ପୋଲସରାରେ ତାଲୁକା ଆଇନ ସେବା ପ୍ରାଧିକରଣ ପୋଲସରା ପକ୍ଷରୁ ବନମହୋତ୍ସବ ପାଳିତ।
ପୋଲସରା୧୦/୦୭(ପିପିଟି) ଆଜି ତାଲୁକା ଆଇନ ସେବା ପ୍ରାଧିକରଣ ପୋଲସରାଙ୍କ ପକ୍ଷରୁ ବନମହୋତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୋଲସରା ବିଚାର…
Read More...
Read More...