ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ନୂତନ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳୁନାହିଁ ।
ଶେରଗଡ,୨୯/୦୭(ପିପିଟି);ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବାହାରକୁ ସୁନ୍ଦର କିନ୍ତୁ ଭିତରେ ସବୁ ଅବ୍ଯବସ୍ଥା ଏକଥା ଭିତରକୁ ପଶିଲେ ସ୍ପଷ୍ଟ ଜଣାପଡୁଛି । ଶେରଗଡ ବ୍ଲକ୍ ରେ ନୂତନ ହିତାଧିକାରୀ ଭତ୍ତା!-->…
Read More...
Read More...