ବେଗୁନିଆପଡା ଥାନା ବି ନୂଆଁପଲ୍ଲୀରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା ଅଭିଯୋଗ ।

କୋଦଳା,୦୧/୦୭(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ରେ ଏକ ଚାଞ୍ଚଲ୍ୟକର ଲୋମ ହର୍ଷଣ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାଇ ବେଗୁନିଆପଡା ଥାନା କେ ବରିଡା ପଞ୍ଚାୟତ ବି ନୂଆଁପଲ୍ଲୀରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା…
Read More...

ବିଧାୟକଙ୍କ ଦ୍ଵାରା ମେଡ଼ିକାଲରେ ମିଶନ ଶକ୍ତି କାଫେ ଉଦଘାଟିତ ।

ଭଞ୍ଜନଗର, ୦୧/୦୭(ପିପିଟି):ରୋଗୀଙ୍କ ସେବାରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆଜି ମିଶନ୍ ଶକ୍ତି କାଫେ ଉଦଘାଟିତ ହୋଇଯାଇଛି।ଏଥିରେ ଉଦଘାଟକ ତଥା ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,…
Read More...

କନକଦୂର୍ଗା ବିଦ୍ୟାପୀଠର ବିଦାୟୀ ଶିକ୍ଷକମାନଙ୍କ ସେବାନିବୃତ୍ତ ସମାରୋହ।

ପୋଲସରା ,୩୦/୦୬(ପିପିଟି):ଆଜି ପୋଲସରା ବ୍ଲକ୍ ବେଲଗାଁ ପଞ୍ଚାୟତ ମଧୁସୂଦନପୁର ସ୍ଥିତ କନକଦୂର୍ଗା ବିଦ୍ୟାପୀଠର ବିଦାୟୀ ଶିକ୍ଷକମାନଙ୍କ ସେବାନିବୃତ୍ତ ସମାରୋହ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ…
Read More...

କୃଷକଙ୍କୁ ପର୍ଯ୍ୟାପ୍ତ ବଜାର ସୁବିଧା ସହ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ, ବଳକା ଶସ୍ୟର ସୁରକ୍ଷା ଆମର ପ୍ରାଥମିକତା…

ଭୁବନେଶ୍ୱର,୩୦/୦୬: ଆଜି ଲୋକସେବା ଭବନରେ ଶୀତଳ ଭଣ୍ଡାର ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଏକ ବୈଠକ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କୃଷି ଏକ ଅବିରତ ପ୍ରୟାସ । ଏହା…
Read More...

ଘଞ୍ଚ ଜଙ୍ଗଲରେ ମାଓବାଦୀ -ସୁରକ୍ଷା କର୍ମୀ ଗୁଳି ବିନିମୟ : ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ ।

ବାଲିଗୁଡା, ୩୦/୦୬(ପିପିଟି): ମାଓ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲା ପୁଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ ହୋଇଛନ୍ତି। ଏଥିସହ…
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ।

ବାଲିଗୁଡା,୩୦/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଅନ୍ତର୍ଗତରେ ଥିବା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ତୁଲାଇ ଆସୁଥିବା ଦୈତାରୀ ପରିଡ଼ା ସୋମବାର ୩୦ ତାରିଖ ଦିନ…
Read More...

ବରାହ ବେଶ ଓ ନାରାୟଣ ବେଶରେ ଦର୍ଶନ ଦେଲେ ଜଗନ୍ନାଥ ।

ବେଲଗୁଣ୍ଠା, ୩୦/୦୬(ପିପିଟି):ବେଲଗୁଣ୍ଠାର ଶ୍ରୀଜଗନ୍ନାଥ ମହାପ୍ରଭୁ ମାଉସୀମା' ମନ୍ଦିରରେ ପହଞ୍ଚବା ପରେ ଦ୍ୱିତୀୟ ଦିନ ପେଣ୍ଠ ସାହି ରେ ବରାହ ଅବତାରରେ ଭକ୍ତଙ୍କୁଦର୍ଶନ ଦେଇଛନ୍ତି। ସେହିପରି ବାଲିଡ଼ି ସାହିରେ ଜଗନ୍ନାଥ…
Read More...

ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର ।

ବେଗୁନିଆପଡା,୩୦/୦୬(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବେଗୁନିଆପଡା ସ୍ଥିତ କଳିଙ୍ଗ ବୈଶ୍ୟ ଭବନ ପରିସରରେ ଏକ ସ୍ବେଛାକୃତ…
Read More...

ଲଗାଣ ବର୍ଷାରେ ଉଜୁଡିଛି ଧାନତଳି,ଚିନ୍ତାରେ ଚାଷୀ ।

ଭଦ୍ରକ,୩୦/୦୬ : ଲାଗିରହିଥିବା ଲଗାଣ ବର୍ଷା କାରଣରୁ ଗରମରୁ ଆଶ୍ୱସ୍ଥି ମିଳିଛି ସିନା ଧାନଚାଷୀମାନଙ୍କ ପାଇଁ ଆଣିଦେଇଛି ଦ୍ୱିଗୁଣ ଦୁଃଖ । ବର୍ଷ ଆରମ୍ଭରୁ ଚାଷି ଉପରେ ଦୈବି ଚଡକକୁ ନେଇ ସବୁଠି ଧାନଚାଷ ପାଇଁ ଆଶଙ୍କା…
Read More...

ଦଶରଥପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୩୦/୦୬(ପିପିଟି) : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଦଶରଥପୁର ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି…
Read More...