ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ: ସର୍ଚ୍ଚ ଅପରେସନ ଜାରୀ ।

ବାଲିଗୁଡା, ୧୩/୦୬:(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲ ଅଞ୍ଚଳରେ ମାଓ ସଙ୍ଗଠନ ଏକତ୍ରିତ ହେଉଥିବା ନେଇ ଗୁଇନ୍ଦା ପକ୍ଷରୁ ମିଳିଥିବା ସୂଚନାକୁ ଆଧାର କରି ଖମଣଖୋଲ ପଞ୍ଚାୟତର କାନିବାଲି ଗାଁ…
Read More...

ଏକ ବିବାଦୀୟ ପ୍ରଶ୍ନ, ରଜ ଦୋଳି ଗୀତର ଲେଖକ କିଏ ସେ ?

ଖୋର୍ଦ୍ଧା,୧୩/୦୬(ପିପିଟି) :ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ। ଏହି ଗୀତଟି ସାରା ଓଡିଶାର ପୁରପଲ୍ଲୀରେ ବେଶ୍ ପ୍ରଭାବ ବିସ୍ତାର କରିବା ସହିତ ବେଶ୍ ପରିଚିତ ହୋଇପାରିଛି। ତେବେ…
Read More...

ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ପକ୍ଷ ପାଳନ ।

ଯାଜପୁର,୧୩/୦୬(ପିପିଟି): ଆଜି ୧୫ ଦିନ ବ୍ୟାପି ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ ଅବସରରେ ଜିଲ୍ଲା ଶ୍ରମ ବିଭାଗ , ଯାଜପୁର ତଥା ଜିଲ୍ଲା ପ୍ରଶାସନ, ଯାଜପୁରଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାପାଳ,ଯାଜପୁରଙ୍କ…
Read More...

ମନ୍ଦିର ହୁଣ୍ଡୀ ଭାଙ୍ଗି ଲୁଟିଲେ ଦୁର୍ବୁର୍ତ୍ତ ।

କୋଦଳା,୧୩/୦୬(ପିପିଟି): ଗୁରୁବାର ବିଳମ୍ବିତ ରାତ୍ର ରେ କୋଦଳା ଏନଏସି ୧ ନମ୍ବର ୱାର୍ଡ ବି. ନୂଆପଲୀ ଗ୍ରାମର ଠାକୁରାଣୀ ମନ୍ଦିର ହୁଣ୍ଡୀ ଭାଙ୍ଗି ମହଜୁଦ ଥିବା ଦକ୍ଷିଣା ଟଙ୍କା କୁ କେଉଁ ଦୁର୍ବୁର୍ତ୍ତ ନେଇଯାଇଥିବା…
Read More...

ଦୁଇ ହାଡକୋର ମାଓବାଦୀ ଗିରଫ,ମାଓ ସାମଗ୍ରୀ ଜବତ ।

ମାଲକାନଗିରି,୧୩/୦୬(ପିପିଟି) :ମାଲକାନଗିରି ଜିଲ୍ଲା ପୋଲିସ ଦୁଇ ଜଣ ହାଡ୍‌କୋର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ତା ପ୍ରାପ୍ତ କରିଛି। ଏହା ବ୍ୟତିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏ ସମ୍ପର୍କରେ…
Read More...

ମହିଳା ସଶକ୍ତିକରଣ ସମ୍ମିଳନୀ ଆୟୋଜିତ ।

ମାଲକାନଗିରି, ୧୩/୦୬(ପିପିଟି) :ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀତାକୁ ରାଜ୍ୟ ସରକାର ଗୁରୁତ୍ବ ପ୍ରଦାନ କରୁଛନ୍ତି। ମହିଳାଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ…
Read More...

କୁଲାଡ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ।

ଭଞ୍ଜନଗର, ୧୩/୦୬(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ଼ରେ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରଶାସନିକ ବୈଠକ ଗୁରୁବାର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ…
Read More...

ତୀର ବିନ୍ଧିବା ଯୋଗୁଁ ଜଣେ ଆହାତ,ଅଭିଯୁକ୍ତ ଗିରଫ ।

ମାଲକାନଗିରି ,୧୨/୦୬(ପିପିଟି) :ରାସବେଡା ପଞ୍ଚାୟତର ପାଲକାଗୁଡା ଗ୍ରାମରେ ଗତ ୮ ତାରିଖ ଦିନ କୌଣସି କାରଣରୁ ଉକ୍ତ ଗ୍ରାମରେ ରହୁଥିବା ଶ୍ରୀପତି ମୁଦୁଲୀ ଏବଂ ହାଡ଼ି ମୁଦୁଲୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ…
Read More...

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ନେଇ ବିକାଶ ମେଳା ।

ମାଲକାନଗିରି, ୧୨/୦୬(ପିପିଟି) :ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ବିକାଶ ମେଳାର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା…
Read More...

ଯାଜପୁର ଠାରେ ବିକାଶ ବାହାନ ଯାତ୍ରାର ଶୁଭାରମ୍ଭ ।

ଯାଜପୁର,୧୨/୦୬(ପିପିଟି): ଆଜି ପୂର୍ବାହ୍ନ ରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ବ୍ଲକ ପ୍ରଶାସନ ଆନୁକୂଲ୍ୟରେ 'ବିକାଶ ବାହାନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର…
Read More...