ଚାନ୍ଦବାଲି ବୈତରଣୀ ନଦୀରେ ବିରାଟକାୟ ମୃତ କୁମ୍ଭୀର ଠାବ ।
ଚାନ୍ଦବାଲି,୧୦/୦୭:ଭଦ୍ରକ ଜିଲ୍ଲା ଚାନ୍ଦବାଲି ବନଖଣ୍ଡ ଅଧୀନ ବୈତରଣୀ ନଦୀ ଅରଣ୍ୟନିବାସ ନିକଟରେ ଗୁରୁବାର ଏକ ମୃତ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଥିଲା । କୁମ୍ଭୀରର ଲମ୍ବ ୫ ରୁ ୬ ଫୁଟ ହେବ ବୋଲି ଅନୁମାନ କରାଯାଉଛି।…
Read More...
Read More...