ମହୁପଦର ଠାରେ ୧୩୩ଟି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ।

ମାଲକାନଗିରି, ୧୮/୦୮(ପିପିଟି):ଆଜି ମାଥିଲି ବ୍ଲକ୍ ମହୁପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ,ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍…
Read More...

ଲଗାଣ ବର୍ଷାରେ ଅଟକି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କ ଶୁଖିଲା ଖାଦ୍ୟ ବଣ୍ଟନ ।

ମାଲକାନଗିରି, ୧୮/୦୮(ପିପିଟି):ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ରାସ୍ତାରେ ଅଟକି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କୁ ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଜିଲ୍ଲାପାଳ ସୋମେଶ କୁମାର…
Read More...

ଅଙ୍ଗାରଗାଁରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ।

କୋଦଳା,୧୮/୦୮(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମ ପଞ୍ଚାୟତ ପରିସରରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଦଳା…
Read More...

ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡରେ ରକ୍ତଦାନ ଶିବିର ଅନୁଷ୍ଠିତ ।

ବ୍ରହ୍ମପୁର, ୧୭/୦୮(ପିପିଟି): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ ଗିରିରୋଡ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ବ୍ରହ୍ମାକୁମାରୀସ୍ ଅନ୍ତଃରାଷ୍ଟ୍ରୀୟ ଅନୁଷ୍ଠାନର ପ୍ରଥମ ମୁଖ୍ୟ…
Read More...

ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ସଙ୍କୁଚିତ କରିବା ଏହା ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି: ପ୍ରଫୁଲ୍ଲ ଘଡେ଼ଇ ।

ଯାଜପୁର,୧୭/୦୮(ପିପିଟି): ବ୍ଲକ ଅଧ୍ୟକ୍ଷମାନଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ସରକାର ଏକ ନିର୍ଦ୍ଦେଶନାମା ଜାରି କରିବାକୁ ଯାଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ବିଭିନ୍ନ…
Read More...

ବ୍ୟାଟମିଣ୍ଟନ ଜୁନିଅର ସିଙ୍ଗଲ୍ସ ମ୍ୟାଚ ଉଦଯାପିତ, ଆଶୁତୋଷ ୧ମ, ପ୍ରିନ୍ସ ୨ୟ ।

ପୋଲସରା ୧୭/୦୮(ପିପିଟି ):ପୋଲସରା ସହର ସ୍ଥିତ ବହୁମୁଖୀ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ରେ କୋଚ ପଦ୍ମ ଚରଣ ନନ୍ଦ ଙ୍କ ତତ୍ୱାବଧାନ ରେ ଦୁଇ ଦିନ ଧରି ଚାଲିଥିବା ସିଙ୍ଗଲ୍ସ ଜୁନିଅର ବ୍ୟାଟମିଣ୍ଟନ ମ୍ୟାଚ ଉଦଯାପିତ…
Read More...

କୋହଭରାରେ କାନ୍ଦିଲେ ବୋଲଗଡ଼ ବିଡ଼ିଓ ।

ବୋଲଗଡ଼,୧୭/୦୮(ପିପିଟି): ଜଣଙ୍କ ପରେ ଜଣେ ବୃଦ୍ଧାଂକୁ ଜାବୁଡି ଧରି ପାରିବାରିକ କଥା ଶୁଣି କୋହଭରା ହୋଇ କାନ୍ଦି ପକାଇଲେ ବୋଲଗଡ ବିଡ଼ିଓ। ଯାହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ତେବେ ଏପରି ଏକ…
Read More...

ପ୍ରଥମ ଆଦିମ ଦିଦାୟୀ ଜନଜାତି ଯୁବତୀ ଚମ୍ପା ରାସପେଦା ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ।

ମାଲକାନଗିରି, ୧୭/୦୮(ପିପିଟି):ଡାକ୍ତର ହେବେ ଖଇରପୁଟ ବ୍ଳକ୍ ନାକାମାମୁଡି ଗ୍ରାମ ପଞ୍ଚାୟତର ଆମ୍ଲିବେଡ଼ା ଗ୍ରାମର ଆଦିମ ଦିଦାୟୀ ଜନଜାତି ଯୁବତୀ ଚମ୍ପା ରାସପେଦା । ନିଟ ପରୀକ୍ଷାରେ କୃତକାର୍ଯ୍ୟ ପରେ ଚମ୍ପା ରାସପେଦାଙ୍କୁ…
Read More...

ତାଳସର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ।

କୋଦଳା,୧୬/୦୮(ପିପିଟି): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତାଳସରରେ ଜନ୍ମାଷ୍ଟମୀ ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟା ମନ୍ଦିରର କୁନିକୁନି କୋମଳମତି…
Read More...