“କଳା କାହ୍ନୁ ମୋର କାଳିଆ ସୁନା” ନାଟକ ମଞ୍ଚସ୍ଥ ।

କୋଦଳା,୦୭/୦୭(ପିପିଟି): ପବିତ୍ର ଆଷାଢୀ ଏକାଦଶୀ ଅବସରରେ ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଫାସି ମାଣିକେଶ୍ୱର ଯୁବ ନାଟ୍ୟ ସଂସଦର କଳାକାର ମାନଙ୍କ ଦ୍ବାରା "କଳା କାହ୍ନୁ ମୋର କାଳିଆ ସୁନା" ନାଟକ ମଂଚସ୍ଥ ହୋଇଯାଇଛି। ନାଟକକୁ…
Read More...

ସାଙ୍କୁଡ଼ାରେ ବନ ମହୋତ୍ସବ ପାଳିତ ।

କୋଦଳା୦୭/୦୭(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଧବଳେଶ୍ଵର ବିଦ୍ୟାପୀଠ ସାଙ୍କୁଡା ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦେବରାଜ ମହାପାତ୍ରଙ୍କ ପୌରହିତ୍ଯ ରେ ଅନୁଷ୍ଠିତ…
Read More...

ଦାରିଙ୍ଗବାଡିରେ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ:ଷ୍ଟ୍ରବେରୀ-ହଳଦୀ-କଫି ପ୍ରକ୍ରିୟାକରଣ ହେବ…

ବାଲିଗୁଡା, ତା, ୦୭/୦୭:(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା ଆଇଏଏସ୍‌ ମୋନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ି ଗସ୍ତରେ ଆସିଥିଲେ।…
Read More...

କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ତିନି ହାର୍ଡକୋର୍ ମାଓବାଦୀ ।

କନ୍ଧମାଳ, ୦୭/୦୭(ପିପିଟି): ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ମିଳିଛି ଆଉ ଏକ ସଫଳତା। ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ। ଏନେଇ ସୋମବାର କନ୍ଧମାଳ ଜିଲ୍ଲା…
Read More...

ତାଲୁକ୍ ଆଇନ ସେବା କମିଟି, ଭଞ୍ଜନଗର ତରଫରୁ ଆଇନ ସଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଭଞ୍ଜନଗର, ୦୬/୦୭(ପିପିଟି) : ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ରବିବାର ମା' ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟ,ଜିଲୁଣ୍ଡୀ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ "କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା…
Read More...

ଉତ୍କଳ ବେଲମା ସମାଜ ଚାରି ତାଲୁକା ବୈଠକ ।

ପୋଲସରା,୦୬/୦୭ (ପିପିଟି) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର, ଆସ୍କା ରୋଡ଼ରେ ଅବସ୍ଥିତ ଜ୍ୟୋତି ଲକ୍ଷ୍ମୀ ଫିଲିଙ୍ଗ ଷ୍ଟେସନ ନିକଟସ୍ଥ ଫରେଷ୍ଟ ପାର୍କରେ ଜୁଲାଇ ୬ ତାରିଖ ଦିନ ଉତ୍କଳ ବେଲମା ସମାଜର…
Read More...

କାର ଦୁର୍ଘଟଣାରେ ଜଣେ ଗୁରୁତର ।

ଭଞ୍ଜନଗର, ୦୬/୦୭(ପିପିଟି):ଭଞ୍ଜନଗର ସହରତଳି ଲଣ୍ଡେଇସାହି ସତ୍ୟସାଇ ମନ୍ଦିର ନିକଟରେ ଆଜି ମଧ୍ୟାହ୍ନ ସମୟରେ ଗୋଟେ ଆର୍ଟିକା କାର ଏକ ଦୋକାନ ଭିତରେ ପଶିଯାଇଥିଲା। ଫଳରେ ଦୋକାନ ସମ୍ମୁଖରେ ବସିଥିବା ଭଞ୍ଜନଗର ତହସିଲ…
Read More...

ବାଇପାସ୍ ରାସ୍ତାନିର୍ମାଣ ରାଜସୁନାଖଳା ଟ୍ରାଫିକ୍ ସମସ୍ୟାକୁ ନିଶ୍ଚିତ ଦୁରକରିପାରିବ।

ବୋଲଗଡ଼ ,୦୬/୦୭(ପିପିଟି): ଦିନକୁ ଦିନ ବୃଦ୍ଧି ପାଉଛି ଜନସଂଖ୍ୟା, ରାସ୍ତା ମଧ୍ୟ ଚଉଡା ହେଉଛି କିନ୍ତୁ ଗାଡି ସଂଖ୍ୟା ବୃଦ୍ଧି ଯୋଗୁଁ ଦେଖାଯାଉଛି ଟ୍ରାଫିକ୍ ସମସ୍ୟା।ନୟାଗଡ଼ ଜିଲ୍ଲ ଓ ଖୋର୍ଦ୍ଧା ଜିଲ୍ଲାର ମଧ୍ୟରେ…
Read More...

ପୋଲସରା ବ୍ରାହ୍ମଣ ସାହି ସହିତ ବିଭିନ୍ନ ଗ୍ରାମରେରେ ବାହୁଡା଼ ଯାତ୍ରା।

ପୋଲସରା ,୦୫/୦୭(ପିପିଟି) : ଆଜି ବିଶ୍ୱ ନୀୟନ୍ତା ଶ୍ରୀଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ବହୁ ଆଡମ୍ବର ସହକାରେ ପୋଲସରା ବ୍ରାହ୍ମଣ ସାହି ସହିତ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହୋଇଛି। ସକାଳୁ ନିତି କାନ୍ତି ଅନୁସାରେ ଠାକୁରଙ୍କ…
Read More...

ଜୀବନ ଦ୍ୟୁତୀ ଏଜୁକେଶନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ, ଜୀବନ ଧାରା ପରିବାର,ସୁମଣ୍ଡଳ ବନବିଭାଗ ଓ ଛାତ୍ର ମାନଙ୍କ ପକ୍ଷରୁ…

କୋଦଳା,୦୫/୦୭(ପିପିଟି): ବନ ମହୋତ୍ସବ ସପ୍ତାହ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଜୀବନ ଦ୍ୟୁତୀ ଏଜୁକେଶନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ, ଜୀବନ ଧାରା ପରିବାର ଓ ସୁମଣ୍ଡଳ ବନବିଭାଗ ମିଳିତ ଆନୁକୂଲ୍ୟରେ ଅଙ୍ଗାରଗାଁ ଠାରୁ…
Read More...