା ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ପୋଲିସ ଟିଟିଲାଗଡ଼ ସହରର ରଘୁନାଥ ପଡା ନିବାସୀ ମହମ୍ମଦ…
Read More...