ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ପଞ୍ଚାୟତରେ ବୁଲୁଛି ବିକାଶ ବାହନ ରଥ।

ପୋଲସରା ,୧୬/୦୬(ପିପିଟି) : ପୋଲସରା ବ୍ଲକର ବେଲଗାଁ , ବୁଢେଇଶୁଣୀ ଓ ସୋଡକ ଭଳି ତିନି ପଞ୍ଚାୟତରେ ବୁଲିଲା ସରକାରଙ୍କ ବିକାଶ ବାହନ ସଚେତନତା ରଥ। ଆଜି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଙ୍କ…
Read More...

ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଯାପିତ ।

ମାଲକାନଗିରି,୧୬/୦୬(ପିପିଟି) :ମାଲକାନଗିରି ଇଣ୍ଡୋର ଷ୍ଟାଡିୟମ ଠାରେ ପ୍ରଥମ ଥର ପାଇଁ ଚତୁର୍ଥ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।ଏହି ବ୍ୟାଡମିଣ୍ଟନ ଚମ୍ପିୟାନସିପ୍…
Read More...

ବିକାଶମେଳା ମଣ୍ଡପରେ ‘ପ୍ରହ୍ଲାଦନାଟକ’ ପ୍ରଦର୍ଶନ ଓ ପରିଶୀଳନ କର୍ମଶାଳା ।

ବ୍ରହ୍ମପୁର,୧୬/୦୬(ପିପିଟି) : ଗଞ୍ଜାମ ଜିଲ୍ଲା ଲୋକନାଟ୍ୟ ପରମ୍ପରାରେ 'ପ୍ରହ୍ଲାଦନାଟକ' ବା 'ରଜାନାଟକ' ଏକ ଲୋକପ୍ରିୟ ପ୍ରଦର୍ଶନଶୀଳ କଳା ରୂପେ ସ୍ବୀକୃତିଲାଭ କରିଛି । ଜଳନ୍ତରଗଡ଼ ଏହି ଲୋକନାଟକର ଏନ୍ତୁଡ଼ିଶାଳ । ଜଳନ୍ତର…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ; ଥାନାରେ ଏତଲା।

ପୋଲସରା,୧୬/୦୬ (ପିପିଟି) :ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୋଲସରା ଥାନା ଅନ୍ତର୍ଗତ ଛଞ୍ଚାଣିଆ ପଲ୍ଲୀ ଗ୍ରାମ ର ପଣ୍ଡି ବେହେରା ଙ୍କୁ ସେହି ଗ୍ରାମର ପଞ୍ଚୁ ବେହେରା ଓ ତାଙ୍କ ପରିବାର ର ଅନ୍ୟ ମାନେ ମାରଣାସ୍ତ୍ର ସାହାଯ୍ୟରେ…
Read More...

ଚିକିତ୍ସାରେ ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ ।

ମାଲକାନଗିରି,୧୬/୦୬(ପିପିଟି) :ଗତ କାଲି ଅପରାହ୍ନ ସମୟରେ ଏକ ୫ ବର୍ଷର ଶିଶୁକନ୍ୟା ଖେଳିବା ସମୟରେ ପଡିଯାଇ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ୪.୪୫ ସମୟରେ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି…
Read More...

ମୋଟରସାଇକେଲ୍ ଦୁର୍ଘଟଣାରେ ଯୁବକ ଗୁରୁତର ।

ବେଲଗୁଣ୍ଠା,୧୬/୦୬(ପିପିଟି) : ଆଜି ସକାଳେ ଏକ ମୋଟରସାଇକେଲ୍ ଦୁର୍ଘଟଣାରେ ବେଲଗୁଣ୍ଠା ଅଞ୍ଚଳର ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଆଜି ସକାଳ ୧୧…
Read More...

ରଜ ପାଳିଲେ ସଫେଇ କର୍ମୀ ।

ଭୁବନେଶ୍ବର,୧୬/୦୬: ଭୁବନେଶ୍ବର ମହାନଗର ନିଗମର ବୈଭବ କେନ୍ଦ୍ର ଟିଟିଏସ୍ ଠାରେ ବି.ଏମ୍. ସି ପକ୍ଷରୁ ଯାକଜମକରେ ପାଳିତ ହୋଇଛି ଭିନ୍ନ ସ୍ଵାଦର ରଜ ମହୋତ୍ସବ । ଏହି ମହୋତ୍ସବରେ ମେୟର ସୁଲୋଚନା ଦାସ, ଷ୍ଟାଣ୍ଡିଂ କମିଟି…
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ।

ଭଞ୍ଜନଗର, ୧୬/୦୬(ପିପିଟି):ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ଗୃହ ଠାରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକର ସମସ୍ତ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ସଭାପତି ବିଭୁତି ଭୂଷଣ ଜେନାଙ୍କ…
Read More...

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ଦାବି ।

ଭଞ୍ଜନଗର, ୧୬/୦୬(ପିପିଟି) : ଭଞ୍ଜନଗର ଠାରେ ମିଳିତ ଜନ ଶୁଣାଣି ଶିବିରରେ ଘୁମୁସର ବିକାଶ ପରିଷଦ ତରଫରୁ ସୋମନାଥ ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ରବି ନାରାୟଣ ସାମନ୍ତ ବ୍ରହ୍ମପୁର - ରେଢ଼ାଖୋଲ ରେଳପଥ ନିର୍ମାଣକୁ ତ୍ୱରାନ୍ୱିତ…
Read More...

ମିଳିତ ଜନ ଶୁଣାଣୀରେ ୧୮୪ ଅଭିଯୋଗ ପତ୍ର ଗ୍ରହଣ ।

ଭଞ୍ଜନଗର, ୧୬/୦୬(ପିପିଟି) :ଭଞ୍ଜନଗରରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗର ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା,ଭଞ୍ଜନଗର ଅତିରିକ୍ତ…
Read More...