ଲଗାତାର ଚଢ଼ାଉ :ଯାଜପୁର ଜିଲ୍ଲାରେ ମାଫିଆ ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି କଲାଣି ଖଣି ବିଭାଗ ।

ଯାଜପୁର,୨୪/୦୫(ପିପିଟି):ଲଘୁ ଖଣିଜ ଲୁଟକୁ ନେଇ ସାରା ରାଜ୍ୟ ଚର୍ଚ୍ଚାରେ ରହିଥିବା ବେଳେ ପୂର୍ବ ସରକାର ସମୟରେ ମାଫିଆ, ରାଜନେତା ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ମିଲିଭଗତ ରେ କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଲୁଟ…
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ।

ପୋଲସରା, ୨୪/୦୫(ପିପିଟି): ପୋଲସରା ସହର ନିକଟ ପାଟିଗଡ଼ ରୋଡ଼ ନିକଟରେ ଥିବା ମା ରତନୀ ଅଟୋ ଚାଳକ ସଂଘ କାର୍ଯ୍ୟାଳୟ ଗୃହ ପରିସରରେ ଶନିବାର ଓଡିଶା ଡ୍ରାଇଭର ମହାସଂଘ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ…
Read More...

ଭିଜିଲାନ୍ସ ଜାଲରେ ହୋମଗାର୍ଡ।

ବୋଲଗଡ଼,୨୪/୦୫(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାରକାନ୍ତ ନାୟକ ଓ ହୋମଗାର୍ଡ ପ୍ରଶାନ୍ତ କୁମାର ସୁନ୍ଦରାୟ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଏକ କେସ ଡାଇରୀରୁ ନାଁ ହଟାଇଦେବା ପାଇଁ…
Read More...

***ଥୁଣ୍ଟା ବୃକ୍ଷର ଆତ୍ମ ଗ୍ଲାନି***

ସଂଧ୍ୟା ଉପଗତ ସେମିତି ନିଶ୍ଚଳରେ ଠିଆ ହୋଇଛି ମଲାଳିଆ ବୁଢ଼ା ଥୁଣ୍ଟା ବୃକ୍ଷ ନାହିଁ ପକ୍ଷୀ କଳରବ ଏକା ଏକା ନିର୍ଜନତା ଏଠି ସ୍ଵାର୍ଥ ପର ସବୁ ବିନା ସ୍ବାର୍ଥରେ ଆପଣର ପର....!! ଏହି ବୃକ୍ଷକୁ କିଏ ରୋପିଥିଲା ବନ…
Read More...

***ତେଲମରା ଗୋଷ୍ଠୀ***

କୌଣସି ସରକାରୀ କାର୍ଯ୍ୟାଳୟ ହେଉ କି ଘରୋଇ ଅନୁଷ୍ଠାନ ହେଉ ସେଠାରେ ତେଲମରା ବ୍ଯକ୍ତି ବିଶେଷଙ୍କର ଉପସ୍ଥିତି ଅନୁଭବ କରିବେ। ବଡବଡୁଆଙ୍କୁ ହାତ ମୁଠାରେ ରଖିବା ପାଇଁଁ ଏହି ଗୋଷ୍ଠୀର ଉତ୍ପତ୍ତି।ତେଲୁଆ ନଥିଲେ କାମଟା…
Read More...

ବନବିଭାଗ ରକ୍ତଦାନ ଶିବିରରୁ ୧୦୧ୟୁନିଟ ରକ୍ତ ସଂଗ୍ରହ ।

ଭଞ୍ଜନଗର, ୨୩/୦୫(ପିପିଟି):ବର୍ତ୍ତମାନ ସମୟରେ ଭଞ୍ଜନଗର ରକ୍ତଭଣ୍ଡାର ରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ…
Read More...

ବିଶ୍ବ କଇଁଛ ଦିବସ ଉପଲକ୍ଷ ପ୍ରଶିକ୍ଷଣ ଶିବିର ।

ମାଲକାନଗିରି,୨୩/୦୫(ପିପିଟି) :ମାଲକାନଗିରି ସ୍ଥିତ ସତୀଗୁଡା ଇକୋ-ପାର୍କ ଠାରେ ବିଶ୍ଵ କଇଁଛ ଦିବସ ଉପଲକ୍ଷେ ମାଲକାନଗିରି ବନ ବିଭାଗ ଓ ଇକୋ- ଓଡିଶାର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…
Read More...

ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ସୁକିନ୍ଦା ବନ୍ଦ; ବନ୍ଦ ସଫଳତା ପାଇଁ ଜନତାଙ୍କୁ ଧନ୍ୟବାଦ : ପ୍ରୀତିରଞ୍ଜନ ।

ଯାଜପୁର,୨୩/୦୫(ପିପିଟି) : ନିର୍ଵାଚନ ପରେ ଶାନ୍ତ ସୁକିନ୍ଦା ଏବେ ଅଶାନ୍ତ ହୋଇପଡିଛି ଏହା ସହିତ ସୁକିନ୍ଦାକୁ କୁହାଯାଏ ସୁନାର ସୁକିନ୍ଦା । ରତ୍ନଗର୍ଭା ସୁକିନ୍ଦା କେଵଳ ରାଜ୍ୟ ନୁହେଁ ଦେଶର ଅନ୍ୟତମ ଅର୍ଥନୈତିକ କେନ୍ଦ୍ରସ୍ଥଳ…
Read More...

ଦାସକାଠିଆ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ ।

ବ୍ରହ୍ମପୁର,୨୩/୦୫(ପିପିଟି) :କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ତରଫରୁ ସଂଘର ଅଷ୍ଟମ ବାର୍ଷିକୋତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ଦାସକାଠିଆ ସମାରୋହ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି…
Read More...

ରବି ଧାନ କ୍ରୟ ନିମନ୍ତେ ଗଡିଲା ଚାଷୀ ସଚେତନତା ପ୍ରଚାର ରଥ।

ଯାଜପୁର,୨୩/୦୫(ପିପିଟି): ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରବିଧାନ ସଂଗ୍ରହ ନିମନ୍ତେ ନିୟନ୍ତ୍ରିତ ବଜାର କମିଟି, ଯାଜପୁର ଆନୁକୁଲ୍ୟରେ ଜିଲ୍ଲାର ଚାଷୀମାନଙ୍କ ସଚେତନତା ନିମନ୍ତେ ପ୍ରଚାର ରଥକୁ ଅତିରିକ୍ତ…
Read More...