କୋଦଳାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ।
କୋଦଳା,(ପିପିଟି)୧୭/୦୬, ବୁଧବାର ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେ କୋଦଳାର ବସଷ୍ଟାଣ୍ଡ ଚାରିଛକ ଠାରେ ପହଞ୍ଚି କିଛି ସମୟ ସେଠାରେ ଉପସ୍ଥିତ ରହି ବିଭିନ୍ନ ଦୋକାନ ବଜାର ସଫେଇ, ମାସ୍କ ପିନ୍ଧିବା ,!-->…
Read More...
Read More...
କରୋନାମୁକ୍ତ ଜିଲ୍ଲା ଘୋଷଣା ହେବାର ଦିନକ ପରେ ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଦୁଇ କରୋନା ପଜିଟିଭ ଚିହ୍ନଟ ।
ଉଲୁଣ୍ଡା,(ପିପିଟି)୧୭/୦୬ , ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବମୋଟ ୨୯ ଜଣ କରୋନା ପୋଜିଟିଭ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦେବା ସହ ଜିଲ୍ଲାକୁ କରୋନାମୁକ୍ତ ଜିଲ୍ଲା ଘୋଷଣା କରାଯାଇଛି । ଏହି ଖବର ଜାଣିବା!-->…
Read More...
Read More...
ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୩୩୮,ସୁସ୍ଥ ସଂଖ୍ୟା ୨୯୭୪ ପହଞ୍ଚିଲା ।
ଭୁବନେଶ୍ଵର ,(ପିପିଟି)୧୭/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୬୯୯ ମଧ୍ୟରୁ ୬୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୩୯୪ ମଧ୍ୟରୁ ୨୭୦ ଜଣ ସୁସ୍ଥ ହୋଇଛନ୍ତି ।!-->…
Read More...
Read More...
ବାଲେଶ୍ବର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ।
ଭୁବନେଶ୍ୱର,(ପିପିଟି)୧୭/୦୬, ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା । ୨୦୧୯ରେ ପ୍ରଥମ ଥର ପାଇଁ!-->…
Read More...
Read More...
ସୁଦୂର ମୁମ୍ବାଇରେ ଫସିଥିବ ପ୍ରବାସିଙ୍କୁ ସହାୟତା ।
ପାତ୍ରପୁର,(ପିପିଟି)୧୭/୦୬, ଗଞ୍ଜାମ ଜିଲ୍ଲା ପାତ୍ରପୁର ଚିକିଟି ବ୍ଲକର କିଛି ଲୋକ ସୁଦୂର ମୁମ୍ବାଇରେ କରୋନା ମହାମାରୀ ସମୟରେ ଫସି ରହିଥିବା ସମୟରେ ପ୍ରବାସିଙ୍କ ନିବେଦନ ପରେ ସେମାନଙ୍କ ଓଡିଶା ଆସିବା ବ୍ୟବସ୍ଥା!-->…
Read More...
Read More...
ଶେରଗଡ଼ରୁ ତୁରନ୍ତ ପାଣି ନିଷ୍କାସନ ନିମନ୍ତେ ଟାୟାର ଜାଳି ୩ଟି ଜାଗାରେ ରାସ୍ତା ଅବରୋଧ ।
ଶେରଗଡ,(ପିପିଟି)୧୭/୦୬, ଶେରଗଡ଼ କଳିଙ୍ଗ ବୈଶ୍ୟ ଭବନ ସମ୍ମୁଖରେ ଥିବା ୫୦୦ଏକର ଜମିରେ ଗତ ଦଶ ଦିନ ୭ ଫୁଟର ପାଣି ଜମି ରହିଛି। ଫଳରେ ଶେରଗଡ଼ ର ବଡ଼ଦାଣ୍ଡ ସାହି, କେଉଟ ସାହି ଓ ପାଟପଲି ଗ୍ରାମର ସାହି ଗୁଡିକର ପଛ ପଟେ ପାଣି!-->…
Read More...
Read More...
ପିଇବା ପାଣିର ସମସ୍ୟା ପାଇଁ ଡଙ୍ଗାପଟା ଏବଂ ସାନପଡା ଗାଁ ଲୋକେ ହନ୍ତସନ୍ତ ହେଉଛନ୍ତି ।
କଳାହାଣ୍ଡି,(ପିପିଟି)୧୬/୦୬, କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୁଡିଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡଙ୍ଗାପଟା (ସାନପଡା) ରେ ରହୁଥିବା ପ୍ରାୟ ୮୦ ଗୋଟି ପରିବାର ଦୀର୍ଘ ୨୫ ବର୍ଷର ଏକ ପୁରୁଣା ନଳକୂପର!-->…
Read More...
Read More...
କରୋନା ଆକ୍ରାନ୍ତ ଗ୍ରାମରେ ସମାଜ ସେବୀଙ୍କ ଦ୍ୱାରା ଖାଦ୍ୟ ସାମଗ୍ରୀ ବଣ୍ଟନ ।
ପାତ୍ରପୁର,(ପିପିଟି)୧୬/୦୬, ପାତ୍ରପୁର ବ୍ଲକ ସାମନ୍ତରା ପୁର ପଞ୍ଚାୟତ ର କନ୍ଧ ଗୋବିନ୍ଦ ପୁର ଯାହାକି ସମ୍ପୂର୍ଣ୍ଣ ଆଦିବାସୀ ଅଧୁସିତ ଗାଁ କରୋନା ଲକ ଡାଉନ ସାଙ୍ଗକୁ ଗାଁର ଜଣେ କରୋନା ଆକ୍ରନ୍ତ ବାହାରିବା ପରେ ଉପାର୍ଜନର!-->…
Read More...
Read More...
ଭୁବନେଶ୍ୱରରେ ଆଉ ୫ ନୂଆ ପଜିଟିଭ ।
ଭୁବନେଶ୍ୱର,(ପିପିଟି)୧୬/୦୬, ରାଜ୍ୟରେ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜଧାନୀରୁ ୫ ନୂଆ!-->…
Read More...
Read More...