୧୫ ବର୍ଷ ରୁ କମ୍ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଚମ୍ପିଅନସିପ -୨୦୨୫ , ବିଏସଏ ଉଲୁଣ୍ଡା ଦଳ ଚାମ୍ପିୟାନ ।
ସୁବର୍ଣ୍ଣପୁର ,୧୫/୦୪(ପିପିଟି) : ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମ୍ ମୁଖ୍ୟମନ୍ତ୍ରୀ ଟ୍ରଫି ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚମ୍ପିଅନସିପ ୨୦୨୫ ର ଫାଇନାଲ ଖେଳ ଅନୁଷ୍ଟିତ ହୋଇଯାଇଛି ।…
Read More...
Read More...