ଅନାସ୍ଥା ରେ ହାରିଲେ ବାଲିଛାଇ ପଞ୍ଚାୟତ ସରପଞ୍ଚ ।

ପୋଲସରା ,୧୧/୦୭(ପିପିଟି): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ପଞ୍ଚାୟତର ସରପଞ୍ଚ ସିଲୁ ବେହେରାଙ୍କ ବିରୋଧରେ ଗତ ମାସ ୨୧/୦୬/୨୫ ତାରିଖରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ…
Read More...

ହାଇଡ୍ରୋଜେନ ପେରୋକସାଇଡ୍ ଡ୍ରମ ଫାଟିଲା,ଜୀବନ ବିକଳରେ ଧାଇଁଲେ ଲୋକେ ।

ଭଞ୍ଜନଗର, ୧୧/୦୭(ପିପିଟି):ଭଞ୍ଜନଗର ଥାନା ଜାମପଲ୍ଲୀ ରୋଡ଼ରେ ଥିବା "ଆଇ ବି" ନାମକ ଏକ ବ୍ରୟଲର କୁକୁଡ଼ା ଫାର୍ମ ଅଫସିରେ ଥିବା ହାଇଡ୍ରୋଜେନ ପେରୋସାସଇଡ଼ ଡ୍ରମ ମାତ୍ରାଧିକ ଗ୍ୟାସ ହୋଇ ଫାଟି ଯାଇଥିଲା। ଫଳରେ ସେଠିକାର…
Read More...

ଅଙ୍ଗନୱାଡ଼ି କେନ୍ଦ୍ରରେ ଭୋଜନର ମାନ ଯାଞ୍ଚ୍ କଲେ କାଉନସିଲର୍ ।

ବେଲଗୁଣ୍ଠା, ୧୧/୦୭(ପିପିଟି) : ରାଜ୍ୟରେ ଅଙ୍ଗନୱାଡି ଶିଶୁଙ୍କର ବୌଦ୍ଧିକ ଏବଂ ମାନସିକ ବିକାଶ ପାଇଁ ସରକାରଙ୍କ ତରଫରୁ ପୋଷଣଯୁକ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ଏକ ନମ୍ଵର୍…
Read More...

ଲଗାଣ ବର୍ଷା ପାଇଁ ପନିପରିବା ଦର ଆକାଶ ଛୁଆଁ।

ବୋଲଗଡ଼,୧୧/୦୭(ପିପିଟି): ବଜାରରେ ପରିବାର ଦର ଆକାଶଛୁଆଁ ରହିଥିବା ହେତୁ ବଜାରକୁ ଯିବା ପାଇଁ ଲୋକମାନେ ଭୟ କରୁଛନ୍ତି। ସତେ ଯେପରି ପରିବା ବଜାରରେ ନିଆଁ ଲାଗିଛି। କିଣିବେ କଣ ଲଗାଣ ବର୍ଷା ଏବଂ ଷ୍ଟିୟିରିଂ ଛାଡ ଆନ୍ଦୋଳନ…
Read More...

ସ୍ୱାଧୀନତା ପରେ ବି ବଦଳିନି ଗାଁର ରାସ୍ତା ।

ବୌଦ୍ଧ,୧୧/୦୭ : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସୁଧୁରୁନି ଗାଁର ଅବସ୍ଥା । ରାସ୍ତା ପାଲଟିଛି ମରଣଯନ୍ତା । ବର୍ଷା ଦିନରେ କାଦୁଅ ପଚ ପଚ ରାସ୍ତା ଯୋଗୁଁ ଅତ୍ୟନ୍ତ ଦୟନୀୟ ହୋଇ ପଡିଛି ରାସ୍ତା ଅବସ୍ଥା । ଅନେକ ବର୍ଷ ଧରି…
Read More...

ବେତକୁ କେବେ ମିଳିବ ବର୍ଦ୍ଧିତ ଭତ୍ତା।

ହରଭଙ୍ଗା,୧୧/୦୭:ସରକାର ସାମାଜିକ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ୮୦ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧ,ବୃଦ୍ଧା ବିଧବା ହିତାଧିକାରୀଙ୍କ ସହିତ ୮୦ ପ୍ରତିଶ୍ରତରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମଙ୍କ ପାଇଁ ଗତ ଜାନୁୟାରୀ ମାସରୁ ବର୍ଦ୍ଧିତ ଭତା…
Read More...

ସବୁ ବଙ୍ଗାଳି ବାଂଲାଦେଶୀ ନୁହଁନ୍ତି : ବାମପନ୍ଥୀ ଦଳ ।

ଭୁବନେଶ୍ୱର,୧୧/୦୭(ପିପିଟି): ବି.ଜେ.ପି କ୍ଷମତାକୁ ଆସିବା ପରେ ସାରା ଦେଶରେ ସlଧାରଣ ନାଗରିକଙ୍କ ଧମକାଇବା ଡରାଇବା ସହ ନିର୍ଯାତନା ଦେବା ସୀମା ଟପିଛି । ଏବେ ଓଡ଼ିଶାରେ ଅନୁପ୍ରଦେଶକାରୀଙ୍କୁ ଧରପଗଡ ନାଁ ରେ ପଡୋଶୀ…
Read More...

ପିପୁଲସ କଲେଜରେ ଷ୍ଟାର୍ଟଅଫ ଓଡିଶା ପ୍ରୋଗ୍ରାମ

ପୋଲସରା,୧୦/୦୭(ପିପିଟି) : ବୁଗୁଡା ପିପୁଲସ କଲେଜର ସମ୍ମିଳନୀ କକ୍ଷରେ ଜୁଲାଇ ୧୦ ତାରିଖ ଦିନ ଷ୍ଟାର୍ଟ ଅଫ ଓଡିଶା ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଏହି ନବଚିନ୍ତନ ଓ ସମସ୍ୟା ସମାଧାନ କୌଶଳ ବୃଦ୍ଧି ନିମନ୍ତେ ମାନସ ମନ୍ଥନ…
Read More...