ପୂର୍ବତନ ବିଧାୟକ ବିଶ୍ୱନାଥ ସାହୁଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ।

ବ୍ରହ୍ମପୁର,୧୨/୦୭(ପିପିଟି): ପୂର୍ବତନ ବିଧାୟକ, କୃଷକ ନେତା, କମ୍ରେଡ ବିଶ୍ୱନାଥ ସାହୁଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ବ୍ରହ୍ମପୁର ଠାରେ ଶନିବାର ଅନୁଷ୍ଠିତ ହୋଯାଇଅଛି। ଏଥିରେ ବିଶିଷ୍ଟ ସାମ୍ବାଦିକ ଓ କୃଷି ବିଶେଷଜ୍ଞ ପି.…
Read More...

ରାସ୍ତା କଡ଼ ବିଲକୁ ଖସିଲା ଆଳୁ ବୋଝେଇ ଟ୍ରକ,ବର୍ତ୍ତିଲେ ଡ୍ରାଇଭର ହେଲ୍ପର ।

କୋଦଳା,୧୨/୦୭(ପିପିଟି):କୋଦଳା ଠାରୁ ଆସିକା ମୁଖ୍ୟ ରାସ୍ତାକଡ଼ ରେ ଏକ ଆଳୁ ବୋଝେଇ ଟ୍ରକ ଓଲଟି ପଡିଯାଇଥିବା ଦେଖିବାକୁ ମିଳିଛି ।ପ୍ରତ୍ୟକ ଦିନ ଭଳି ଆଜି ଭୋର ୫ ଟା ରେ ପଶ୍ଚିମ ବଙ୍ଗ ଖଡ଼ଗପୁର ଠାରୁ ବୁଗୁଡ଼ା କୁ ଆଳୁ…
Read More...

ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ।

ଯାଜପୁର,୧୩/୦୭(ପିପିଟି): ଆଜି ଅପରାହ୍ନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ମହାବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାନ୍ୟବର…
Read More...

କ୍ୟାରିଅର କାଉଁସିଲିଙ୍ଗ କାର୍ଯ୍ଯକ୍ରମ ଅନୁଷ୍ଠିତ ।

ବେଗୁନିଆପଡା,୧୨/୦୭(ପିପିଟି): ଶନିବାର ଦିବା ୧୨ ଘଣ୍ଟ ସମୟରେ କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ଶେଷ ବର୍ଷ ଏବଂ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ଭବିଷ୍ୟତ ମାର୍ଗ ଦର୍ଶନ…
Read More...

ତଥାକଥିତ ସାମାଜିକ କର୍ମୀଙ୍କ ନାଆଁ ରେ ହତ୍ୟା ଉଦ୍ୟମ ଅଭିଯୋଗ : ଥାନାରେ ଏତଲା ଦେଲେ ସ୍ତ୍ରୀ ।

ସୁକିନ୍ଦା,୧୧/୦୭(ପିପିଟି)::ସୁକିନ୍ଦା ଥାନା ମୂଳଖମ୍ବ ଗାଁ ର ଜନୈକ ମହିଳା ତାଙ୍କୁ ତାଙ୍କ ସ୍ଵାମୀ ଗଳା ଚିପି ହତ୍ୟା ଉଦ୍ୟମ କରୁଥିବାର ଅଭିଯୋଗ ଆଣିଛନ୍ତି ।ଆଜି ସୁକିନ୍ଦା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଏହି ଥାନା…
Read More...

ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା କର୍ମଶାଳା ।

ଯାଜପୁର,୧୧/୦୭(ପିପିଟି): ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶ୍ରମ କମିଶନର ସତ୍ୟ ନାରାୟଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା କର୍ମଶାଳା…
Read More...

ଅନାସ୍ଥା ରେ ହାରିଲେ ବାଲିଛାଇ ପଞ୍ଚାୟତ ସରପଞ୍ଚ ।

ପୋଲସରା ,୧୧/୦୭(ପିପିଟି): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ପଞ୍ଚାୟତର ସରପଞ୍ଚ ସିଲୁ ବେହେରାଙ୍କ ବିରୋଧରେ ଗତ ମାସ ୨୧/୦୬/୨୫ ତାରିଖରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ…
Read More...

ହାଇଡ୍ରୋଜେନ ପେରୋକସାଇଡ୍ ଡ୍ରମ ଫାଟିଲା,ଜୀବନ ବିକଳରେ ଧାଇଁଲେ ଲୋକେ ।

ଭଞ୍ଜନଗର, ୧୧/୦୭(ପିପିଟି):ଭଞ୍ଜନଗର ଥାନା ଜାମପଲ୍ଲୀ ରୋଡ଼ରେ ଥିବା "ଆଇ ବି" ନାମକ ଏକ ବ୍ରୟଲର କୁକୁଡ଼ା ଫାର୍ମ ଅଫସିରେ ଥିବା ହାଇଡ୍ରୋଜେନ ପେରୋସାସଇଡ଼ ଡ୍ରମ ମାତ୍ରାଧିକ ଗ୍ୟାସ ହୋଇ ଫାଟି ଯାଇଥିଲା। ଫଳରେ ସେଠିକାର…
Read More...