ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣାଗ୍ରସ୍ତ , ୮ ମହିଳା ଆହତ ।

ବାଲିଗୁଡ଼ା,୦୨/୦୩ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଡକେଲକିଆ ନିକଟସ୍ଥ ଗଡମୁଣ୍ଡା ଘାଟିରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୮ଜଣ ମହିଳା ଆହତ ହୋଇଛନ୍ତି ।…
Read More...

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୩୬ ତମ ଜନ୍ମ ଜୟନ୍ତୀ କୁଲାଡ଼ ଠାରେ ଅନୁଷ୍ଠିତ ।

ଭଞ୍ଜନଗର, ୦୨/୦୩(ପିପିଟି ):ବସନ୍ତ ପୁର୍ଣିମା ଅବସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୩୬ ତମ ଜନ୍ମ ଜୟନ୍ତୀ ୦୧ ତାରିଖରେ କୁଲାଡ଼ ସ୍ଥିତ ଭଞ୍ଜ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୦୨/୦୩ ରେ ମଧ୍ୟ…
Read More...

ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ବହୁ କର୍ମୀ ।

ଯାଜପୁର,୦୧/୦୩(ପିପିଟି): ଧର୍ମଶାଳା ନିର୍ବାଚନମଣ୍ଡଳୀ କୁମାରିସ୍ଥିତ ବିଜେପି କାର୍ଯ୍ୟାଳୟ ସଭା ଗୃହରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ୫୪ ଗୋଟି ପଞ୍ଚାୟତର ଶହ ଶହ…
Read More...

ପୂଜା ପାଉଛନ୍ତି ଦୋଳ ବିମାନରେ ରାଧା କୃଷ୍ଣ ।

ବାଲିଗୁଡା,୦୧/୦୩(ପିପିଟି): ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରା ପୃଷ୍ଠକୁ ଅବତରଣ କରିଛି। ସବୁଜ ଗଛ ପତ୍ର ସହିତ ଶିମିଳିଫୁଲର ନାଲି ଓଢଣୀରେ ସଜେଇ ହୋଇଛି ପ୍ରକୃତି ରାଣୀ । ପ୍ରକୃତି କୁ ସ୍ବାଗତ କରିବା ପାଇଁ ଫଗୁଣ ନେଇ…
Read More...

ଶ୍ରୀ ଶ୍ରୀ ପଶ୍ଚିମେଶ୍ୱରଙ୍କ ପୀଠରେ ଅଷ୍ଟମ ଆଞ୍ଚଳିକ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ।

ବୋଲଗଡ଼,୦୧/୦୩(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟବନ୍ଧ ଗ୍ରାମରେ ଥିବା ଶ୍ରୀ ଶ୍ରୀ ପଶ୍ଚମେଶ୍ୱରଙ୍କ ପୀଠରେ ଆଗାମୀ ମାର୍ଚ୍ଚ ମାସ ୧୫ ରୁ ୧୮ତାରିଖ ପର୍ଯ୍ୟନ୍ତ ଅଷ୍ଟମ ବାର୍ଷିକ ଆଞ୍ଚଳିକ ବିଶ୍ୱଶାନ୍ତି…
Read More...

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ।

ହିଞ୍ଜିଳିକାଟୁ,୦୧/୦୩(ପିପିଟି): ହିଞ୍ଜିଳିକାଟୁ ମାଁ ଶ୍ୟାମଳାଇ ମନ୍ଦିର ପରିସର କଲ୍ୟାଣ ମଣ୍ଡପ ଠାରେ ରବିବାର ଭାରତୀୟ ଜନତା ପାର୍ଟି ଆସ୍କା ଜିଲ୍ଲା ସାଙ୍ଗଠନିକ ପକ୍ଷରୁ ଜିଲ୍ଲା ସଭାପତି ବିଜୟ ସ୍ବାଇଁଙ୍କ ଅଧ୍ୟକ୍ଷତାରେ…
Read More...

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ ।

ବେଲଗୁଣ୍ଠା-୦୧/୦୩(ପିପିଟି):ବେଲଗୁଣ୍ଠାର ପ୍ରତିଷ୍ଠିତ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି…
Read More...

କ୍ଷତି ଗ୍ରସ୍ତ ପରିବାରଙ୍କୁ ଆର୍ଥିକ ସହାୟତା ।

ମାଲକାନଗିରି ,୦୧/୦୩(ପିପିଟି): ଆଜି ମାଲକାନଗିରି ବାଙ୍ଗାଲୀ ସମାଜ ତରଫରୁ ରାଧାନଗର ଏମଭି-୨୫ ଗ୍ରାମରେ ଅବସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ଏମଭି- ୨୬ ଗ୍ରାମର ପୋଡ଼ାଜଳା ଘଟଣାରେ କ୍ଷତିଗ୍ରସ୍ତ ପରିବାର ମାନଙ୍କ ସକାଶେ…
Read More...

ଖରିଡା ୟୁ.ପି. ସ୍କୁଲରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ।

ପୋଲସରା,୦୧/୦୩(ପିପିଟି) : ବୁଗୁଡା ବ୍ଳକର ବାଲିପଦର କ୍ଲଷ୍ଟର ସ୍ତରୀୟ ଅଷ୍ଟମ ମାସିକ ବୈଠକ ଫେବୃୟାରୀ ୨୮ ତାରିଖ ଦିନ ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ବିଶ୍ୱଜିତ ପରିଡାଙ୍କ…
Read More...

ପୋଲସରାରେ ପ୍ରବୋଧନ ତାଲିମ ଶିବିର: ଦୁଇଟି ପର୍ଯ୍ୟାୟରେ ୨୩୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯୋଗଦାନ।

ପୋଲସରା ‌,୦୧/୦୩(ପିପିଟି); ପୋଲସରା ରାଣୀପଡ଼ା ସ୍ଥିତ ବାଲୁଙ୍କେଶ୍ଵର ଉଚ୍ଚ ବିଦ୍ୟାଳୟରେ ନୂତନ ପାଠ୍ୟପୁସ୍ତକ ସମ୍ବନ୍ଧୀୟ (ପ୍ରବୋଧନ) ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀହର୍ଷବାବୁ…
Read More...