ସ୍କୁଲ ହତାରୁ ନର କଙ୍କାଳ ଠାବ, ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ।

ବୋଲଗଡ଼,୨୩/୦୭(ପିପିଟି) :ବାଙ୍କୀ ବୈଦେଶ୍ଵର ଥାନା ଅଧିନସ୍ତ କଳାପଥର ଧଳାପଥର ଉଚ୍ଚ ବାଳକ ବିଦ୍ୟାଳୟର ହତା ମଧ୍ୟରେ ରହିଥିବା ପାଚେରୀ କଡ଼ ବରଗଛ ନିକରୁ ଠାବ ହୋଇଛି ନର କଙ୍କାଳ। ଘଟଣା ସ୍ଥଳରେ ଖବରପାଇ ବୈଦେଶ୍ଵର ପୋଲିସ…
Read More...

ଦଣ୍ଡଯାତ୍ରା-୨୦୨୬ରେ ସାମାଜିକ ନାଟକକୁ ନେଇ ଟଣାଓଟରା ।

ଭଞ୍ଜନଗର, ୨୩/୦୭(ପିପିଟି):ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଭାବେ ଦଣ୍ଡଯାତ୍ରା ଅନ୍ୟତମ।ହେଲେ ସମୟ ସହ ତାଳ ଦେଇ ବର୍ତ୍ତମାନ ଦଣ୍ଡଯାତ୍ରାରେ ଆଧୁନିକତାର ପ୍ରବେଶ ହୋଇଛି।ତେଣୁ ଯାତ୍ରା ସମୟରେ ମାଆ ଦଣ୍ଡକାଳୀଙ୍କର ସକାଳ…
Read More...

ଗୁଡୁ ମୃତ୍ୟୁ ଘଟଣା ,୫ ଅଭିଯୁକ୍ତ ଗିରଫପରେ କୋର୍ଟ ଚାଲାଣ କଲା ପୁଲିସ ।

ପୋଲସରା ୨୩/୭(ପିପିଟି):ପୋଲସରା ଥାନା ନିକଟ କଳମ୍ବ ସାହି ଛକ ସ୍ଥିତ ଏକ ପରିବା ଦୋକାନରେ ମଙ୍ଗଳବାର ସକାଳେ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡରେ ଗୁଡ଼ୁ ଓରଫ ରାକେଶ ପ୍ରଧାନ ମୃତ୍ୟୁବରଣ କରିଛି ।…
Read More...

ବିଶ୍ୱ ମୂଳନିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ।

ମାଲକାନଗିରି,୨୩/୦୭(ପିପିଟି) :ମାଲକାନଗିରି, ବିଶ୍ୱ ମୂଳନିବାସୀ ଦିବସ ଉତ୍ସବ ଅଗଷ୍ଟ ୦୯ ରେ ଧୁମଧାମରେ ପାଳନ କରିବା ସକାଶେ ଆଜି ମାଲକାନଗିରି ସଦର କୁମୁଟିଗୁଡା ସ୍ଥିତ ଆଦିବାସୀ କମ୍ୟୁନିଟି ଗୃହରେ ଜିଲ୍ଲା ମୂଳନିବାସୀ ସଂଘ…
Read More...

ବଜ୍ରାଘାତରେ ଜଣେ ପୁରୁଷ ଓ ଜଣେ ମହିଳା ମୃତ ।

ଭଞ୍ଜନଗର, ୨୩/୦୭(ପିପିଟି):ଆଜି ଅପରାହ୍ଣ ସମୟରେ ଭଞ୍ଜନଗ ଓ ଏହାର ଆଖପାଖ ଅଞ୍ଚଳରେ ଘନ ଘନ ବଜ୍ରାଘାତ ସହ ଦୀର୍ଘ ସମୟ ଧରି ପ୍ରବଳ ବର୍ଷା ହୋଇଥିଲା।ଯାହା ଦ୍ୱାରା ବାହାରେ ଥିବା ଲୋକମାନେ ଓ ଜୀବଜନ୍ତୁ କେହି କୁଆଡ଼େ ସୁରକ୍ଷିତ…
Read More...

ଜାତୀୟ ମାଗାଜିନରେ କେଜିବିଭି ଛାତ୍ରୀ ବିଭୂତିଙ୍କ ସଫଳ କାହାଣୀ ।

ମାଲକାନଗିରି, ୨୩/୦୭(ପିପିଟି) :ଜାତୀୟ ସ୍ତରୀୟ ମାଗାଜିନ୍ ରେ ସ୍ଥାନ ପାଇବ କେଜିବିଭି ଛାତ୍ରୀଙ୍କ ସଫଳତାର କାହାଣୀ । ଜାତୀୟସ୍ତରୀୟ ହାଣ୍ଡବଲ୍ ଖେଳାଳୀ ବିଭୂତି ମୁଣ୍ଡାଗାଡ଼ିଆଙ୍କ ସଫଳତାର କାହାଣୀ ଜାତୀୟସ୍ତରୀୟ ମାଗାଜିନ୍…
Read More...

ବଜ୍ରାଘାତରେ ଛେଳି ଚରାଳି ଗୁରୁତର ।

ବେଲଗୁଣ୍ଠା, ୨୩/୦୭(ପିପିଟି):ବେଲଗୁଣ୍ଠା ଗୋଲା ସାହିର ଜି ସନ୍ତୋଷ ଙ୍କ ପୁଅ ଜି. କାହ୍ନା ନାମକ ଜଣେ ଯୁବକ ପ୍ରତିଦିନ ଭଳି ଆଜି ଛେଳି ଚରାଇବା ପାଇଁ ନିକଟସ୍ଥ ଜିରୋଳି ନିକଟକୁ ଯାଇଥିଲେ । ସେଠାରେ ଅପରାହ୍ଣ ୪:୪୫ ରୁ ୫:୦୦…
Read More...

ଜମିରେ କାମ କରୁଥିବା ବେଳେ କୃଷକଙ୍କ ମୃତ୍ୟୁ ।

ପୋଲସରା ,୨୩/୦୭(ପିପିଟି) : ନିଜ ଚାଷ ଜମିରେ ଚାଷ କରୁଥିବା ସମୟରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।କୃଷକ ଜଣଙ୍କ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର କବିରାଜ ଜେନା (୬୫) ହୋଇଥିବା ଜଣାପଡିଛି।ସେ…
Read More...