ଦ୍ୱିତୀୟ ପର୍ଯ୍ୟାୟ ‘ ସମ୍ଭବ ‘ ତାଲିମ ଶିବିର ଉଦଘାଟିତ ।

ମାଲକାନଗିରି,୨୧/୦୭(ପିପିଟି) :ସ୍ଥାନୀୟ ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ମାଲକାନଗିରି ଜିଲ୍ଲାର ୧୨୯ ଟି ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ୫ ଦିନିଆ ତାଲିମ ଶିକ୍ଷଣ ପେଟିକା 'ସମ୍ଭବ ' ଉଦଘାଟିତ ହୋଇଯାଇଛି । ଏହି…
Read More...

୪୨କିଲୋ ବାର୍‌ହା ମାଂସ ଜବତ, ଦୁଇଟି ଜୀଅନ୍ତା ଶାବକ ଉଦ୍ଧାର ଓ ୧୧ ଜଣ ଗିରଫ ।

ମାଲକାନଗିରି,୨୦/୦୭(ପିପିଟି) :ମାଲକାନଗିରିଜିଲ୍ଲା ଚିତ୍ରକୋଣ୍ଡା ବନ ବିଭାଗ ସ୍ୱାଭିମାନ ଅଂଚଳର ରାଲେଗଡ଼ା ପଞ୍ଚାୟତର ସାରକୁବନ୍ଧ ଗାଁ ନିକଟରୁ ବରାହ ଶିକାର କରୁଥିବା ଅଭିଯୋଗରେ ୧୧ ଜଣକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ…
Read More...

ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ପଛର ଅପରାଧୀଙ୍କୁ ଗିରଫ ଓ ଦାଇତ୍ୱହୀନତା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ଭୁବନେଶ୍ୱର,୨୦/୦୭(ପିପିଟି) : ଫକୀର ମୋହନ କଲେଜ ଛାତ୍ରୀର ଆତ୍ମହତ୍ୟା ଓ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟଣାର ତାତି ଥମି ନଥିବା ବେଳେ ନିମାପଡା ନିର୍ବାଚନ ମଣ୍ଡଳୀର ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗ୍ରାମର ମୁସ୍କlନ…
Read More...

ଶ୍ରାବଣରେ ପରିବା ବଜାରରେ ଲାଗିଛି ନିଆଁ, ଗରୀବଙ୍କ ପାଇଁ କଞ୍ଚାଲଙ୍କା ସ୍ୱପ୍ନ ।

ଭଞ୍ଜନଗର ୨୦/୦୭(ପିପିଟି) : ନିମ୍ନଶ୍ରେଣୀର ଲୋକଟିଏ ଭାତ ସହ ଲୁଣ ଲଙ୍କା ଖାଇ ଜୀବନ କାଟୁଥିବା ବେଳେ ଶ୍ରାବଣ ମାସରେ ପନିପରିବା ଦର ଆକାଶ ଛୁଆଁ ଯୋଗୁଁ କଞ୍ଚାଲଙ୍କାଟିଏ ମଧ୍ୟ ମିଳିବା କଷ୍ଟକର ହୋଇପଡ଼ିଛି।ଗରୀବ ଲୋକଙ୍କୁ ଚାଉଳ…
Read More...

ରାଜଧାନୀରେ ଘୁମୁସର ଜିଲ୍ଲା ଦାବି ଜୋର ଧରିଲା ।

ଭଞ୍ଜନଗର, ୨୦/୦୭(ପିପିଟି):ଘୁମୁସର ଉନ୍ନୟନ ମଞ୍ଚର ଏକ ସାଧାରଣ ସଭା ଭୁବନେଶ୍ୱର ଜଳସେଚନ ଡାକବଙ୍ଗଳା ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉନ୍ନୟନ ମଞ୍ଚର ସଭାପତି ବାଲ୍ମୀକି ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।…
Read More...

ସୁସ୍ଥ ପଞ୍ଚାୟତ ଗଠନ ପାଇଁ ତିନି ଦିନିଆ କର୍ମଶାଳା ।

ମାଲକାନଗିରି,୨୦/୦୭(ପିପିଟି) :ସରକାରଙ୍କ ଉଦ୍ୟମରେ ସୁସ୍ଥ ଓ ସଚେତନ ପଞ୍ଚାୟତ ଗଠନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଏକ ଦୀର୍ଘ ତିନି ଦିନିଆ ତାଲିମ ଶିବିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ଆୟୋଜିତ ହୋଇଥିଲା।…
Read More...

ଏଫ୍ ଏମ୍ କଲେଜ ଛାତ୍ରୀଙ୍କୁ ନ୍ଯାୟ ଦାବିରେ, ଆରଡିସି ଅଫିସ ଘେରାଉ ନେଇ ପ୍ରସ୍ତୁତି ବୈଠକ।

ପୋଲସରା,୨୦/୦୭ (ପିପିଟି): କିଛିଦିନ ପୂର୍ବେ ଓଡିଶାରେ ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମଦାହ ସାରା ରାଜ୍ୟବାସୀଙ୍କୁ ମର୍ମାହତ କରି ଦେଇଥିବା ବେଳେ ବିଭିନ୍ନ ରାଜ୍ୟନୈତିକ ଦଳ ଓ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ଥିବା…
Read More...

ପଡୋଶୀ ଘର ବିଛାଇ ଥିବା ବେଆଇନ ବିଦ୍ୟୁତ୍ ତାର ଲାଗି ନାବାଳକର ମୃତ୍ୟୁ ।

ପୋଲସରା,୨୦/୦୭ (ପିପିଟି) : ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ପଡୋଶୀ ଘର ବିଛାଯାଇ ଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ ନାବାଳକ ର ମୃତ୍ୟୁ ଘଟିଛି। ନାବାଳକ ଜଣଙ୍କ ତନ୍ମୟ ସାହୁ (୧୨ ) ରୋଡ଼ ସାହି ପରମାନନ୍ଦ…
Read More...

ସୌନ୍ଦର୍ଯ୍ୟ କରଣ ଯୋଜନାରେ ଚମକିଲା ଚକରା ବିଷୋୟୀ ଛକ ।

ଭଞ୍ଜନଗର ୨୦/୦୭(ପିପିଟି) :ଭଞ୍ଜନଗର ଲଣ୍ଡେଇ ସାହି ବାଇପାସ୍ ରୋଡ଼ର ବୀର ଚକରା ବିଷୋୟୀ ଛକରେ ଥିବା ଖୋଲାସ୍ଥାନକୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ଶୁଭ ଉଦଘାଟନ ହୋଇ ଯାଇଛି।ଉକ୍ତ…
Read More...